Latest Odisha News

BREAKING NEWS

୧.୨ କୋଟିର କଫ ସିରଫ ଜବତ, ୨ ଗିରଫ

ଝାରସୁଗୁଡା: ବଡମାଳ ପୋଲିସ ୧.୨ କୋଟିରୁ ଅଧିକ ମୂଲ୍ୟର କୋଡିନ୍-ଭିତ୍ତିକ କଫ୍ ସିରପ୍ ଜବତ କରିଛି। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଏହି ଅଭିଯାନରେ କୋଡିନ୍ ଫସଫେଟ୍ ଏବଂ ଟ୍ରିପ୍ରୋଲିଡିନ୍ ହାଇଡ୍ରୋକ୍ଲୋରାଇଡ୍ ଯୁକ୍ତ ୱିନସେରେକ୍ସ ସିରପ୍ ର ୨୩,୬୪୦ ବୋତଲ ଉଦ୍ଧାର କରାଯାଇଛି।…

ଚାନ୍ଦିପୁରା ଭାଇରସ୍‌ରେ ୨୨ ପିଲାଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଗୁଜୁରାଟରେ ଚାନ୍ଦିପୁରା ଭାଇରସ ଯୋଗୁଁ ୨୨ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି। ୧୮୪ ଜଣ ସନ୍ଦିଗ୍ଧ ମାମଲା ମଧ୍ୟରୁ ୩୫ ଜଣଙ୍କର ମୃତ୍ୟୁ ସ୍ପଷ୍ଟ ହୋଇଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ବିଭିନ୍ନ ଜିଲ୍ଲାରେ ପର୍ଯ୍ୟବେକ୍ଷଣ ଏବଂ ଚିକିତ୍ସା ପ୍ରୟାସ ଜାରି ରଖିଛି। ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ…

ଇଲେକ୍ଟ୍ରୋନିକ୍ସ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ; ୨ ଅଗ୍ନିଶମ କର୍ମଚାରୀ ମୃତ, ୩ ଆହତ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ସୋମବାର ବିଳମ୍ବିତ ରାତିରେ ଇକୋଟେକ୍-୩ ଥାନା ଅଞ୍ଚଳରେ ଥିବା ILGIM କମ୍ପାନୀରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ଲିଭାଇବା ସମୟରେ କାନ୍ଥ ଏବଂ ବିମ୍ ଭୁଶୁଡ଼ି ପଡ଼ିବାରୁ ୫ ଜଣ ଅଗ୍ନିଶମ କର୍ମଚାରୀ ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲେ। ଏହି…

ବିଜେପିକୁ ମାତ୍ ଦେଇଥିବା ପ୍ରଶାନ୍ତ କିଶୋର କେତେ ସମ୍ପତିର ମାଲିକ…

ନୂଆଦିଲ୍ଲୀ: ବିହାରର ବାଙ୍କିପୁର ଆସନରେ ଉପନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି। ଯେଉଁଥିରେ ସେ ବିଜେପିର ନୀରଜ କୁମାରଙ୍କୁ ୧୮,୯୫୩ ଭୋଟରେ ପରାସ୍ତ କରିଛନ୍ତି। ପାଟନାର ବୋରିଂ ରୋଡରେ ଥିବା ଏଏନ କଲେଜରେ ସକାଳ ୮ଟାରୁ ଗଣନା ଆରମ୍ଭ ହୋଇଥିଲା ଏବଂ ଜନ ସୂରଜ ପାର୍ଟି ପ୍ରାର୍ଥୀ ପ୍ରଶାନ୍ତ କିଶୋର…

କମୁଛି ଜଳସ୍ତର; ହୀରାକୁଦରେ ୧୩ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର: ଉପର ମୁଣ୍ଡରେ ବର୍ଷା କମିଥିବାରୁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ହ୍ରାସ ପାଇଛି। ଯାହା ଏବେ ୬୧୮.୭୧ ଫୁଟ ରହିଛି। ସୂଚନା ଅନୁଯାୟୀ, ସମ୍ବଲପୁର ଜିଲ୍ଲାର ହୀରାକୁଦ ଜଳଭଣ୍ଡାରର ଜଳସ୍ତର ହ୍ରାସ ପାଉଛି। ଫଳରେ ଡ୍ୟାମର ୧୩ଟି ଗେଟ ଦେଇ ବନ୍ୟାଜଳ ଛଡାଯାଉଛି। ୯୦,୭୩୧ କ୍ୟୁସେକ୍ ଜଳ…

ଆଜି ବ୍ରହ୍ମପୁର ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଟ୍ରେନରେ ଯାତ୍ରା…

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଭାରତର ପ୍ରଥମ ରାଷ୍ଟ୍ରପତି ଭାବରେ ବ୍ରହ୍ମପୁର ରେଳ ଷ୍ଟେସନକୁ ଟ୍ରେନରେ ଯାତ୍ରା କରି ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି। ସେ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଆଜି ଏକ ସ୍ୱତନ୍ତ୍ର ଟ୍ରେନରେ ଭୁବନେଶ୍ୱରରୁ ବ୍ରହ୍ମପୁରକୁ ଯାତ୍ରା…

ଟ୍ରମ୍ପ, ପୁଟିନ ଓ ଏମାନେ… ବିଶ୍ୱର ୧୦ ସବୁଠୁ ବଡ ଧନୀ ଶାସକ

ନୂଆଦିଲ୍ଲୀ: ଅନେକ ବିଶ୍ୱ ନେତା କେବଳ ସେମାନଙ୍କର ରାଜନୈତିକ କ୍ୟାରିଅର ପାଇଁ ନୁହେଁ ବରଂ ସେମାନଙ୍କର ଅମାପ ସମ୍ପତ୍ତି ଏବଂ ବିଳାସପୂର୍ଣ୍ଣ ଜୀବନଶୈଳୀ ପାଇଁ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି। ଆସନ୍ତୁ ଜାଣିବା ସେହିପରି ବିଶ୍ୱର କିଛି ସବୁଠାରୁ ଧନୀ ଶାସକ ଏବଂ ନେତାମାନଙ୍କ ବିଷୟରେ... ଆଉ…

ହୃଦୟକୁ ସୁସ୍ଥ ରଖିବା ପାଇଁ ଏହି ଅଭ୍ୟାସଗୁଡ଼ିକୁ ଆପଣାନ୍ତୁ…

ଭୁବନେଶ୍ବର: ହୃଦୟ ଆମ ଶରୀରର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ସମଗ୍ର ଶରୀରରେ ରକ୍ତ ଓ ଅମ୍ଳଜାନ ସଞ୍ଚାଳନ କରିବା ପାଇଁ ଦାୟୀ,ଯାହା ଫଳରେ ଶରୀରର ସମସ୍ତ ଅଙ୍ଗ ସଠିକ୍ ଭାବରେ କାର୍ଯ୍ୟ କରିପାରେ। ଆଜିକାଲି ହୃଦୟ ସମ୍ବନ୍ଧୀୟ ସମସ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଅନେକ ଲୋକ କେବଳ କୌଣସି…

ଦିଲ୍ଲୀରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ଅନାବରଣ

ନୂଆଦିଲ୍ଲୀ: ଦିଲ୍ଲୀର ଲଜ୍‌‌ପତ ଭବନ ପରିସରରେ ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନାବରଣ କରିଛନ୍ତି। ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପ୍ରଥମ ଥର ପାଇଁ ଜଣେ ଓଡ଼ିଆ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ସ୍ଥାପିତ ହୋଇଛି। ସୋମବାର…

ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ସିଟି ଇକୋନୋମିକ୍ ରିଜିଅନ ପାଇଁ ପ୍ରକଳ୍ପ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

ଭୁବନେଶ୍ୱର: ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ସିଟି ଇକୋନୋମିକ୍ ରିଜିଅନ୍ (ବିକେପିପିଇଆର୍) ବିକାଶ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ପ୍ରକଳ୍ପ ପ୍ରସ୍ତାବ ରିପୋର୍ଟ (ପିପିଆର୍) କୁ ସୋମବାର ଅନୁଷ୍ଠିତ ରାଜ୍ୟସ୍ତରୀୟ ପ୍ରକଳ୍ପ ମନିଟରିଂ କମିଟି (ଏସ୍ଏଲପିଏମସି) ଅନୁମୋଦିତ କରିଛି । ବୈଠକ ମୁଖ୍ୟ…