Latest Odisha News

BREAKING NEWS

ଭୋଟ ତାଲିକାରୁ ଗୋଟିଏ ବି ନାଁ ବାଦ ପଡିଲେ ହେବ ବିଦ୍ରୋହ: ଦିଦିଙ୍କ ଖୋଲା ଚ୍ୟାଲେଞ୍ଜ

କୋଲକାତା: SIR କୁ ନେଇ ପଶ୍ଚିମବଙ୍ଗରେ ଚାଲିଛି ବିରୋଧ। ଏହାକୁ ସମ୍ପୂର୍ଣ୍ଣ ବିରୋଧ କରୁଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ତାଙ୍କ ଦଳ। ନିର୍ବାଚନ କମିସନ (ଇସି)ଙ୍କ ତରଫରୁ ବର୍ତ୍ତମାନ ପଶ୍ଚିମବଙ୍ଗ ସମେତ ୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏସଆଇଆର (ସ୍ବତନ୍ତ୍ର ଭୋଟର ତାଲିକା…

Malkangiri Community Clash: ମାଲକାନଗିରି ହିଂସାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦିଆଗଲା ରିପୋର୍ଟ

ଭୁବନେଶ୍ୱର: ମାଲକାନଗିରି ଜିଲ୍ଲା ଏମ୍‌ଭି ୨୬ ଓ ରାଖେଲଗୁଡ଼ା ଗାଁ ବିବାଦକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଉପମୁଖ୍ୟମନ୍ତ୍ରୀ କେନକ ବର୍ଦ୍ଧନ ସିଂହଦେଓ ରିପୋର୍ଟ ଦେଇଛନ୍ତି । ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମାଲକାନଗିରିରେ ସ୍ଥିତି ସମୀକ୍ଷା…

ଜବରଦଖଲ ମୁକ୍ତ ହେବ ଓଡ଼ିଶା, ଅଣ୍ଟା ଭିଡ଼ିଛି ରାଜସ୍ୱ ବିଭାଗ

ଭୁବନେଶ୍ବର: ଜବରଦଖଲ ମୁକ୍ତ ହେବ ଓଡ଼ିଶା। ଓଡ଼ିଶାକୁ ଜବରଦଖଲ ମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ ଏଥିପାଇଁ ତତ୍ପରତା ପ୍ରକାଶ ପାଇଛି। ଯେଉଁ ପ୍ରଭାବଶାଳୀ ବା ପ୍ରତିପତ୍ତି ସମ୍ପନ୍ନ ବ୍ୟକ୍ତି ବେଆଇନ ଭାବେ ଜମି ମାଡ଼ି ବସିଛନ୍ତି, ସେମାନଙ୍କୁ ଆଉ ତ୍ରାହି…

କୌନ୍ ବନେଗା କରୋଡ଼ପତିରେ କଟକ ଝିଅ, ଅମିତାଭ ବଚ୍ଚନଙ୍କୁ ଶିଖାଇଲେ ଓଡ଼ିଶୀ ନୃତ୍ୟ

କଟକ: କଟକବାସୀଙ୍କ ପାଇଁ ଗୌରବର ଆଣିଛନ୍ତି ବିଦ୍ୟାଧରପୁର ନିବାସୀ ଶୀତଲ ସ୍ନିଗ୍ଧା ମହାରଣା। କୌନ୍ ବନେଗା କରୋଡ଼ପତି ୧୭ର ସଦ୍ୟତମ ଏପିସୋଡ୍ କଟକ ଝିଅ ଶୀତଲଙ୍କ ଆଗମନ ସହିତ ଆରମ୍ଭ ହୋଇଛି। ଶୀତଲ ବର୍ତ୍ତମାନ ତାଙ୍କ ପାଠପଢ଼ା ଜାରି ରଖିଛନ୍ତି। ହୋଷ୍ଟ ଅମିତାଭ ବଚ୍ଚନ ତାଙ୍କୁ ସ୍ୱାଗତ କରି…

ଅବସର ନିଷ୍ପତିରୁ ୟୁ ଟର୍ଣ୍ଣ ନେଲେ ଭିନେଶ ଫୋଗଟ

ନୂଆଦିଲ୍ଲୀ: ଭାରତର ଷ୍ଟାର ମହିଳା ରେସଲର ଭିନେଶ ଫୋଗଟ ତାଙ୍କ ଅବସର ନିଷ୍ପତିରୁ ୟୁଟର୍ଣ୍ଣ ନେଇଛନ୍ତି । ୩୧ ବର୍ଷୀୟା ଭିନେଶ ପ୍ୟାରିସ ଅଲିମ୍ପିକ୍ସ ପରେ ଅବସର ଘୋଷଣା କରିଥିଲେ । ଭଲ ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିବା ସତ୍ୱେ ଭିନେଶ ଅଧିକ ଓଜନ ଯୋଗୁ ଅଯୋଗ୍ୟ ଘୋଷିତ ହୋଇଥିଲେ । ତାଙ୍କ…

ଅଷ୍ଟ୍ରେଲିଆ ଖେଳାଳିଙ୍କ ବିଶ୍ୱରେକର୍ଡ ଭାଙ୍ଗିଲେ ବୈଭବ

ନୂଆଦିଲ୍ଲୀ: ଭାରତର ଉଦୀୟମାନ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ଚଳିତ ୧୯ ବର୍ଷରୁ କମ ଏସିଆ କପ କ୍ରିକେଟ ମ୍ୟାଚରେ ବିଶ୍ୱରେକର୍ଡ କରିଛନ୍ତି । ଦୁବାଇରେ ଖେଳାଯାଉଥିବା ୟୁଏଇ ବିପକ୍ଷ ମ୍ୟାଚରେ ସେ ଶତକ ହାସଲ କରିଥିଲେ । ଏହି ଇନିଂସରେ ସେ ୧୪ ଛକା ମାରିଥିଲେ । ପୂର୍ବରୁ ଗୋଟିଏ ଇନିଂସରେ…

କଙ୍ଗୋର ଦକ୍ଷିଣ କିଭୁରେ ରୱାଣ୍ଡା-ସମର୍ଥିତ ଏମ୍୨୩ ବିଦ୍ରୋହୀମାନଙ୍କ ବଡ଼ ଆକ୍ରମଣ, ୪୦୦ରୁ ଉର୍ଦ୍ଧ୍ବ ନାଗରିକ ମୃତ

ଗୋମା: କଙ୍ଗୋ ଏବଂ ରୱାଣ୍ଡା ମଧ୍ୟରେ ସଂଘର୍ଷ ତୀବ୍ର ହୋଇଛି । ଆଞ୍ଚଳିକ ଅଧିକାରୀମାନେ ଶୁକ୍ରବାର କହିଛନ୍ତି ଯେ, ରୱାଣ୍ଡା-ସମର୍ଥିତ M23 ବିଦ୍ରୋହୀ ଗୋଷ୍ଠୀଗୁଡ଼ିକ ପୂର୍ବ କଙ୍ଗୋର ଦକ୍ଷିଣ କିଭୁ ପ୍ରଦେଶରେ ସେମାନଙ୍କର ଆକ୍ରମଣକୁ ତୀବ୍ର କରିଛନ୍ତି, ଗତ କିଛି ଦିନ ମଧ୍ୟରେ ୪୦୦ ରୁ ଅଧିକ…

ସୂର୍ଯ୍ୟକୁମାର, ଗିଲଙ୍କ ସପକ୍ଷରେ ବାହାରିଲେ ସହକାରୀ କୋଚ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚରେ ଭାରତ ଶୋଚନୀୟ ଭାବେ ପରାଜିତ ହୋଇଛି । ଏଥିସହ ୫ ମ୍ୟାଚ ବିଶିଷ୍ଟ ସିରିଜ ଏବେ ୧-୧ ସମାନ ସ୍ଥିତିକୁ ଆସି ଯାଇଛି । ଶୁଭମନ ଗିଲ ଓ ସୂର୍ଯ୍ୟକୁମାର ଯାଦବଙ୍କ ଖରାପ ପ୍ରଦର୍ଶନ ଜାରୀ ରହିଛି । ସେମାନେ ଏହି ମ୍ୟାଚରେ ମଧ୍ୟ ବିଫଳ…

୩ ବର୍ଷରେ କମାଲ କରୁଛନ୍ତି ଚେସ ବିସ୍ମୟ ସର୍ବଜ୍ଞ, ଫିଡେ ନିକଟରେ ଅଭିଯୋଗ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ୩ ବର୍ଷୀୟ ବିସ୍ମୟ ବାଳକ ସର୍ବଜ୍ଞ କୁଶୱାହା ଚେସ ଦୁନିଆରେ ହଇଚଇ ସୃଷ୍ଟି କରିଛନ୍ତି । ସବୁଠାରୁ କମ ବୟସରେ ସେ ରେଟେଡ ଚେସ ଖେଳାଳି ପାଲଟି ଯାଇଛନ୍ତି । ମାତ୍ର ୩ ବର୍ଷ ୨୦ ଦିନରେ ସେ ଏହି ଉପଲବ୍ଧି ହାସଲ କରିଛନ୍ତି । କୋଲକତାର ଅନୀଷ ସରକାରଙ୍କୁ ସେ ଏଥିରେ ପଛରେ…

କଥା ହେଲେ ମୋଦି ଓ ଟ୍ରମ୍ପ, ବାଣିଜ୍ୟ ଚୁକ୍ତି ଉପରେ କଲେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା

ନୂଆଦିଲ୍ଲୀ: ଗୁରୁବାର ଦିନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଟେଲିଫୋନ ଯୋଗେ କଥାବାର୍ତ୍ତା କରିଛନ୍ତି। ଉଭୟ ନେତା ଭାରତ-ଆମେରିକା ବ୍ୟାପକ ବିଶ୍ୱ ରଣନୈତିକ ସହଭାଗୀତାର ଅଗ୍ରଗତି ସମୀକ୍ଷା କରିଛନ୍ତି ଏବଂ ସମସ୍ତ କ୍ଷେତ୍ରରେ…