ଲାଞ୍ଚ ନେଇ ସିବିଆଇ ହାତରେ ଧରାପଡିଲେ ଇପିଏଫଓ ଅଧିକାରୀ
ବ୍ରହ୍ମପୁର: ଲାଞ୍ଚ ନେଇ ସିବିଆଇ ହାତରେ ଧରାପଡିଲେ ବ୍ରହ୍ମପୁର ଇପିଏଫଓ କାର୍ଯ୍ୟାଳୟର ପିଆରଓ ଅନୀଲ ପତି। ଜଣେ ଯୁବକଙ୍କ ଠାରୁ ଗତକାଲି ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଲାଞ୍ଜିପଲ୍ଲୀ ନିକଟରେ ଧରିଲା ସିବିଆଇ ଟିମ।
ଗୋଟିଏ କମ୍ପାନୀ କର୍ତ୍ତୃପକ୍ଷଙ୍କ ଠାରୁ ଇପିଏଫଓ ଅଧିକାରୀ ଲାଞ୍ଚ…