ମୃଦୁ କମ୍ପାନୀଙ୍କୁ ଏଫଏସଏସଏଆଇର ନିର୍ଦ୍ଦେଶ: ରହିବନି ଏନର୍ଜି ଡ୍ରିଙ୍କ ଶବ୍ଦ
ନୂଆଦିଲ୍ଲୀ: ପେପ୍ସୀ, କୋକାକୋଲା, କ୍ୟାମ୍ପା ପରି କମ୍ପାନୀ ପକ୍ଷରୁ ଅନେକ ପ୍ରକାରର ଏନର୍ଜି ଡ୍ରିଙ୍କସ ମାର୍କେଟରେ ଭଲ ବିକ୍ରି ହୁଏ । ଯୁବପିଢ଼ୀଙ୍କୁ ଏହା ବେଶ ପସନ୍ଦ । ତେବେ ଭାରତର ସରକାର ଏହି ଏନର୍ଜି ଡ୍ରିଙ୍କଙ୍କୁ ନେଇ ଏକ ବଡ ଘୋଷଣା କରିଛି । ଏଫଏସଏଏଆଇ ପକ୍ଷରୁ କୁହାଯାଇଛି…