Latest Odisha News

BREAKING NEWS

ଓଡିଶା ପ୍ରୋ ଟି୨୦ ଲିଗ: ଆସନ୍ତୁ ନଜର ପକାଇବା ୬ଟି ଟିମର ଖେଳାଳିଙ୍କ ଉପରେ

କଟକ: ଓଡିଶା ପ୍ରୋ ଟି୨୦ ଲିଗ ତାର ଉଦଘାଟନୀ ସଂସ୍କରଣରେ କ୍ରିକେଟପ୍ରେମୀଙ୍କୁ ପ୍ରଭାବିତ କରିବ ବୋଲି ଆଶା କରାଯାଉଛି । ସେପ୍ଟମ୍ବର ୧୭ରୁ ଏହି ଲିଗ ଆରମ୍ଭ ହେବ । ଏହାର ଫାଇନାଲ ମ୍ୟାଚ ୨୬ରେ ଖେଳାଯିବ । ଇତି ମଧ୍ୟରେ ୬ଟି ଟିମର ନାମ ଘୋଷଣା କରାଯାଇ ସାରିଛି । ଟିମଗୁଡିକ ହେଲା- କଟକ…

ରାଜ୍ୟ ଗୃହିଣୀ ସମାଜ ସମ୍ପାଦିକା ଇନ୍ଦିରା ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର: ରାଜ୍ୟ ଗୃହିଣୀ ସମାଜ ସମ୍ପାଦିକା ତଥା ବିଶିଷ୍ଟ ସ୍ତମ୍ଭକାର ପ୍ରଦୋଷ ପଟ୍ଟନାୟକଙ୍କ ଧର୍ମପତ୍ନୀ ଇନ୍ଦିରା ପଟ୍ଟନାୟକଙ୍କ ଦେହାନ୍ତ । ଶନିବାର ସକାଳ ୭ଟା ସମୟରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘ ୧୦ ଦିନ ହେବ ରାଜଧାନୀର ଏକ…

ପାକିସ୍ତାନ ବିପକ୍ଷରେ ପ୍ରଥମ ଟି୨୦ ମ୍ୟାଚ ଖେଳିବେ ଭାରତର ଏହି ୫ ଖେଳାଳି

ଦୁବାଇ: ଭାରତ ଓ ପାକିସ୍ତାନ ମଧ୍ୟରେ ଏସିଆ କପ କ୍ରିକେଟର ହାଇ ଭୋଲଟେଜ ମୁକାବିଲା ଆଉ କିଛି ଘଂଟା ପରେ ଆରମ୍ଭ ହୋଇଯିବ । କ୍ରିକେଟପ୍ରେମୀ ଏହି ମ୍ୟାଚକୁ ବ୍ୟଗ୍ରତା ସହକାରେ ଅପେକ୍ଷା କରିଛନ୍ତି । ବର୍ତମାନର ଫର୍ମ ବିଚାରକୁ ନେଲେ ଭାରତର ପଲା ଭାରୀ ରହିଛି । ଏହି ମ୍ୟାଚରେ ଭାରତର ୫ଜଣ ଖେଳାଳି…

‘ଚଳିତବର୍ଷ କାର୍ତ୍ତିକରେ ମହାପ୍ରସାଦ ପ୍ରସ୍ତୁତି ନେଇ ଉପୁଜିପାରେ ସମସ୍ୟା’

ପୁରୀ: ଆଗକୁ ଆସୁଛି ମହାକାର୍ତ୍ତିକ ମାସ । ଶ୍ରୀକ୍ଷେତ୍ରରେ ଏକ ମାସ ଧରି ହବିଷ୍ୟାଳିଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହେବ l ଏହି ସମୟରେ ସରକାରଙ୍କ ଦ୍ୱାରା ହବିଷ୍ୟାଳି ଯୋଜନାରେ ମାଆ ମାନଙ୍କ ସୁବିଧାରେ ରହଣି ଠାରୁ ଆରମ୍ଭ କରି ପୂଜାର୍ଚ୍ଚନା, ମହାପ୍ରସାଦ ସେବନ, ମେଡିକାଲ ସୁବିଧା ଓ ପିଇବା…

ହଂକଂ ଓପନ ଫାଇନାଲରେ ଲକ୍ଷ୍ୟ ସେନ

ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଡମିଂଟନ ଖେଳାଳି ଲକ୍ଷ୍ୟ ସେନ ହଂକଂ ଓପନ ସୁପର ୫୦୦ର ଫାଇନାଲରେ ପ୍ରବେଶ କରିଛନ୍ତି । ଚାଇନିଜ ତାଇପେର ଶୋଉ ସିଏନ ଚେନଙ୍କୁ ସେ ସେମିଫାଇନାଲରେ ୨୩-୨୧ ଓ ୨୨-୨୦ରେ ପରାସ୍ତ କରିଥିଲେ । ୨ଟି ଯାକ ଗେମ ବେଶ ସଂଘର୍ଷପୂର୍ଣ୍ଣ ହୋଇଥିଲା । ୩୫ ବର୍ଷୀୟ ଶୋଉ ସାମାନ୍ୟ…

ରାଜ୍ୟ ପ୍ରଶାସନର ହେବ ଆଧୁନିକୀକରଣ, ମୋହନ ସରକାର କିଣିବେ AI ଉପକରଣ

ଭୁବନେଶ୍ୱର: ସେମିକଣ୍ଡକଟର ପରେ ଏଆଇ (AI) କୁ ଗୁରୁତ୍ବ । ମୋହନ ସରକାରଙ୍କ ଫୋକସରେ ଆର୍ଟିଫିସିଆଲ ଇଣ୍ଟେଲିଜେନସ । ପ୍ରଶାସନିକ ଦକ୍ଷତାକୁ ସୁଦୃଢ଼ ​​କରିବା ଏବଂ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି କରିବା ପାଇଁ ଓଡ଼ିଶା ସରକାର ସମସ୍ତ ବିଭାଗକୁ ଏଆଇ ଉପକରଣ କିଣିବାକୁ ନିର୍ଦ୍ଦେଶ ଦେଇଛନ୍ତି।…

ଶ୍ରୀମନ୍ଦିର ଉତ୍ତର ଦ୍ୱାର ନିକଟରେ ଛୁରା ମାଡ଼; ଅଭିଯୁକ୍ତ ଫେରାର

ପୁରୀ:ଶ୍ରୀକ୍ଷେତ୍ରରେ ପୁଣି ହିଂସାକାଣ୍ଡ । ଶ୍ରୀମନ୍ଦିର ଉତ୍ତର ଦ୍ୱାର ନିକଟରେ ଛୁରା ମାଡ଼ରେ ଦାଦା ଓ ପୁତୁରା ଆହତ ହୋଇଛନ୍ତି । ସ୍ବଷ୍ଟ ଦିବାଲୋକରେ ଛୁରାମାଡ଼ ହୋଇଛି। ଆହତ ମାନେ ହେଲେ ଗୌରାଙ୍ଗ ସାହୁ ଓ ସନ୍ତୋଷ କୁମାର ସାହୁ। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।…

ତାଲିବାନ ବି କୋହଲିଙ୍କ ପ୍ରଶଂସକ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ଅନେକ ପ୍ରଶଂସକ ଦେଶ ଓ ବିଦେଶରେ ରହିଛନ୍ତି । କୋହଲି ଟେଷ୍ଟ ଏବଂ ଆନ୍ତର୍ଜାତୀୟ ଟି୨୦ରୁ ଅବସର ଘୋଷଣା କରିଛନ୍ତି । ତାଲିବାନ ମଧ୍ୟରେ କୋହଲିଙ୍କ ଅନେକ ପ୍ରଶଂସକ ଅଛନ୍ତି । ତାଲିବାନର ବରିଷ୍ଠ ନେତା ଅନସ ହକ୍କାନୀ…

TPCODL: ଟିପିସିଓଡିଏଲ୍ ପକ୍ଷରୁ ନୟାଗଡ଼ରେ ୬୬ ଭାଗ୍ୟଶାଳୀ ଉପଭୋକ୍ତା ପୁରସ୍କୃତ

ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ନୟାଗଡ଼ ଡିଭିଜନରେ ଆୟୋଜିତ ଏକ ସ୍ୱତନ୍ତ୍ର ପୁରସ୍କାର ବିତରଣ ସମାରୋହରେ ‘ବିଲ୍ ପେ ଆଣ୍ଡ୍ ୱିନ୍ ସ୍କିମ୍‌’ ଅଧୀନରେ ୬୬ ଜଣ ଭାଗ୍ୟଶାଳୀ…

ସ୍ୱତନ୍ତ୍ର ଅଭିଯାନର ଦ୍ୱାଦଶ ଦିନରେ ବଡ଼ ସଫଳତା: ଜବତ ହେଲା ୧.୬୯ କୋଟି ଟଙ୍କାର ବେଆଇନ ସାମଗ୍ରୀ

ଭୁବନେଶ୍ୱର: ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ଚାଲୁଥିବା ସ୍ୱତନ୍ତ୍ର ଚଢ଼ାଉ ଅଭିଯାନର ଦ୍ୱାଦଶ ଦିନରେ ଆଉ ଏକ ବଡ଼ ସଫଳତା ମିଳିଛି। ଏହି ଅଭିଯାନରେ ପ୍ରାୟ ୧.୬୯ କୋଟି ଟଙ୍କା ମୂଲ୍ୟର ବେଆଇନ ସାମଗ୍ରୀ ବିଭିନ୍ନ ଜିଲ୍ଲାରୁ ଜବତ କରାଯାଇଛି। ବେଆଇନ ମଦ ଓ ନିଷିଦ୍ଧ ମାଦକ ଦ୍ରବ୍ୟ ବିରୋଧରେ…