Latest Odisha News

BREAKING NEWS

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଅଛନ୍ତି ୩ ପ୍ରଜାତିର ୨୭ ବାଘ

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଊଦ୍ୟାନରେ ଏବେ ୧୦ଟି ଖୁଆଡ଼ ଓ ସଫାରୀରେ ମୋଟ ୨୭ଟି ବାଘ ବାଘୁଣୀ ଅଛନ୍ତି । ସେଥିମଧ୍ୟରେ ୬ଟି ଧଳା ଓ ୪ଟି କଳା ଲୋମଯୁକ୍ତ(ମେଲାନିଷ୍ଟିକ୍‌) ସହିତ ୧୮ଟି ସାଧାରଣ ରଙ୍ଗର ବାଘ ବାଘୁଣୀ ରହିଛନ୍ତି । ନନ୍ଦନକାନନ ଏକମାତ୍ର ଚିଡ଼ିଆଖାନା ଯେଉଁଠି ବାଘ ସଫାରୀ ଅଛି ।…

ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ; କଟକର ଏସବୁ ଅଞ୍ଚଳ ‘ନୋ ଡ୍ରୋନ୍ ଜୋନ୍’ ଘୋଷିତ

କଟକ: ମହାମହିମ ରାଷ୍ଟ୍ରପତିଙ୍କ ଆସନ୍ତା ୩ ଅଗଷ୍ଟ ୨୦୨୬ ତାରିଖରେ ବାଙ୍କୀସ୍ଥିତ ଜଗଦ୍‌ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ଗସ୍ତ କରିବେ। ଏହି ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଦତ୍ତାତ୍ରୟ…

ପୂର୍ବତନ କ୍ରିକେଟର ଯୁବରାଜ ସିଂଙ୍କୁ ଦିଲ୍ଲୀ ହାଇକୋର୍ଟରୁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ : ୨୦୦୭ ଟି୨୦ ବିଶ୍ୱକପ୍ ଏବଂ ୨୦୧୧ ଏକଦିବସୀୟ ବିଶ୍ୱକପ୍ ବିଜେତା ଟିମ୍ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂଙ୍କୁ ଦିଲ୍ଲୀ ହାଇକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି । ନିଜର ପର୍ସନାଲିଟି ରାଇଟ୍ସ ବା ବ୍ୟକ୍ତିଗତ ଅଧିକାରର ସୁରକ୍ଷା ପାଇଁ ଯୁବରାଜ ହାଇକୋର୍ଟଙ୍କ ଦ୍ୱାରସ୍ଥ…

ଭାରତୀୟ ବାୟୁସେନାରେ ନିଯୁକ୍ତ ହେବେ ଅଗ୍ନିବୀର ବାୟୁ (ସଙ୍ଗୀତଜ୍ଞ)

ଭୁବନେଶ୍ବର: ଭାରତୀୟ ବାୟୁସେନାର ଅଗ୍ନିବୀରବାୟୁ (ସଙ୍ଗୀତଜ୍ଞ) ପଦବୀ ପାଇଁ ଇନ୍‌ଟେକ୍ ୦୧/୨୦୨୭ ନିମନ୍ତେ ଅବିବାହିତ ଭାରତୀୟ ପୁରୁଷ ଓ ମହିଳା ପ୍ରାର୍ଥୀଙ୍କଠାରୁ ଅନଲାଇନ୍ ଆବେଦନ ଆହ୍ୱାନ କରାଯାଇଛି। ଏହି ନିଯୁକ୍ତି ପାଇଁ ପ୍ରାର୍ଥୀ ଦଶମ ଶ୍ରେଣୀ କିମ୍ବା ସମକକ୍ଷ ପରୀକ୍ଷାରେ ଉତ୍ତୀର୍ଣ୍ଣ…

ଆଇପିଏଲ ୨୦୨୬: ପ୍ରଥମ ଥର ପାଇଁ ବିଜନେସ୍ ଭାଲ୍ୟୁ ୨ ଲକ୍ଷ କୋଟି ଟପିଲା

ବାଙ୍ଗାଲୋର: ଆମେରିକୀୟ ଇନଭେଷ୍ଟମେଣ୍ଟ ବ୍ୟାଙ୍କ ହୁଲିହାନ ଲୋକୀର ୨୦୨୬  ବ୍ରାଣ୍ଡ ଭାଲ୍ୟୁଏସନ୍ ଷ୍ଟଡି ଅନୁସାରେ, ଇଣ୍ଡିଆନ୍ ପ୍ରିମିୟର ଲିଗର ବିଜନେସ୍ ଭାଲ୍ୟୁ ପ୍ରଥମ ଥର ପାଇଁ  ପ୍ରାୟ ୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି ।  ଗତ ଦୁଇଟି ସିଜନ୍‌ର ଚାମ୍ପିଅନ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର…

ବନ୍ୟାରେ ଉଦ୍ଧାର କାର୍ଯ୍ୟ; ବିଦ୍ୟୁତଘାତରେ ଯୁବ ଅଗ୍ନିଶମ କର୍ମଚାରୀଙ୍କ ମୃତ୍ୟୁ

କେନ୍ଦୁଝର: କେନ୍ଦୁଝରରେ ବନ୍ୟା ଜଳ ନିଷ୍କାସନ କାର୍ଯ୍ୟ ଚାଲିଥିବା ବେଳେ ବୁଧବାର ଦିନ ଏକ ଦୁଃଖଦ ଘଟଣା ଘଟିଛି। ଡ୍ୟୁଟି ସମୟରେ ଦୁର୍ଘଟଣାବଶତଃ ଏକ ଜୀବନ୍ତ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଯୁବ ଅଗ୍ନିଶମ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ନାମ ଚନ୍ଦନ ପଟ୍ଟନାୟକ, ଯିଏକି ମାତ୍ର…

‘ବନ୍ୟା ସ୍ଥିତି ଉପରେ ନଜର ରଖିଛନ୍ତି ସରକାର, ପ୍ରତ୍ୟେକ ନାଗରିକଙ୍କ ଜୀବନ ଆମ ପାଇଁ ସବୁଠାରୁ…

ଭୁବନେଶ୍ୱର: ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହି ପ୍ରତିକୂଳ ପରିସ୍ଥିତିରେ ଆଦୌ ବିଚଳିତ ନହେବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅପିଲ୍ କରିଛନ୍ତି । ରାଜ୍ୟର ପ୍ରତ୍ୟେକ ନାଗରିକଙ୍କ ଜୀବନ ଓ ସୁରକ୍ଷା ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଲଗାଣ ବର୍ଷା ଓ…

ଲୋକସଭାରେ ଆଣ୍ଟି ପେପର୍ ଲିକ୍ ବିଲ୍ ପାରିତ, ବିରୋଧୀ…

ନୂଆଦିଲ୍ଲୀ: ଲୋକସଭାରେ ହଟ୍ଟଗୋଳ ମଧ୍ୟରେ ଆଣ୍ଟି ପେପର୍ ଲିକ୍ ବିରୋଧୀ ସଂଶୋଧନ ବିଲ୍ ଗୃହୀତ ହୋଇଛି। ଦୀର୍ଘ ଆଲୋଚନା ପରେ ବିଲ୍ କୁ ଧ୍ୱନି ଭୋଟରେ ଗୃହୀତ କରାଯାଇଥିଲା। ଆଲୋଚନା ସମୟରେ ବିଲ୍ ଉପରେ ଶାସକ ଦଳ ଏବଂ ବିରୋଧୀ ଦଳ ମଧ୍ୟରେ ପ୍ରବଳ ହଟ୍ଟଗୋଳ ହୋଇଥିଲା। ଆଣ୍ଟି ପେପର୍ ଲିକ୍ ବିରୋଧୀ…

କୂଳ ଲଂଘୁଛି ସୁନା ନାଳ,୫୦ ପରିବାର ଜଳ ବନ୍ଦୀ;ରଶିରେ ରିଲିଫ ବଣ୍ଟା

କୋଇଡ଼ା: ଲଗାଣ ବର୍ଷାରେ ବେହାଲ ହେଲାଣି ସୁନ୍ଦରଗଡ଼ ଜିଲ୍ଲା । କୋଇଡ଼ା ବ୍ଲକର ସୁନା ନାଳ କୂଳ ଲଂଘିଛି । ଫଳରେ ତିନି ଦିନ ହେଲା ପାଣି ଘେରରେ ରହିଛନ୍ତି ଗୋପୀ ସାହିର ପଚାଶ ପରିବାର। ନାଳରେ କୌଣସି ବ୍ରିଜ୍ ନଥିବା କାରଣରୁ ହଇରାଣ ହେଉଛନ୍ତି ସମସ୍ତେ । ଘରୁ ବାହାରିବା ଏକପ୍ରକାର କଷ୍ଟକର ହୋଇ…

ବନ୍ୟା ପ୍ରଭାବିତ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ…

ଭୁବନେଶ୍ୱର: ରାଜ୍ୟର ପ୍ରଭାବିତ ଜିଲ୍ଲା ଗୁଡିକରେ ବନ୍ୟା ପରିସ୍ଥିତିକୁ ନେଇ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ୬ ଜିଲ୍ଲା, ୪୪ ବ୍ଲକ, ୨ ଲକ୍ଷରୁ ଅଧିକ ଜୀବନ ବନ୍ୟା ଲାଗି ପ୍ରଭାବିତ…