Latest Odisha News

BREAKING NEWS

ବ୍ରହ୍ମପୁରରେ ଆରମ୍ଭ ହେବ ହେଲିକପ୍ଟର ସେବା…

ବ୍ରହ୍ମପୁର: ବ୍ରହ୍ମପୁରରେ Enjoy Ride ବ୍ରାଣ୍ଡ ନାମରେ ଏକ ହେଲିକପ୍ଟର ଟ୍ୟାକ୍ସି ସେବା ଆରମ୍ଭ ହୋଇଛି। ଯାହାଦ୍ଵାରା ଦକ୍ଷିଣ ଓଡ଼ିଶାକୁ ଆସୁଥିବା ପର୍ଯ୍ୟଟକ ମାନେ ଏହାର ଆନନ୍ଦ ଉଠାଇ ପାରିବେ। ଏହି ପଦକ୍ଷେପ ଦ୍ଵାରା ପର୍ଯ୍ୟଟକମାନେ ସହର ଏବଂ ଏହାର ସୁନ୍ଦର ପରିବେଶକୁ ଉପରୁ ଥାଇ…

ରାୟଗଡା ଶିଳ୍ପାନୁଷ୍ଠାନରେ ସ୍ଥାନୀୟ ଯୁବଗୋଷ୍ଠୀଙ୍କ ପାଇଁ ୮୦ ପ୍ରତିଶତ ନିଯୁକ୍ତି ସଂରକ୍ଷଣ ହେବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାୟଗଡା ଜିଲ୍ଲା ଆଜି ସାରା ରାଜ୍ୟ ପାଇଁ ମହିଳା ସଶକ୍ତିକରଣ କ୍ଷେତ୍ରରେ ଉଦାହରଣ ପାଲଟିଛି। ଏହି ଜିଲ୍ଲାରେ ୧୨,୭୮୩ଟି ଏସ୍‌ଏଚ୍‌ଜି ଜରିଆରେ ୧.୫୨ ଲକ୍ଷରୁ ଅଧିକ ମା ଓ ଭଉଣୀମାନେ ସଂଗଠିତ ହୋଇ ନିଜପାଇଁ ସୁନ୍ଦର ଭବିଷ୍ୟତ ଗଢୁଛନ୍ତି। ପୂର୍ବରୁ ଯେଉଁଠି ସୁଯୋଗର ଅଭାବ ଥିଲା,…

ନରଭଣେଙ୍କ ‘ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନି’: ଗଲୱାନ୍ ସଂଘର୍ଷର କେଉଁ ରହସ୍ୟ ଲୁଚାଇବାକୁ ଚାହୁଁଛନ୍ତି…

ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନ ସମୟରେ ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ୍ ଏମ୍.ଏମ୍. ନରଭଣେଙ୍କ ଏକ ଅପ୍ରକାଶିତ ବହି 'ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନି' (Four Stars of Destiny) କୁ ନେଇ ଶାସକ ଓ ବିରୋଧୀ ଦଳ ମଧ୍ୟରେ ତୀବ୍ର ଯୁକ୍ତିତର୍କ ଦେଖିବାକୁ ମିଳିଛି। ବିରୋଧୀ ଦଳ ନେତା ରାହୁଲ…

President Droupadi Murmu: ୬ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ; ବିମାନ ବନ୍ଦରରେ…

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬ଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ସେ ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି। ଅବତରଣ କରିବା ପରେ ତାଙ୍କୁ ରାଜ୍ୟ…

ମା’ ଓ ଭଉଣୀଙ୍କ ହାତରେ ବନ୍ଧୁକ: ବେଲୁଚ୍ ଲିବରେସନ୍ ଆର୍ମିର ‘ଅପରେସନ୍ ହେରୋଫ୍’ରେ ପାକିସ୍ତାନ…

ନୂଆଦିଲ୍ଲୀ: ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ବେଲୁଚ୍ ବିଦ୍ରୋହୀ ଏବଂ ସେନା ମଧ୍ୟରେ ଚାଲିଥିବା ରକ୍ତାକ୍ତ ସଂଘର୍ଷ ଏବେ ଏକ ଭୟଙ୍କର ରୂପ ନେଇଛି। ଏହି ସଂଘର୍ଷରେ ଜଣେ ମହିଳା ଫିଦାୟିନ୍ (ଆତ୍ମଘାତୀ ବିଦ୍ରୋହୀ) 'ହାୱା ବେଲୁଚ୍'ଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ…

୪୫୦ କୋଟି ଟଙ୍କାର ଝଟକା: ବିଶ୍ୱକପ୍ ବୟକଟ୍ ଡ୍ରାମା ପଛର ଅସଲ କାହାଣୀ, ଆଇସିସି ଦେଲା ଚେତାବନୀ

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା କ୍ରିକେଟ୍ ବିବାଦ ଏବେ ଏକ ନୂଆ ମୋଡ଼ ନେଇଛି। ଟି-୨୦ ବିଶ୍ୱକପ୍ ୨୦୨୬ରେ ଭାରତ ବିପକ୍ଷ ମ୍ୟାଚ୍‌କୁ ପାକିସ୍ତାନ ବୟକଟ୍ କରିବାକୁ ଘୋଷଣା କରିବା ପରେ କ୍ରିକେଟ୍ ଜଗତରେ ହଇଚଇ ସୃଷ୍ଟି ହୋଇଛି। ଘଟଣାଟି କ'ଣ? ୨୦୨୬ ଫେବୃଆରୀ ୭ରୁ ଆରମ୍ଭ…

ଅଧିକ ଶୋଇଲେ ଶରୀର ସୁସ୍ଥ ରହେନି, ବରଂ ବଢ଼େ ବିପଦ; ଜାଣନ୍ତୁ ନିଦ ଓ ସ୍ୱାସ୍ଥ୍ୟର ସମ୍ପର୍କ

ନୂଆଦିଲ୍ଲୀ: ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀରେ ଅଧିକାଂଶ ଲୋକ ସପ୍ତାହ ସାରା କାମ ଚାପ ଯୋଗୁଁ ନିଦ ପୂରା କରିପାରନ୍ତି ନାହିଁ। ଅନେକ ଭାବନ୍ତି ଯେ, ସପ୍ତାହ ସାରା କମ୍ ଶୋଇ ଶନିବାର କିମ୍ବା ରବିବାର ଅଧିକ ସମୟ ଶୋଇବା ଦ୍ୱାରା ଶରୀରର ଥକ୍କାପଣ ଦୂର ହୋଇଯିବ ଏବଂ ନିଦର ଅଭାବ ପୂରଣ ହେବ।…

ନିର୍ବାଚନର ୧୯ ମାସ ପରେ ମଧ୍ୟ ଫର୍ମ ୧୭ସି ୱେବ୍ସାଇଟରେ ଅପ୍ଲୋଡ୍ ହୋଇନାହିଁ:ବିଜେଡି

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନରେ ବିଭିନ୍ନ ଅନିୟମିତତାକୁ ନେଇ ବିଜୁ ଜନତା ଦଳ ତରଫରୁ ଦେଶର ନିର୍ବାଚନ କମିଶନରଙ୍କୁ ଦୁଇ ଦୁଇ ଥର ଭେଟି ଲିଖିତ ଭାବରେ ପଚରା ଯାଇଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ଏପର୍ଯ୍ୟନ୍ତ ସ୍ପଷ୍ଟ ଭାବରେ ମିଳିପାରି ନାହିଁ ବୋଲି ବିଜେଡି ତରଫରୁ ପୁଣିଥରେ ଦୋହରା…

ବିଶ୍ୱକପ କ୍ରିକେଟରେ ରହିଛି ବୟକଟର ଲମ୍ବା ଇତିହାସ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ୨୦୨୬ରୁ ବାଂଲାଦେଶ ଟିମ ବାଦ ପଡିବା ପରେ ଏବେ ଭାରତ ବିପକ୍ଷରେ ମ୍ୟାଚ ଖେଳିବା ପାଇଁ ପାକିସ୍ତାନ ମନା କରିଦେଇଛି । ପୂର୍ବରୁ ସୁରକ୍ଷା ଆଳ ଦେଖାଇ ଭାରତରେ ମ୍ୟାଚ ଖେଳିବା ପାଇଁ ପାକିସ୍ତାନ ମନା କରି ଦେଇଥିଲା । ପରେ ଶ୍ରୀଲଙ୍କାରେ ପାକିସ୍ତାନ ସମସ୍ତ ମ୍ୟାଚ ଖେଳିବ…

Sujata Acharya’s Novel: ସୁଜାତା ଆଚାର୍ଯ୍ୟଙ୍କ ଉପନ୍ୟାସ ‘କେବେ ଖରା, କେବେ ଛାଇ’ ଲୋକାର୍ପିତ

ଭୁବନେଶ୍ୱର:ଉପନ୍ୟାସ ମାଧ୍ୟମରେ ହିଁ ଜୀବନର ସୂକ୍ଷ୍ମ ଅବବୋଧ, ଘଟଣା ଚରିତ୍ର, କାଳଖଣ୍ଡ ଏବଂ ସାମାଜିକ ଚିତ୍ର ଓ ଚରିତ୍ରର ଏକ ଦୀର୍ଘସ୍ଥାୟୀ ପ୍ରଭାବ ଅନୁଭୂତ ହୋଇଥାଏ । ଉପନ୍ୟାସ ମାଧ୍ୟମରେ ଲେଖକୀୟ ଅନ୍ବେଷଣର ଏକ ନିଖୁଣ ପ୍ରତିଛବି ତଥା ସାମାଜିକ ଘଟଣାକ୍ରମର ପ୍ରତିଫଳନ ଜୀବନ୍ୟାସ ପାଇଥାଏ…