ପ୍ରକାଶ ପାଇଲା UPSC CSE ଫାଇନାଲ୍ ରେଜଲ୍ଟ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର
ନୂଆଦିଲ୍ଲୀ: ୟୁନିଅନ୍ ପବ୍ଲିକ୍ ସର୍ଭିସେସ୍ କମିଶନ (UPSC) ଆଜି ସିଭିଲ୍ ସର୍ଭିସେସ୍ ପରୀକ୍ଷା (CSE) ଫାଇନାଲ୍ ରେଜଲ୍ଟ ୨୦୨୫ ଘୋଷଣା କରିଛି। ଏହି ବର୍ଷ, ଅନୁଜ ଅଗ୍ନିହୋତ୍ରୀ ପରୀକ୍ଷାରେ ଟପ୍ କରିଛନ୍ତି।
ତେବେ ପ୍ରାର୍ଥୀମାନେ କମିଶନର ଅଫିସିଆଲ୍ ୱେବସାଇଟ upsc.gov.in ଏବଂ…