ଜାହୀର ହେଲେ ଚେନ୍ନାଇର ନୂଆ କୋଚ
ଚେନ୍ନାଇ: ଇଣ୍ଡିଆନ୍ ପ୍ରିମିୟର୍ ଲିଗର ପାଞ୍ଚଥର ଚାମ୍ପିଅନ୍ ଚେନ୍ନାଇ ସୁପର୍ କିଙ୍ଗସ ନିଜର ନୂଆ ହେଡ୍ କୋଚ୍ଙ୍କ ନାମ ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ୟ୍ୟଚକିତ କରିଦେଇଛି । ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଦ୍ରୁତ ବୋଲର୍ ଜାହିର୍ ଖାନ୨୦୨୭ ସିଜନ୍ରୁ ଚେନ୍ନାଇର ହେଡ୍ କୋଚ୍ ଦାୟିତ୍ୱ…