Latest Odisha News

BREAKING NEWS

Sujata Acharya’s Novel: ସୁଜାତା ଆଚାର୍ଯ୍ୟଙ୍କ ଉପନ୍ୟାସ ‘କେବେ ଖରା, କେବେ ଛାଇ’ ଲୋକାର୍ପିତ

ଭୁବନେଶ୍ୱର:ଉପନ୍ୟାସ ମାଧ୍ୟମରେ ହିଁ ଜୀବନର ସୂକ୍ଷ୍ମ ଅବବୋଧ, ଘଟଣା ଚରିତ୍ର, କାଳଖଣ୍ଡ ଏବଂ ସାମାଜିକ ଚିତ୍ର ଓ ଚରିତ୍ରର ଏକ ଦୀର୍ଘସ୍ଥାୟୀ ପ୍ରଭାବ ଅନୁଭୂତ ହୋଇଥାଏ । ଉପନ୍ୟାସ ମାଧ୍ୟମରେ ଲେଖକୀୟ ଅନ୍ବେଷଣର ଏକ ନିଖୁଣ ପ୍ରତିଛବି ତଥା ସାମାଜିକ ଘଟଣାକ୍ରମର ପ୍ରତିଫଳନ ଜୀବନ୍ୟାସ ପାଇଥାଏ…

ଟି୨୦ ବିଶ୍ୱକପ କ୍ରିକେଟ: ୱାର୍ମ ଅପ କାର୍ଯ୍ୟସୂଚୀ ଘୋଷିତ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟର ୱାର୍ମଅପ କାର୍ଯ୍ୟସୂଚୀ ଘୋଷିତ ହୋଇଛି । ୱାର୍ମଅନ ମୁକାବିଲା ଫେବୃୟାରୀ ୨ରୁ ୬ ପର୍ଯ୍ୟନ୍ତ ଖେଳାଯିବ । ୭ଟି ଅଲଗା ଅଲଗା ଭେନ୍ୟୁରେ ଏହି ମ୍ୟାଚଗୁଡିକ ଖେଳାଯିବ । ଇଂଲଣ୍ଡ ଟିମ ୱାର୍ମଅପ ମ୍ୟାଚ ଖେଳିବ ନାହିଁ । ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ,…

Cow Smuggling Network:ଗୋମାଫିଆ ଘରେ ରେଡ୍‌; ୪ ପିସ୍ତଲ ସହ ୪ ଗିରଫ

ରାଉରକେଲା:ଗୋ ମାଫିଆ ଘରେ ରେଡ୍ । ବିଶ୍ରା ଥାନା ଗୁଡଗୁଡଜୋରରେ ବଡ ଧରଣର ରେଡ୍ କରିଛି ପୋଲିସ । ତେବେ  ଦୁର୍ଦ୍ଦାନ୍ତ ଗୋ ମାଫିଆ ମୁଞ୍ଜାମିଲ ଅନଶାରୀକୁ ଗିରଫ କରିଛି ପୋଲିସ। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ସହ ୪ ଜଣଙ୍କୁ ଗିରଫ କରିଛି ପୋଲିସ। ଅଭିଯୁକ୍ତଙ୍କ ଘରୁ ଗୋ ଚାଲାଣରେ ବ୍ୟବହୃତ…

ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପୁରୀରେ ଟ୍ରାଫିକ କଟକଣା; ଜାଣନ୍ତୁ କେଉଁ ପଟେ ଯିବେ…

ପୁରୀ: ଫେବୃଆରୀ ୩ ଏବଂ ୪ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତକୁ ନଜରରେ ରଖି ପୁରୀ ସହରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥିସହିତ ଟ୍ରାଫିକ୍ କଟକଣା ଜାରି କରାଯାଇଛି। ଯାନଚଳାଚଳ ନିଷେଧିତ ଅଞ୍ଚଳ ୦୩.୦୨.୨୦୨୬ (ଦିନ ୨ଟା ଠାରୁ ମହାମହିମ…

କାଲି ବନ୍ଦ ରହିବ ଯାଜପୁରର ସମସ୍ତ ସ୍କୁଲ, ଜାଣନ୍ତୁ କାହିଁକି…

ଯାଜପୁର: ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କ ଦ୍ୱାରା ଜାରି ଏକ ବିଜ୍ଞପ୍ତି ଅନୁଯାୟୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜିଲ୍ଲା ଗସ୍ତକୁ ଦୃଷ୍ଟିରେ ରଖି ଯାଜପୁର ସହରର ସମସ୍ତ ସ୍କୁଲ ମଙ୍ଗଳବାର ତଥା ଫେବୃଆରୀ ୩ ତାରିଖରେ ବନ୍ଦ ରହିବ। ଉଚ୍ଚସ୍ତରୀୟ ଗସ୍ତ ମଧ୍ୟରେ ସୁଗମ ବ୍ୟବସ୍ଥାକୁ…

Epstein Files: ଏପଷ୍ଟିନ୍ ଫାଇଲ୍ସର ବିସ୍ଫୋରଣ, ଫସିବେ କି ଦୁନିଆର ହାଇପ୍ରୋଫାଇଲ ନେତା?

ନୂଆଦିଲ୍ଲୀ: ଆମେରିକାର କୁଖ୍ୟାତ ଯୌନ ଅପରାଧୀ, ଜେଫ୍ରି ଏପଷ୍ଟିନ୍ ମୃତ୍ୟୁ ପରେ ବି ଦୁନିଆର ବହୁ ହାଇପ୍ରୋଫାଇଲ ଲୋକଙ୍କ ନିଦ ହଜାଇଦେଇଛି । ନିକଟରେ ଆମେରିକାର ନ୍ୟାୟ ବିଭାଗ 'ଏପଷ୍ଟିନ୍ ଫାଇଲ୍ସ'ର ଏକ ନୂଆ ସେଟ୍ ପ୍ରକାଶ କରିଛି। ୩୦ ଲକ୍ଷରୁ ଅଧିକ ପୃଷ୍ଠା, ହଜାର ହଜାର ଭିଡିଓ ଏବଂ ଲକ୍ଷ…

ବଲୁଚିସ୍ତାନରେ ରକ୍ତର ହୋଲି; ଥରୁଛି ପାକିସ୍ତାନ, ଧ୍ୱସ୍ତ ହେଲା ସେନା!

ଇସଲାମବାଦ: ପାକିସ୍ତାନରେ ଏବେ ଗୃହଯୁଦ୍ଧ ଭଳି ପରିସ୍ଥିତି । ବଲୁଚ୍ ବିଦ୍ରୋହୀଙ୍କ ଭୟଙ୍କର ଆକ୍ରମଣରେ ରକ୍ତାକ୍ତ ହୋଇଛି ପାକିସ୍ତାନ ମାଟି । ବଲୁଚିସ୍ତାନ ଲିବରେସନ ଆର୍ମି, BLA ର 'ଅପରେସନ୍ ହେରୋଫ୍' ପାକ୍ ସେନାର ନିଦ ହଜାଇ ଦେଇଛି । କୁହାଯାଉଛି କି, ଗୋଟିଏ କି ଦୁଇଟି ନୁହେଁ, ବରଂ ୨୦୦ରୁ…

Mission Shakti ନୂଆ ରୂପ ପାଇବ ମିଶନ ଶକ୍ତି; ବଦଳିବ ଡ୍ରେସ୍‌ କୋଡ୍‌,ମିଳିବ ସ୍ମାର୍ଟ ଫୋନ୍‌

ଭୁବନେଶ୍ବର: ମିଶନ ଶକ୍ତି ମହିଳାଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ଏକ ବଡ଼ ଘୋଷଣା କରିଛନ୍ତି । ମିଶନ ଶକ୍ତି ମହିଳାଙ୍କୁ ସ୍ମାର୍ଟ ଫୋନ ମିଳିବ,ଏଥିସହ ନୂଆ ୟୁନିଫର୍ମ ଏବଂ ନୂଆ ଆଇ କାର୍ଡ ବି ଦିଆଯିବ। ଉତ୍କଳ ଦିବସରୁ ଏହା ମିଳିବ ବୋଲି ଘୋଷଣା କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ…

Weather Update: ରାଜ୍ୟରେ ୬ ତାରିଖ ଯାଏଁ କଲବଲ କରିବ ଘନ କୁହୁଡ଼ି, ଏସବୁ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟର ଅନେକ ସ୍ଥାନରେ ହ୍ରାସ ପାଉଛି ଶୀତ । ରାତି ତାପମାତ୍ରା ବୃଦ୍ଧି ପାଉଥିବାରୁ ଶୀତ ଧିରେ ଧିରେ ଉଭାନ ହେବାରେ ଲାଗିଛି । ହେଲେ ଘନ କୁହୁଡି କିନ୍ତୁ ଅନୁଭୂତ ହେଉଛି । ପଳରେ ଜନଜୀବନ ପ୍ରଭାବିତ ହେଉଛି । ସକାଳ ୧୦ ଯାଏଁ ରାସ୍ତା ଘାଟ ଦେଖାଯିବା କାଠିକର ପାଠ…

୬ କୋଟିର ଠକେଇ ମାମଲାରେ ସାଇବର ଠକ ଗିରଫ

ଭୁବନେଶ୍ୱର: ୬.୧୬ କୋଟି ଟଙ୍କାରୁ ଅଧିକ ଠକେଇ ମାମଲା ରେ ଗଞ୍ଜାମ ଜିଲ୍ଲାର ଜଣେ ବ୍ୟବସାୟୀ ଙ୍କୁ ଓଡ଼ିଶା କ୍ରାଇମ୍ ବ୍ରାଞ୍ଚର ସାଇବର ପୋଲିସ ଗିରଫ କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତ ଜଣକ ଆନ୍ଧ୍ର ପ୍ରଦେଶର ୩୯ ବର୍ଷୀୟ ଭେଦଗିରି ଶ୍ରୀନିବାସ ରାଓ ବୋଲି…