Latest Odisha News

BREAKING NEWS

ଶ୍ରୀମନ୍ଦିର ପହିଲି ଭୋଗ ନୀତି ନିର୍ଘଣ୍ଟକୁ ଅନୁମୋଦନ; ସେପଟେ, ଶ୍ରୀଗୁଣ୍ଡିଚା ମନ୍ଦିରରେ ଗର୍ଭଗୃହ ଦର୍ଶନ…

ପୁରୀ: ଶ୍ରୀମନ୍ଦିର ପହିଲି ଭୋଗ ନୀତି ନିର୍ଘଣ୍ଟକୁ ମିଳିଲା ଅନୁମୋଦନ । ଉଭୟ ଛତିଶା ନିଯୋଗ ଓ ନୀତି ସବ୍ କମିଟି ପକ୍ଷରୁ ଅନୁମୋଦନ ମିଳିଛି । ୧୬ ଡିସେମ୍ବରରୁ ୧୩ ଜାନୁଆରୀ ପର୍ଯ୍ୟନ୍ତ ପହିଲି ଭୋଗ ନୀତି ପାଇଁ ରାତ୍ରୀ ୨ଟାରୁ ହେବ ଦ୍ଵାରଫିଟା । ଶୃଙ୍ଖଳିତ ଦର୍ଶନ ପାଇଁ ସେବାୟତମାନେ ଗଠନ…

ସ୍କୁଲରେ ବନ୍ଧୁକ, ୯ମ ଶ୍ରେଣୀ ଛାତ୍ରଙ୍କୁ ଜେରା

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାର କୁଦାନଗରୀ ଅଞ୍ଚଳର ଏକ ସରକାରୀ ହାଇସ୍କୁଲ ଭିତରେ ଜଣେ ନବମ ଶ୍ରେଣୀ ଛାତ୍ର ବନ୍ଧୁକ ସହିତ ଧରାପଡ଼ିଛି। ସୂଚନା ଅନୁଯାୟୀ, ଗଣିତ ଶ୍ରେଣୀ ସମୟରେ ଛାତ୍ରଟି ଅସ୍ୱାଭାବିକ ଭାବରେ ଅନ୍ୟମନସ୍କ ଥିବାର ଜଣାପଡ଼ିବା ପରେ ଘଟଣାଟି ସାମ୍ନାକୁ ଆସିଥିଲା।…

ଗମ୍ଭୀର-ପାଣ୍ଡ୍ୟାଙ୍କ ମଧ୍ୟରେ ହୋଇଥିଲା କି ବଚସା

ମୁଲ୍ଲାନପୁର: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯାଇଥିବା ଦ୍ୱିତୀୟ ଟି୨୦ରେ ଟିମ ଇଣ୍ଡିଆ ଶୋଚନୀୟ ଭାବେ ପରାଜିତ ହୋଇଛି । ମ୍ୟାଚ ପରେ ମୂଖ୍ୟ କୋଚ ଗୌତମ ଗମ୍ଭୀର ଓ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଧ୍ୟରେ ସାମାନ୍ୟ ବଚସା ହେଉଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି । ଏହି…

ଗତିରୁ ପ୍ରଗତି: ଭିତ୍ତିଭୂମି ଯୋଜନା ଓ ପ୍ରକଳ୍ପ କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିବା ନେଇ ତ୍ରିପାକ୍ଷିକ ଚୁକ୍ତି

ସୂଚନା ବିଜ୍ଞାନ ସଂସ୍ଥାନ ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ। ଓଡ଼ିଶା ସରକାଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ଜରିଆରେ ଓ ଗୁଜୁରାଟ ଗାନ୍ଧିନଗରସ୍ଥିତ ଭାସ୍କରାଚାର୍ଯ୍ୟ ଜାତୀୟ ଅନ୍ତରୀକ୍ଷ ପ୍ରୟୋଗ ଏବଂ ଭୂ-ସୂଚନା ବିଜ୍ଞାନ ସଂସ୍ଥାନ (ବିଆଇଏସ୍ଏଜି-ଏନ) ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷର…

ସତ୍ୟ ନଗର ଶ୍ମଶାନର ନବୀକରଣ; ୩.୩୨ କୋଟି ଖର୍ଚ୍ଚ

ଭୁବନେଶ୍ୱର: ଭୁବନେଶ୍ୱରର ସତ୍ୟ ନଗର ଶ୍ମଶାନ ଗୃହର ନବୀକରଣ କାର୍ଯ୍ୟ ପାଇଁ ୩.୩୨ କୋଟି ଟଙ୍କାରୁ ଅଧିକ ବ୍ୟୟ ହୋଇଛି। ଯେଉଁଥିରେ ଅତ୍ୟାଧୁନିକ ସୁବିଧା ଉପଲବ୍ଧ କରାଯାଇଛି। ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର, ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ…

ମାଟି ତଳୁ କଢ଼ାଯିବ ରାମୁ ହାତୀର ‘କଙ୍କାଳ’; ଜାଣନ୍ତୁ କାହିଁକି…

ଭୁବନେଶ୍ବର: ମାଟି ତଳୁ କଢ଼ାଯିବ ହାତୀ 'ରାମୁ'ର କଙ୍କାଳ। ଚନ୍ଦକା-ଡମପଡ଼ା ବନ୍ୟପ୍ରାଣୀ ଅଭୟାରଣ୍ୟର ଭରତପୁର ଜଙ୍ଗଲରେ ମାଟିତଳେ ପୋତା ହୋଇଥିବା ହାତୀର କଙ୍କାଳକୁ ଉଦ୍ଧାର କରାଯିବ। ପରେ ଏହାକୁ ଭୁବନେଶ୍ୱର ଉପକଣ୍ଠ ଗୋଡ଼ିବାରି ପ୍ରକୃତି ନିବାସକୁ ନିଆଯିବ। ହାତୀର କଙ୍କାଳର ବୈଜ୍ଞାନିକ…

ବେଆଇନ ଖଣି କ୍ଷତିପୂରଣ ଆଦାୟ ମାମଲା: ସ୍ବତନ୍ତ୍ର ଖଣ୍ଡପୀଠ ଗଠନ ପାଇଁ ଓଡ଼ିଶା ହାଇକୋର୍ଟଙ୍କୁ କହିଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର: ବେଆଇନ ଖଣି କ୍ଷତିପୂରଣ ଆଦାୟ ମାମଲାରେ କଠୋର ହେଲେ ସୁପ୍ରିମକୋର୍ଟ। ଓଡିଶାରେ ବେଆଇନ ଖଣି କ୍ଷତିପୂରଣ ରାଶି ଅସୁଲ କରିବାରେ ପ୍ରତିବନ୍ଧକ ସାଜିଥିବା ମାମଲାଗୁଡ଼ିକର ତ୍ବରିତ ଫଇସଲା କରିବା ପାଇଁ ଏକ ସ୍ବତନ୍ତ୍ର ଖଣ୍ଡପୀଠ ଗଠନ କରିବାକୁ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ…

ମଧୁମେହ ରୋଗୀଙ୍କୁ ଆଶ୍ୱସ୍ତି; ଟାଇପ୍ ୨ ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ: ଟାଇପ୍ ୨ ମଧୁମେହ ନିୟନ୍ତ୍ରଣ ପାଇଁ Ozempic ନାମକ ଏକ ଇଞ୍ଜେକ୍ସନ୍ ଭାରତରେ ଲଞ୍ଚ କରାଯାଇଛି। ଔଷଧ କମ୍ପାନୀ ନୋଭୋ ନରଡିସ୍କ ଭାରତରେ ଏହାର ଲୋକପ୍ରିୟ ମଧୁମେହ ଔଷଧ, ଓଜେମ୍ପିକ ଲଞ୍ଚ କରିଛି । ଏହି ଇଞ୍ଜେକ୍ସନ୍ ଏହାର ଓଜନ ହ୍ରାସ ପ୍ରଭାବ ପାଇଁ ବିଶ୍ୱବ୍ୟାପୀ ପ୍ରସିଦ୍ଧ।…

ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ

ବାଲେଶ୍ୱର: ବାଲେଶ୍ୱର ସଂସାଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ। RML ହସ୍ପିଟାଲରେ ଭର୍ତ୍ତି ହାଇଛନ୍ତି। ସଂସଦ ଅଧିବେଶନ ଚାଲିଥିବା ସମୟରେ ସେ ୩ଦିନ ପୂର୍ବରୁ ଥଣ୍ଡା ପାଇଁ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ଛାତିରେ କଫ ଜମିଥିବା ଜଣାପଡ଼ିଥିଲା। ପରେ ତାଙ୍କୁ ଦିଲ୍ଲୀସ୍ଥିତ ଆରଏମଏଲ…

ହାଡ଼ଭଙ୍ଗା ଜାଡ଼ରେ ଥରୁଛି ସାରା ଓଡ଼ିଶା

ଭୁବନେଶ୍ବର: ହାଡ଼ଭଙ୍ଗା ଜାଡ଼ରେ ଥରୁଛି ସାରା ଓଡ଼ିଶା।  ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା। ଆଗାମୀ ସପ୍ତାହ ପର୍ଯ୍ୟନ୍ତ ଶୀତ ଲହରୀରୁ ନାହିଁ ନିସ୍ତାର। କୋରାପୁଟ ଜିଲ୍ଲା ଦାମନଯୋଡ଼ିରେ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ ରେକର୍ଡ କରାଯାଇଛି। କନ୍ଧମାଳ ଜିଲ୍ଲା ଜି.…