ରାଜ୍ୟର ସମସ୍ତ ସ୍କୁଲରେ ବାଧ୍ୟତାମୂଳକ ସୁରକ୍ଷା ଅଡିଟ୍
ଭୁବନେଶ୍ୱର: ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ପ୍ରାଥମିକତା ଦେଇଛି ଶିକ୍ଷା ବିଭାଗ। ଶିକ୍ଷାନୁଷ୍ଠାନରେ ସୁରକ୍ଷା ପାଇଁ ରାଜ୍ୟ ସରକାର କଡ଼ା ପଦକ୍ଷେପ ନେଇଛନ୍ତି। ଯେପରିକି ବାଧ୍ୟତାମୂଳକ ସୁରକ୍ଷା ଅଡିଟ୍, 'ଶକ୍ତିଶ୍ରୀ' ବ୍ୟବସ୍ଥା, ଏବଂ ଆଭ୍ୟନ୍ତରୀଣ ଅଭିଯୋଗ…