Latest Odisha News

BREAKING NEWS

ଆସନ୍ତା ୮ ତାରିଖ ଯାଏ ପ୍ରବଳ ବର୍ଷା, ସବୁ ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଏସ୍‌ଆରସି

ଭୁବନେଶ୍ୱର: କିଛି ଦିନ ହେବ ରାଜ୍ୟରେ ବର୍ଷାର ପରିମାଣ କମିଯାଇଛି। ଲଗାଣ ବର୍ଷାରୁ ଆଶ୍ୱସ୍ତି ପାଇଛନ୍ତି ଚାଷୀ। ଦୁଇଦିନ ହେବ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ତେବେ ସୋମବାରଠାରୁ ବର୍ଷା ପରିମାଣ ବଢିବା ସହ ୮ ତାରିଖ ଯାଏ ରାଜ୍ୟରେ ଭାରି ବର୍ଷା ହୋଇପାରେ। ସୋମବାର ସୁନ୍ଦରଗଡ଼, ସମ୍ବଲପୁର,…

ଇରାନ ଉପରେ ଆକ୍ରମଣକୁ ସ୍ଥଗିତ ରଖିଲେ ଟ୍ରମ୍ପ, ମୁଁ ମାରିବାକୁ ଚାହୁଁନି

ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ସୋମବାର ଅପରାହ୍ନରେ ମଧ୍ୟସ୍ଥତା ମାଧ୍ୟମରେ ଇରାନ ସହିତ ଆଲୋଚନା ଆରମ୍ଭ ହେବ। ଟ୍ରମ୍ପ ଆହୁରି ମଧ୍ୟ କହିଛନ୍ତି ଯେ,…

ଆନ୍ଦୋଳନ ବେଳେ ଆତ୍ମଘାତୀ ବିସ୍ଫୋରଣ; ଚାଲିଗଲା ୧୪ ଜୀବନ

ଇସଲାମାବାଦ: ପାକିସ୍ତାନର ଉତ୍ତର-ପଶ୍ଚିମ ଖାଇବର ପଖତୁନଖ୍ୱା (କେପି) ପ୍ରଦେଶରେ ରବିବାର ଏକ ଆତ୍ମଘାତୀ ବୋମା ବିସ୍ଫୋରଣ ହୋଇଥିଲା। ଯେଉଁଥିରେ ପ୍ରାୟ ୧୯ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଆକ୍ରମଣ ଏକ ଆତଙ୍କବାଦ ବିରୋଧୀ ଶାନ୍ତି ରାଲିକୁ ଟାର୍ଗେଟ କରିଥିଲା ବୋଲି କୁହାଯାଉଛି। ଏହି ଘଟଣାରେ ୫୫…

ଆଜି ଶ୍ରାବଣ ସୋମବାର, ଲିଙ୍ଗରାଜ ମନ୍ଦିରରେ ନିତିକାନ୍ତି ବନ୍ଦ

ଭୁବନେଶ୍ୱର: ଆଜି ଶ୍ରାବଣ ସୋମବାର ହୋଇଥିବା ବେଳେ ଜଳାଭିଷେକ ପାଇଁ ବିଭିନ୍ନ ଶୈବପୀଠରେ କାଉଡ଼ିଆଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ଏହାରି ମଧ୍ୟରେ ଲିଙ୍ଗରାଜ ମନ୍ଦିରରେ ନିତିକାନ୍ତିରେ ବଡ଼ ବିଭ୍ରାଟ ଦେଖାଦେଇଛି। ପାରମ୍ପରିକ ଶ୍ରାବଣ ଟଙ୍କା ବଣ୍ଟନକୁ ନେଇ ବ୍ରାହ୍ମଣ ଏବଂ ବଡ଼ୁ…

ବନ୍ଦ ହେଲା ହୀରାକୁଦ ଡ୍ୟାମ୍‌ର ଆଉ ୨ଟି ଗେଟ୍

ସମ୍ବଲପୁର:  ହୀରାକୁଦ ଡ୍ୟାମ୍‌ର ଆଉ ୨ଟି ଗେଟ୍ ବନ୍ଦ କରାଯାଇଛି। ଏବେ ୧୭ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ସୂଚନା ଅନୁଯାୟୀ, ହୀରାକୁଦକୁ ଏବେ କମ୍ ଜଳ ପ୍ରବେଶ କରୁଥିବା ବେଳେ, ନିଷ୍କାସନ ହେଉଛି ଅଧିକ ଜଳ। ଏହାରି ମଧ୍ୟରେ ହୀରାକୁଦକୁ ପ୍ରବେଶ କରୁଛି ୧ ଲକ୍ଷ ୭ ହଜାର ୬୯୪…

ଭାରତୀୟ ପ୍ରତିନିଧିଙ୍କୁ CWG ପତାକା ହସ୍ତାନ୍ତର; ୨୦୩୦ରେ ଅହମ୍ମଦାବାଦରେ ହେବ…

ନୂଆଦିଲ୍ଲୀ: ଗ୍ଲାସଗୋରେ ଏକ ସ୍ମରଣୀୟ ଅଧ୍ୟାୟ ଶେଷ ହେବା ସହ ଏକ ନୂଆ ଯାତ୍ରା ଆରମ୍ଭ ହୋଇଥାଏ। ରାଜ୍ୟଗୋଷ୍ଠୀ କ୍ରୀଡା ଶେଷ ହୋଇଥିବା ବେଳେ ଭାରତ ଅହମ୍ମଦାବାଦ ପରିଦର୍ଶନ ପାଇଁ ବିଶ୍ୱକୁ ଏକ ମହାନ ନିମନ୍ତ୍ରଣ ପ୍ରଦାନ କରିଛି। ସମାପନୀ ସମାରୋହ ମଞ୍ଚ ଭାରତର ପ୍ରାଚୀନ ଦର୍ଶନ, ଆଧୁନିକ କଳା…

Ammunition Recovered in Manipur:ସୁରକ୍ଷା ବାହିନୀକୁ ବଡ଼ ସଫଳତା: ୯ ଉଗ୍ରବାଦୀ ଗିରଫ, ବିପୁଳ ପରିମାଣର…

ନୂଆଦିଲ୍ଲୀ:ମଣିପୁରରେ ଆଇନଶୃଙ୍ଖଳା ରକ୍ଷା କରିବା ଏବଂ ସାମାଜିକ ବିରୋଧୀ ତତ୍ତ୍ୱଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଚାଲିଥିବା ଅଭିଯାନରେ ସୁରକ୍ଷା ବାହିନୀ ଓ ମଣିପୁର ପୋଲିସ ଏକ ବଡ଼ ସଫଳତା ହାସଲ କରିଛନ୍ତି। ଦୁଇଟି ଭିନ୍ନ ଭିନ୍ନ ଜିଲ୍ଲାରେ କରାଯାଇଥିବା ତଲାସୀ ଅଭିଯାନ…

ବୁଡିଯାଉଥିବା ପୁଅକୁ ବଞ୍ଚାଇବାକୁ ଯାଇ ଭାସିଗଲେ ବାପା

ପାରାଦ୍ବୀପ: ଶ୍ରାବଣ ସୋମବାର ପାଇଁ ପାଣି ଭାର ନେଇ ଯିବା ନିମନ୍ତେ ମହାନଦୀକୁ ଯାଇଥିଲେ। ସେଠାରେ ହଠାତ୍‌ ନଦୀରେ ଗୋଡ଼ ଖସି ଭରାନଈକୁ ଭାସିଯାଉଥିବା ପୁଅକୁ ବଞ୍ଚାଇବାକୁ ଯାଇ ବାପା ନଦୀଗର୍ଭରେ ହଜି ଯାଇଛନ୍ତି। ମୃତକ ଜଣକ ହେଲେ ପାରାଦ୍ୱୀପ ଲକ୍ ଥାନା ନିମିଢିହି ଗ୍ରାମର ଇଶ୍ଵର ବାରିକ।…

Snake bite:ସାପ କାମୁଡ଼ାର ପ୍ରେମିକ ମୃତ;ଖବର ଶୁଣି ଜୀବନ ହାରିଲା ପ୍ରେମିକା

ମୟୂରଭଞ୍ଜ:ମୟୂରଭଞ୍ଜ ଉଦଳାରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପ୍ରେମିକର ମୃତ୍ୟୁ ଖବର ଶୁଣି ଜଣେ ଯୁବତୀ ଝୁଲିପଡ଼ିଥିବା ଜଣାଯାଇଛି । ଦୀର୍ଘ ଦିନ ଧରି ଉଭୟେ ପ୍ରେମ ସମ୍ପର୍କରେ ଥିଲେ । ଉଭୟଙ୍କ କିଛି ଦିନ ଭିତରେ ବାହାଘର ହୋଇଥାନ୍ତା । ସୂଚନାନୁଯାୟୀ, ଅନୁଗୁଳର ନାଲକୋରେ କାମ…

ବଜ୍ରାଘାତରେ ଚାଲିଗଲା ୨ଜୀବନ; ୨ ଗୁରୁତର ମେଡିକାଲରେ ଭର୍ତ୍ତି

ବଡ଼ଚଣା:ଯାଜପୁର ଜିଲ୍ଲା ବଡ଼ଚଣାରେ ପୃଥକ ବଜ୍ରାଘାତ ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଛି ଓ ୨ ଜଣ ଗୁରୁତର ଅଛନ୍ତି । ଚଣ୍ଡିତଳ ପାଞ୍ଚୟତ କୁମର ମଲ୍ଲିକଙ୍କ ପୁତ୍ର ଚନ୍ଦନ ମଲ୍ଲିକ (୨୮), ସମିଆ ପଂଚାୟତ ସମ୍ପର୍କୀୟଙ୍କ କ୍ଷେତରେ କାମ କରୁଥିବା ସମୟରେ ବଜ୍ରପାତ ହେବାରୁ ସଂଜ୍ଞା ହୀନ ହୋଇ…