ଦନ୍ତା ଆକ୍ରମଣରେ ଚାଲିଗଲା ୨ ଜୀବନ
କୋଇଡା:ସୁନ୍ଦରଗଡ଼ ଜିଲ୍ଲାରେ ହାତୀ ଆତଙ୍କ । ଦନ୍ତା ଆକ୍ରମଣରେ ୨ ମୃତ । କୋଇଡା ବନାଞ୍ଚଳରେ ଓ ବୀରମିତ୍ରପୁର ଅଞ୍ଚଳରେ ଏହି ଅଘଟଣ ଘଟିଛି ।
ସୂଚନାଥାଉକି, କୋଇଡା ବନାଞ୍ଚଳର ତେନ୍ତୁଳଡିହି ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ସମ୍ବାରୀ ମୁଣ୍ଡା (୬୦) ଓ ତାଙ୍କ ଝିଅ, ନାତୁଣୀ ନିଜ ଘରୁ…