ଜୋକୋଭିଚଙ୍କୁ ହରାଇ ଅଷ୍ଟ୍ରେଲିଆନ ଓପନ ଟେନିସ ଟାଇଟଲ ହାସଲ କଲେ ଆଲକାରଜ
ମେଲବୋର୍ଣ୍ଣ: ନୋଭାକ ଜୋକୋଭିଚଙ୍କୁ ହରାଇ କାର୍ଲସ ଆଲକାରଜ ଅଷ୍ଟ୍ରେଲିଆ ଓପନ ଟେନିସ ଟୁର୍ଣ୍ଣାମେଂଟର ପୁରୁଷ ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି । ସ୍ପେନର ଯୁବ ଖେଳାଳି ଆଲକାରଜ ୨-୬, ୬-୨, ୬-୩ ଓ ୭-୫ ସେଟରେ ସର୍ବିୟାର ଷ୍ଟାର ଖେଳାଳିଙ୍କୁ ହରାଇ ଦେଇଥିଲେ । ପୁରୁଷ ଖେଳାଳି ଭାବେ ସବୁଠାରୁ…