Rahul Gandhi in Parliament: ଲୋକସଭାରେ ପେଲେଟ୍ ଗନ୍କୁ ନେଇ ଶାହଙ୍କୁ ଘେରିଲେ ରାହୁଲ, ‘କାଶ୍ମୀରରେ ଏହା କଂଗ୍ରେସ…
ନୂଆଦିଲ୍ଲୀ: ଲୋକସଭାରେ ଆଣ୍ଟି ପେପର ଲିକ୍ ବିଲ୍ ଉପରେ ଆଲୋଚନା ବେଳେ ପେଲେଟ୍ ଗନ୍ ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ତୀବ୍ର ବାକ୍ଯୁଦ୍ଧ ଦେଖିବାକୁ ମିଳିଛି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ୨୦ ଜୁଲାଇରେ ଛାତ୍ରଛାତ୍ରୀଙ୍କ ‘ଚଲୋ ସଂସଦ’ ଆନ୍ଦୋଳନ ସମୟରେ ପୋଲିସ…