ମଝି ଆକାଶରେ ହଠାତ୍ ତଳକୁ ଖସିଲା ବିମାନ, ଯାତ୍ରୀ ଆହତ
ନୂଆଦିଲ୍ଲୀ: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଥାଇଲ୍ୟାଣ୍ଡର ଫୁକେଟରୁ ଦିଲ୍ଲୀ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନ। ଦିଲ୍ଲୀ ବିମାନବନ୍ଦରରେ ଏକ ବଡ଼ ଦୁର୍ଘଟଣା ଅଳ୍ପକେ ଟଳିଯାଇଛି। ବିମାନଟି ହଠାତ୍ ପ୍ରବଳ ଟର୍ବୁଲେନ୍ସର ସମ୍ମୁଖୀନ ହୋଇଥିଲା। ମଝି ଆକାଶରେ ହଠାତ୍ ତଳକୁ ଖସିଥିଲା। ଫଳରେ…