Latest Odisha News

BREAKING NEWS

Odisha Cold Wave: ରାଜ୍ୟରେ ଆହୁରି କମିବ ଥଣ୍ଡା, ୨ରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ଆଜିଠୁ କମିପାରେ ଶୀତ। ମଙ୍ଗଳବାର ଅନେକ ସ୍ଥାନରେ ରାତି ତାପମାତ୍ରା ୧ରୁ ୨ ଡିଗ୍ରୀ ବଢ଼ିଛି। ଆସନ୍ତା ୨ରୁ ୩ ଦିନ ଭିତରେ ପାରଦ ଆହୁରି ୨ରୁ ୩ ଡିଗ୍ରୀ ବଢ଼ିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଗୁରୁବାର ରାତିରୁ ରାଜ୍ୟର ଅଧିକାଂଶ ସ୍ଥାନରେ ଶୀତ କମିବା ସହ ସ୍ୱାଭାବିକ…

Al Falah University: ଦିଲ୍ଲୀ ବିସ୍ଫୋରଣ ପରେ ମନି ଲଣ୍ଡରିଂ ମାମଲାରେ ଅଲ ଫଲାହ ପ୍ରତିଷ୍ଠାତା ଜାଭେଦ ଗିରଫ

ନୂଆଦିଲ୍ଲୀ: ଆତଙ୍କର କେନ୍ଦ୍ର ପାଲଟିଥିବା ଅଲ୍‌ ଫଲାହ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠାତା ଜାଭେଦ ଅହମଦ ସିଦ୍ଦିକିଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ଆର୍ଥିକ ଠକେଇ ମାମଲାରେ ଗିରଫ କରିଛି ଇଡି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଙ୍ଗଳବାର ଦିନ ଅଲ୍‌ ଫଲାହ ଗ୍ରୁପର…

ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଫେସର କିଶୋର ବସା ଓ ଇଞ୍ଜିନିୟର ଅଶୋକ ବସା

ଭୁବନେଶ୍ୱର: ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଫେସର କିଶୋର ବସା ଓ ଇଞ୍ଜିନିୟର ଅଶୋକ ବସା। ଭାରତ ସରକାରଙ୍କ ନ୍ୟାସନାଲ୍ ମନ୍ୟୁମେଣ୍ଟସ୍ ଅଥରିଟିର ଅଧ୍ୟକ୍ଷ ପ୍ରଫେସର କିଶୋର ବସା ଏବଂ ତାଙ୍କ ଯମଜ ଭ୍ରାତା ୱର୍ଲ୍ଡ ଫେଡରେସନ୍ ଅଫ୍ ଇଞ୍ଜିନିୟରିଂ ଅର୍ଗାନାଇଜେସନସ୍‌ (ଡବ୍ଲ୍ୟୁ.ଏଫ.ଇ.ଓ) ର ଚେୟାର…

ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୫: ସଂସଦୀୟ କମିଟିର ‘ଓଡ଼ିଶା ମଣ୍ଡପ’ ପରିଦର୍ଶନ

ନୂଆଦିଲ୍ଲୀ: ନୂଆଦିଲ୍ଲୀଠାରେ ଚାଲିଥିବା ‘ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା’ର ପଞ୍ଚମ ଦିନରେ ସଂସଦୀୟ କମିଟିର ସଦସ୍ୟମାନେ ‘ଓଡ଼ିଶା ମଣ୍ଡପ’ ପରିଦର୍ଶନ କରିଥିଲେ। ଏଠାରେ ପ୍ରତିଫଳିତ ହେଉଥିବା ଓଡ଼ିଶାର ଅନନ୍ୟ କଳା, ସଂସ୍କୃତି, ସ୍ଥାପତ୍ୟ ଓ ଐତିହ୍ୟ ସହିତ ବିକାଶର ପ୍ରତିଛବିକୁ ସେମାନେ…

ବାବା ସିଦ୍ଦିକି ହତ୍ୟା ମାମଲା: ଆମେରିକାରୁ ଭାରତ ଆସିବ ଗ୍ୟାଙ୍ଗଷ୍ଟର ଅନମୋଲ ବିଷ୍ନୋଇ 

ନୂଆଦିଲ୍ଲୀ: ବାବା ସିଦ୍ଦିକି ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗ୍ୟାଙ୍ଗଷ୍ଟର ଅନମୋଲ ବିଷ୍ନୋଇଙ୍କୁ ଆମେରିକାରୁ ଭାରତ ଅଣାଯିବା ନେଇ ସୂଚନା ମିଳିଛି। ତେବେ ସେ ବୁଧବାର ସକାଳ ପ୍ରାୟ ୧୦ଟାରେ ଦିଲ୍ଲୀରେ ପହଞ୍ଚିବ। ଯେଉଁଥିପାଇଁ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅନେକ…

ରାଜ୍ୟରେ ଆଉ ୪ ନୂଆ ତହସିଲ୍ ପାଇଁ ସରକାରଙ୍କ ନିଷ୍ପତ୍ତି

ଭୁବନେଶ୍ୱର: ତୃଣମୂଳ ସ୍ତରରେ ଶାସନକୁ ସୁଦୃଢ଼ କରିବା ପାଇଁ ଓଡ଼ିଶା ସରକାର ଚାରୋଟି ନୂତନ ତହସିଲ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଦ୍ବାରା ରାଜ୍ୟରେ ମୋଟ ତହସିଲ ସଂଖ୍ୟା ୩୨୧କୁ ବୃଦ୍ଧି ପାଇବ। ତେବେ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ଏହି ନୂତନ ପ୍ରଶାସନିକ ୟୁନିଟ୍…

୬୯ତମ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ଟୁର୍ଣ୍ଣାମେଣ୍ଟ; ଏଏମ୍/ଏନ୍ଏସ୍ ଇଣ୍ଡିଆ ଖୋ ଖୋ ଏଚପିସି ଆଥଲେଟଙ୍କ ଚମତ୍କାର ପ୍ରଦର୍ଶନ

କେନ୍ଦୁଝର: କେନ୍ଦୁଝରସ୍ଥିତ ଡିଏନ୍ ହାଇସ୍କୁଲରେ ଆୟୋଜିତ ୬୯ତମ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ଖୋ ଖୋ ଟୁର୍ଣ୍ଣାମେଣ୍ଟ ୨୦୨୫-୨୬ରେ ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଖୋ ଖୋ ହାଇ ପରଫର୍ମାନ୍ସ ସେଣ୍ଟର (ଏଚପିସି)ର ଆଥଲେଟ୍ ମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ୬ରୁ ୮ ନଭେମ୍ବର ୨୦୨୫ ପର୍ଯ୍ୟନ୍ତ…

ବିଶ୍ୱ ରେକର୍ଡ ଅପେକ୍ଷାରେ ଟେମ୍ବା ବାଭୁମା

ଗୌହାଟୀ: ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମର ଅଧିନାୟକ ଟେମ୍ବା ବାଭୁମାଙ୍କ ନିକଟରେ ବିଶ୍ୱ ରେକର୍ଡ ସୃଷ୍ଟି କରିବା ସୁଯୋଗ ରହିଛି । ପ୍ରଥମ ଟେଷ୍ଟରେ ବାଭୁମାଙ୍କ ନେତୃତ୍ୱରେ ଦକ୍ଷିଣ ଆଫ୍ରିିକା ୩୦ ରନରେ ଭାରତକୁ ପରାସ୍ତ କରିଛି । ଅଧିନାୟକ ଭାବେ ବାଭୁମା ଏ ପର୍ଯ୍ୟନ୍ତ କୌଣସି ଟେଷ୍ଟ ହାରି…

ବଲାଙ୍ଗିରରେ ମାନବ ଚାଲାଣ ରାକେଟ; ୧୦ ଉଦ୍ଧାର, ୨ ଅଟକ

ବଲାଙ୍ଗିର: ମାନବ ଚାଲାଣ ବିରୋଧରେ ଏକ ବଡ଼ ସଫଳତା ହାସଲ କରିଛି ପୋଲିସ। ବଲାଙ୍ଗୀର ଜିଲ୍ଲାର ଖପ୍ରାଖୋଲ ଅଞ୍ଚଳରେ ଦୁଇ ଶିଶୁ ସମେତ ଦଶ ଜଣଙ୍କୁ ଉଦ୍ଧାର କରିଛି। ସେମାନଙ୍କୁ ବିଜୟୱାଡାରେ ଶ୍ରମିକ ଭାବରେ ନିୟୋଜିତ କରିବାକୁ ନିଆଯାଉଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଖପ୍ରାଖୋଲ ପୋଲିସ ଏହି…

Suposhit Odisha Mission: ସୁପୋଷିତ ଓଡ଼ିଶା ମିଶନ ଶୁଭାରମ୍ଭ, ପ୍ରତ୍ୟେକ ଶିଶୁର ପୁଷ୍ଟିସାଧନ ନିମନ୍ତେ ନିଆଯିବ…

ଭୁବନେଶ୍ୱର: ରାଜ୍ୟରେ ସମସ୍ତ ଶିଶୁଙ୍କର ପୁଷ୍ଟି ସାଧନ ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଶିଶୁମାନଙ୍କୁ ପୋଷଣଯୁକ୍ତ କରାଇବା ପାଇଁ ସୁପୋଷିତ ଓଡ଼ିଶା ମିଶନ ଲୋକାର୍ପିତ ହୋଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ଲୋକସେବା ଭବନସ୍ଥିତ ମହିଳା ଓ ଶିଶୁ ବିକାଶ ବିଭାଗର…