India EU Trade Deal: ‘ମଦର୍ ଅଫ୍ ଅଲ୍ ଡ଼ିଲ’, ସରିଫ୍-ୟୁନୁସଙ୍କ ପାଇଁ କାଳ!
ନୂଆଦିଲ୍ଲୀ: ଭାରତର 'ମଦର ଅଫ ଅଲ୍ ଡିଲ୍'
ପାକିସ୍ତାନ, ବାଂଲାଦେଶକୁ ଘାରିଲାଣି ଚିନ୍ତା
ଭାରତ ଏବଂ ୟୁରୋପୀୟ ସଂଘ (EU) ମଧ୍ୟରେ ଆଗାମୀ ମୁକ୍ତ ବାଣିଜ୍ୟ ଚୁକ୍ତି (FTA) ବିଷୟରେ ସାରା ବିଶ୍ୱରେ ଆଲୋଚନା ହେଉଛି। ଏହି ଚୁକ୍ତି ଦକ୍ଷିଣ ଏସୀୟ ଅର୍ଥନୀତି ଉପରେ ଏକ ବଡ଼ ପ୍ରଭାବ ପକାଇପାରେ।…