ବଲକୁ ଦୁଇ ଥର ମାରି ଆଉଟ ହେଲେ ବ୍ୟାଟ୍ସମ୍ୟାନ
ନୂଆଦିଲ୍ଲୀ: ରଣଜୀ ଟ୍ରଫି ପ୍ଲେଟ ଗ୍ରୁପ ମ୍ୟାଚରେ ମଣିପୁରର ଜଣେ ବ୍ୟାଟ୍ସମ୍ୟାନ ଆଶ୍ଚର୍ଯ୍ୟଜନକ ଭାବେ ଆଉଟ ହୋଇଛି । ମେଘାଳୟ ଓ ମଣିପୁର ମ୍ୟାଚ ଅବସରରେ ଲାମବମ ଅଜୟ ସିଂ ବ୍ୟାଟିଂ କରୁଥିବା ବେଳେ ଆର୍ଯ୍ୟନ ବୋରାଙ୍କ ବଲକୁ ଡିଫେନ୍ସ କରିଥିଲେ । ବଲ ୱିକେଟ ଆଡକୁ ଗଡି ଯାଉଥିବା ବେଳେ ସେ…