Delhi Summit: କି ପ୍ଲାନ୍ କରୁଛନ୍ତି ପିଏମ୍ ମୋଦି?, ଦିଲ୍ଲୀକୁ ଛୁଟିଛି ଇସଲାମିକ ରାଷ୍ଟ୍ରନେତାଙ୍କ ସୁଅ
ନୂଆଦିଲ୍ଲୀ: କି ଯୋଜନା କରୁଛନ୍ତି ପିଏମ ମୋଦୀ?
ପ୍ରଥମେ ୟୁଇ ସାଙ୍ଗରେ ବଡ଼ ଡିଲ୍
ଏବେ ଆରବ ବୈଦେଶିକ ମନ୍ତ୍ରୀଙ୍କ ସହ ବଡ଼ ମିଟିଂ
ଦିଲ୍ଲୀରେ ଏକାଠି ସାରା ବିଶ୍ୱର ଇସଲାମିକ ଦେଶ
ବିଶ୍ୱର ଇସଲାମିକ ଦେଶଗୁଡ଼ିକର ନେତାମାନେ ଭାରତର ରାଜଧାନୀ ଦିଲ୍ଲୀରେ ଏକାଠି ହେବାକୁ ଯାଉଛନ୍ତି।…