ଫାରୁକ ଅବଦ୍ଦୁଲାଙ୍କ ବିବାଦୀୟ ବୟାନ:’ଅପରେସନ ସିନ୍ଦୂରରେ କିଛି ଲାଭ ହେଲାନି…ଡାକ୍ତରମାନଙ୍କୁ ପଚାରନ୍ତୁ…
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ନ୍ୟାସନାଲ କନଫରେନ୍ସ (ଏନସି)ର ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲା (Farooq Abdullah)ପୁଣି ଥରେ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ ଅପରେସନ ସିନ୍ଦୂର (Operation Sindoor)ସମ୍ପର୍କରେ ସେ କହିଥିଲେ ଯେ ଏହି ଅପରେସନରୁ କିଛି ହାସଲ…