ଆଜି ରାତି ସୁଦ୍ଧା ଡ୍ରାଇଭର୍ଙ୍କ ସମସ୍ୟାର ହେବ ସମାଧାନ: ଯୋଗାଣ ମନ୍ତ୍ରୀ
ଭୁବନେଶ୍ୱର: ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ପ୍ରସଙ୍ଗ। ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଆସିଲା ପ୍ରତିକ୍ରିୟା। ଆଜି ରାତି ସୁଦ୍ଧା ଆଲୋଚନା ପରେ ସମସ୍ୟାର ସମାଧାନ ହୋଇଯିବ ବୋଲି କହିନ୍ତି ଯୋଗାଣ ମନ୍ତ୍ରୀ।
ଡ୍ରାଇଭରମାନଙ୍କ ପ୍ରାୟ ଦାବି…