Latest Odisha News

BREAKING NEWS

ରାଜା ରଘୁବଂଶୀ ହତ୍ୟା ମାମଲାରେ ରାଗିଗଲେ କଙ୍ଗନା, କହିଲେ ‘ମୂର୍ଖତା ପ୍ରତି ସାବଧାନ ରୁହନ୍ତୁ’

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ମଧ୍ୟପ୍ରଦେଶ ଇନ୍ଦୋରର ରାଜା ରଘୁବଂଶୀ ହତ୍ୟା ମାମଲା ଉପରେ ବଲିଉଡ୍ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରାଣାୱତ ତାଙ୍କର ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି । ସେ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏହି ଘଟଣାକୁ "କ୍ରୁର, ଭୟଙ୍କର ଏବଂ ସବୁଠୁ ଘୃଣ୍ୟ" ବୋଲି…

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଧର୍ମଗଡ଼ ଉପଜିଲ୍ଲାପାଳ ଆଇଏଏସ ଧୀମାନ ଚକମା ସସପେଣ୍ଡ୍

ଭୁବନେଶ୍ବର:କଳାହାଣ୍ଡି ଜିଲାର ଧର୍ମଗଡ଼ ଉପଜିଲ୍ଲାପାଳ IAS ଧୀମାନ ଚକମା ସସପେଣ୍ଡ୍। ଭିଜିଲାନ୍ସ ଦ୍ବାରା ଗିରଫ ପରେ ତାଙ୍କୁ ନିଲମ୍ବନ କରାଯାଇଛି। ଧୀମାନଙ୍କୁ ନିଲମ୍ବନ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସୋମବାର ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିବାପରେ,…

ବାହାଘର ଭୋଜିଖାଇ ୩୦ ଅସୁସ୍ଥ, ଜଣେ ମୃତ

କେନ୍ଦୁଝର: ଆନନ୍ଦପୁର ଉପାନ୍ତ ତରାଇଲୋ ଗାଁରେ ଅଘଟଣ । ଖୁସିର ମୁହୁର୍ତ୍ତ ବଦଳିଲା ଦୁଃଖରେ । ବାହାଘର ଭୋଜିଖାଇ ୩୦ରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବାବେଳେ, ସେଥି ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ସୁଦର୍ଶନ ପାତ୍ର । ସୁଦର୍ଶନଙ୍କ ମୃତ୍ୟୁ…

ଏହି ନିର୍ଦ୍ଦେଶକଙ୍କ ଯୋଗୁଁ ଅଟକିଗଲା ପ୍ରଭାସଙ୍କ ବିବାହ….

ହାଇଦ୍ରାବାଦ: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀର ସର୍ବୋତ୍ତମ ଅଭିନେତା ପ୍ରଭାସ ୪୫ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ହେଲେ ସେ ଏପର୍ଯ୍ୟନ୍ତ ବିବାହ କରିନାହାଁନ୍ତି । ଅନେକ ପ୍ରସିଦ୍ଧ ଅଭିନେତାଙ୍କ ପରି, ପ୍ରଭାସ ମଧ୍ୟ ଏକାକୀ ଜୀବନଯାପନ କରୁଛନ୍ତି । ଯଦିଓ ତାଙ୍କର ବିବାହ ବର୍ଷ ବର୍ଷ ପୂର୍ବରୁ…

ପ୍ରଥମ ଥର ମନରେଗାରେ ଖର୍ଚ୍ଚ ସୀମା ସ୍ଥିର କଲେ କେନ୍ଦ୍ର ସରକାର, ବର୍ଷର ପ୍ରଥମ ଛଅ ମାସରେ ଖର୍ଚ୍ଚ ହେବ..

ନୂଆଦିଲ୍ଲୀ:କେନ୍ଦ୍ର ସରକାର ପ୍ରଥମ ଥର ପାଇଁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଯୋଜନା (MGNREGS) ପାଇଁ ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ଛଅ ମାସ ମଧ୍ୟରେ ବଜେଟର ୬୦% ଖର୍ଚ୍ଚ ସୀମା ନିର୍ଦ୍ଧାରଣ କରିଛନ୍ତି। ଏହି ନିଷ୍ପତ୍ତି ଦେଶର ଗ୍ରାମୀଣ ଅଞ୍ଚଳରେ ରୋଜଗାର…

ଭୁବନେଶ୍ୱର ଡିସିପିଙ୍କ ନୂଆ ବିଲ୍ଡିଂ ଉଦ୍‍ଘାଟିତ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଅର୍ବାନ ପୋଲିସ ଆରକ୍ଷୀ ଉପଆୟୁକ୍ତ (ଡିସିପି)ଙ୍କ ନବନିର୍ମିତ କାର୍ଯ୍ୟାଳୟର ଉଦ୍‍ଘାଟନ କରିଛନ୍ତି । ୨୨୭୨ ବର୍ଗମିଟର ଅଞ୍ଚଳରେ ଚାରିମହଲା ବିଶିଷ୍ଟ ଏହି ନୂତନ କାର୍ଯ୍ୟାଳୟ ସୌଧଟି ନିର୍ମାଣ ହୋଇଛି । ଏଥିପାଇଁ ୭ କୋଟି ୮୦…

ସୋନପୁର-ପୁରୁଣାକଟକ ରେଳ ସେକ୍ସନ ଯାଞ୍ଚ କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

ଭୁବନେଶ୍ୱର: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଆଜି ଓଡିଶାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରେଳ ଭିତ୍ତିଭୂମି ପ୍ରକଳ୍ପ ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ନୂଆ ଲାଇନର ନିର୍ମାଣାଧୀନ ସୋନପୁର-ପୁରୁଣାକଟକ ରେଳ ସେକ୍ସନ ନିରୀକ୍ଷଣ କରିଛନ୍ତି । ପୂର୍ବତଟ ରେଳପଥ ମୁଖ୍ୟାଳୟର ବରିଷ୍ଠ…

ୟର୍କଶାୟାର ପକ୍ଷରୁ ଖେଳିବେ ସିଏସକେର ଅଧିନାୟକ

ଲୀଡ୍ସ: ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସର ନେତୃତ୍ୱ ନେଇଥିବା ରୁତୁରାଜ ଗାଏକ୍ୱାଡ ଏବେ ୟର୍କଶାୟର ପକ୍ଷରୁ ଖେଳିବେ । ଇଂଲଣ୍ଡର କାଂଉଟି ଚାମ୍ପିୟନଶିପର ଡିଭିଜନ ୱାନର ୫ଟି ମ୍ୟାଚ ଏବଂ ପରେ ୱାନଡେ କପ ପାଇଁ ସେ ୟର୍କଶାୟର ପକ୍ଷରୁ ଖେଳିବେ । କାଂଉଟି କ୍ଲବ ପକ୍ଷରୁ ଏ ନେଇ ବିଧିବଦ୍ଧ ଭାବେ…

ଆରସିବି ବିକ୍ରି ଖବରକୁ ଖଣ୍ଡନ କଲା ୟୁଏସଏଲ

ବେଙ୍ଗାଲୁର: ଆଇପିଏଲ ୨୦୨୫ ସଂସ୍କରଣର ବିଜେତା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ବିକ୍ରି ହେବା ଖବର ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାର କାରଣ ସାଜିଥିଲା । ତେବେ ଏହି ଖବରର ସତ୍ୟତା ନାହିଁ ବୋଲି ଏହାର ମାଲିକ ୟୁନାଇଟେଡ ସ୍ପିରିଟ ଲିମିଟେଡ ପକ୍ଷରୁ କୁହାଯାଇଛି । ଆରସିବିିର ଅଂଶଧନ କିମ୍ବା…

ପ୍ରକାଶ ପାଇଲା OJEE ୨୦୨୫ ରେଜଲ୍ଟ ;୮୬.୮୪ ପ୍ରତିଶତ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ

ଭୁବନେଶ୍ବର:ପ୍ରକାଶ ପାଇଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (OJEE) ଓଜେଇଇ ୨୦୨୫ ରେଜଲ୍ଟ । ଚଳିତ ବର୍ଷ ୮୬.୮୪ ପ୍ରତିଶତ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଅନୁରାଗ ମିଶ୍ର ଏମବିଏ ଟପ୍ପର , ବି.ଫାର୍ମରେ ଯତିନ ମେହେର, ଏମସିଏରେ ଏସ ସିଶେନ୍ଦ୍ରୀ ଟପ୍ପର , ହିତେଶ କୁମାର ଧଳ…