Latest Odisha News

BREAKING NEWS

ଭବାନୀପାଟଣାରେ ନଡ୍ଡା: ବିଜେଡି ସରକାରର ୨୩ ବର୍ଷର ଅପାରଗତାର ହିସାବ ଦେଲେ

କଳାହାଣ୍ଡି:  ଭବାନୀପାଟଣାରେ ବିଜେପି ଜାତୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଓଡ଼ିଶା ଗସ୍ତରେ ଆସି ବିଜେପି ଜାତୀୟ ଅଧ୍ୟକ୍ଷ ନଡ୍ଡା ଭବାନୀପାଟଣାରେ ପହଞ୍ଚିଛନ୍ତି । ସ୍ୱତନ୍ତ୍ର ହେଲିକପ୍ଟରରେ ବୁର୍ଲା ଏମସିଏଲ ଗେଷ୍ଟ ହାଉସରୁ ବାହାରି ପହଞ୍ଚିଥିଲେ ଭବାନୀପାଟଣା ବିଶ୍ୱବିଦ୍ୟାଳୟ ପଡିଆରେ ।…

ହ୍ୱାଇଟ ହାଉସ ନୈଶଭୋଜିରେ ମୁକେଶ ଓ ନୀତା ଅମ୍ବାନୀ; ବେଶ, ପୋଷକରେ ଥିଲା ଭାରତୀୟ ସଂସ୍କୃତିର ଝଲକ

ୱାଶିଂଟନ: ଆମରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ହାଇ ପ୍ରୋଫାଇଲ ଷ୍ଟେଟ ଡିନରରେ ସାମିଲ ହୋଇଥିଲେ ଭାରତୀୟ ଶିଳ୍ପପତି ମୁକେଶ ଅମ୍ବାନୀ ଓ ପତ୍ନୀ ନୀତା ଅମ୍ବାନୀ । ମୁକେଶ ଅମ୍ବାନୀ ବ୍ଲାକ ସୁଟ ପିନ୍ଧିଥିବାବେଳେ ନୀତା ଅମ୍ବାନୀ ପୁରା ଭାରତୀୟ ବେଶଭୂଷାରେ ସଜେଇ ହୋଇ ହ୍ୱାଇଟ ହାଉସକୁ…

ମାତ୍ରାଧିକ ପାଣି ପିଇଲେ ମାଡି ବସିବ ଏହି ସବୁ ରୋଗ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଜଳ ହେଉଛି ଜୀବନ। ଆପଣ ନିଶ୍ଚିତ ଭାବରେ ଏହି ସ୍ଲୋଗାନ ଶୁଣିଥିବେ। ଏଥି ସହିତ ଶରୀରକୁ ସୁସ୍ଥ ରଖିବା ପାଇଁ ସମସ୍ତ ଲୋକଙ୍କୁ ପ୍ରତିଦିନ ପ୍ରଚୁର ପାଣି ପିଇବାକୁ ପରାମର୍ଶ ଦିଆଯାଇଛି। ଗ୍ରୀଷ୍ମ ସମୟରେ ଜଳର ଆବଶ୍ୟକତା ଆହୁରି ବଢିଯାଏ। କାରଣ ସୂର୍ଯ୍ୟ କିରଣ ଏବଂ ଉତ୍ତାପ…

ଜିମ୍ବାୱେରେ କ୍ରିକେଟ ଟିମ କିଣିଲେ ବଲିଉଡ ଅଭିନେତା ସଞ୍ଜୟ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ସଞ୍ଜୟ ଦତ ଜିମ୍ବାୱେରେ କ୍ରିକେଟ ଟିମ କିଣିଛନ୍ତି । ଜିମ୍ବାୱେ ବୋର୍ଡ ଖୁବ ଶୀଘ୍ର ଜିମ ଆଫ୍ରୋ ଟି୧୦ ଟୁର୍ଣ୍ଣାମେଂଟ ଆୟୋଜନ କରିବାକୁ ଯାଉଛି । ସଞ୍ଜୟ ହରାରେ ହରିକେନ୍ସ ଦଳକୁ ଆରିସ ଗ୍ରୁପ ଅଫ କମ୍ପାନୀ ସହ ମିଶି କିଣିଛନ୍ତି । ଏହି ଲିଗରେ ୫ଟି ଦଳ…

କେନ୍ଦ୍ରର ଅର୍ଡିନାନ୍ସ ନେଇ କେଜରିୱାଲ୍‌ଙ୍କ ପ୍ରଶ୍ନରେ କଂଗ୍ରେସର ଜବାବ: ସଂସଦ ଅଧିବେଶନ ଆରମ୍ଭ ପୂର୍ବରୁ ନିଆଯିବ…

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଡିନାନ୍ସ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍‌ଙ୍କ ରୋକ୍ ଠୋକ୍ ପ୍ରଶ୍ନ ପରେ ଜବାବ ରଖିଛି କଂଗ୍ରେସ। ସଂସଦ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ନିଷ୍ପତ୍ତି ନିଆଯିବ ବୋଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି। ଗତକାଲି କେନ୍ଦ୍ର…

ପାଟନା ମହାବୈଠକରେ ଏକାଠି ହେବେ ୧୮ ଦଳ; କିଏ ଦେବ ମୋଦିଙ୍କୁ ଟକ୍କର ?

ନୂଆଦିଲ୍ଲୀ: ୨୦୨୪ ନିର୍ବାଚନ ପାଇଁ ବିରୋଧୀଙ୍କ ବଡ ପ୍ରସ୍ତୁତି । ବିଜେପିକୁ ଚାଲେଞ୍ଜ ଦେବା ପାଇଁ ଏକାଠି ହେଉଛନ୍ତି ସବୁ ବିରୋଧୀ  । ଶୁକ୍ରବାର ପାଟନାରେ ମାନସମନ୍ଥନ କରିବେ ସବୁ ବିପକ୍ଷ । ମିଳିଥିବା ସୂଚନା ଅନୁସାରେ, ବିଜେପି ବିରୋଧରେ ଏକ ଶକ୍ତିଶାଳୀ ମୋର୍ଚ୍ଚା ପ୍ରସ୍ତୁତ କରିବା…

ଟି୨୦ ଇତିହାସର ଦ୍ୱିତୀୟ ସର୍ବବୃହତ ରନ ଚେଜ କଲା ମିଡିଲସେକ୍ସ

ଲଣ୍ଡନ: ଇଂଲଣ୍ଡର ଏକ ଘରୋଇ ଟି୨୦ ଟୁର୍ଣ୍ଣାମେଂଟରେ ମିଡିଲସେକ୍ସ ଟିମ ୧୯.୨ ଓଭରରେ ୩ ୱିକେଟ ହରାଇ ୨୫୩ ରନର ଟାର୍ଗେଟ ଚେଜ କରିଛି । ଟି୨୦ ଇତିହାସର ଏହା ଦ୍ୱିତୀୟ ସର୍ବବୃହତ ରନଚେଜ । ଟି୨୦ ବ୍ଲାଷ୍ଟରେ ପ୍ରଥମେ ବ୍ୟାଟିଂ କରି ସରେ ୨୦ ଓଭରରେ ୭ ୱିକେଟ ହରାଇ ୨୫୨ ରନ କରିଥିଲା । ବିଲ ଜ୍ୟାକ୍ସ…

ବଡ଼ ଧରଣର ଅନୁପ୍ରବେଶ ପଣ୍ଡ: ସେନା ଗୁଳିରେ ୪ ପାକିସ୍ତାନୀ ଆତଙ୍କବାଦୀ ସଫା

ଶ୍ରୀନଗର: ପାକିସ୍ତାନ ଅଧିକୃତ କାଶ୍ମୀର ସୀମା ଦେଇ ଭାରତ ଭିତରକୁ ପ୍ରବେଶ କରିବାକୁ ଚାହୁଁଥିବା ୪ ଆତଙ୍କବାଦୀଙ୍କୁ ଗୁଳି କଲା ସେନା। ସପ୍ତାହ ଭିତରେ ଏହାକୁ ମିଶାଇ ଦୁଇଟି ବଡ଼ ଅନୁପ୍ରବେଶକୁ ପଣ୍ଡ କରିଛନ୍ତି ଜାମ୍ମୁ-କାଶ୍ମୀର ପୁଲିସ ଓ ଭାରତୀୟ ସେନା। ଶୁକ୍ରବାର କୁପୱାରା ଜିଲ୍ଲାରେ ୪…

କେବଳ ସ୍ମାର୍ଟଫୋନ ନୁହେଁ ବରଂ ସ୍ମାର୍ଟଟିଭି, ସ୍ପିକର ମଧ୍ୟ ଚୋରି କରେ ଆପଣଙ୍କ ଗୋପନୀୟ କଥା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଯଦି ଆପଣଙ୍କ ଘରେ ସ୍ମାର୍ଟ ଟିଭି, ସ୍ମାର୍ଟଫୋନ୍ ଏବଂ  ସ୍ପିକର ଅଛି ତେବେ ହୋଇଯାଆନ୍ତୁ ସାବଧାନ। ଆପଣ ସମସ୍ତେ ଜାଣନ୍ତି ଯେ ସ୍ମାର୍ଟଫୋନ ଗୁଇନ୍ଦା ଭଳି କାମ କରେ। କିନ୍ତୁ ଆଜିକାଲି କେବଳ ସ୍ମାର୍ଟ ଫୋନ୍ ନୁହେଁ ବରଂ ଆପଣଙ୍କର ସ୍ମାର୍ଟ ଟିଭି ଏବଂ ସ୍ପିକର ମଧ୍ୟ…

ଭିଜାଉଛି ମୌସୁମୀ ବର୍ଷା: ୨୪ ଘଣ୍ଟାରେ ୧୬ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: କିଛିଦିନର ଅପେକ୍ଷା ପରେ ଓଡ଼ିଶା ଛୁଇଁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ମାଲକାନଗିରି, କୋରାପୁଟ, ଗଜପତି ଜିଲ୍ଲା ଦେଇ ଓଡ଼ିଶାକୁ ପ୍ରବେଶ କରିଛି ମୌସୁମୀ। ଆଉ ମାତ୍ର ୨ ଦିନ ମଧ୍ୟରେ ମୌସୁମୀ ବାୟୁ ସାରା ଓଡ଼ିଶାକୁ ଛୁଇଁବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ…