Latest Odisha News

BREAKING NEWS

ଓଡ଼ିଶା ହାଇକୋର୍ଟଙ୍କ ଅଭିନବ ରାୟ; ୨ ମାସ ବ୍ୟାଙ୍କ ପରିସର ସଫା କରିବେ ଅଭିଯୁକ୍ତ

କଟକ: ବ୍ୟାଙ୍କ ଠକେଇ ମାମଲାରେ ଓଡ଼ିଶା ହାଇକୋର୍ଟ ଏକ ଅଭିନବ ରାୟ ପ୍ରକାଶ କରିଛନ୍ତି । ଅଭିଯୁକ୍ତକୁ ଜାମିନ ମଞ୍ଜୁର କରିବା ସହିତ ନିଆରା ସର୍ତ୍ତ ରଖିଛନ୍ତି ହାଇକୋର୍ଟ । ଅଭିଯୁକ୍ତ ମହିଳା ମନୋଜ୍ଞାନ ପଟ୍ଟନାୟକଙ୍କୁ ସମ୍ପୃକ୍ତ ବ୍ୟାଙ୍କରେ ପ୍ରତିଦିନ ସଫେଇ କାମ କରିବାକୁ ନିର୍ଦ୍ଦେଶ…

ବଜାରର ଭେଜାଲ ଲିଚୁ ଏପରି ଚିହ୍ନନ୍ତୁ …

ଭୁବନେଶ୍ବର: ଏବେ ବଜାରରେ ଲିଚୁ ବହୁତ ମିଳୁଛି । ଗ୍ରୀଷ୍ମ ଋତୁର ଫଳ ହୋଇଥିବାରୁ ଏହି ସମୟରେ ବଜାରରେ ମିଳେ ଓ ଲୋକେ ମିଠା ଲିଚୁକୁ ମନଖୁସିରେ ଖାଇଥାଆନ୍ତି । କିନ୍ତୁ ଜାଣିଛନ୍ତି କିଛି ବିକ୍ରେତା ଲିଚୁର ସୌନ୍ଦର୍ଯ୍ୟ ଏବଂ ସେଲଫ ଲାଇଫ୍ ବୃଦ୍ଧି କରିବା ପାଇଁ କୃତ୍ରିମ ଭାବରେ ରଙ୍ଗ କିମ୍ବା…

କୋଟିଆ ପାଇଁ ୧୬ ଜଣିଆ କମିଟି ଗଠନ କଲେ ରାଜ୍ୟ ସରକାର

ଭୁବନେଶ୍ବର: କୋଟିଆ ପାଇଁ କମିଟି ଗଠନ କଲେ ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ରାଜସ୍ବ ମନ୍ତ୍ରୀ ସୁରେଶ ପୁଜାରୀଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଛି କମିଟି। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ୧୬ ଜଣିଆ କମିଟି ଗଠନ ହୋଇଛି । ଏହି କମିଟିରେ…

ଆତଙ୍କବାଦର କୌଣସି ଧର୍ମ ନାହିଁ; ଏହା ସାରା ବିଶ୍ଵ ପାଇଁ ବିପଦ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ବିଶ୍ୱ ସମ୍ମୁଖରେ ପାକିସ୍ତାନର ପର୍ଦ୍ଦାଫାସ କରିବାକୁ ନିଷ୍ପତ୍ତି ନେଇଛି ଭାରତ। ଏଥିପାଇଁ ଭାରତ ସରକାରଙ୍କ ପକ୍ଷରୁ ୭ଟି ପ୍ରତିନିଧିମଣ୍ଡଳ ଗଠନ କରାଯାଇଛି। ଏଥିରେ ସମସ୍ତ ଦଳର ୫୧ ଜଣ ନେତା ଏବଂ ୮୫ ଜଣ ରାଷ୍ଟ୍ରଦୂତ ମୋଟ୍ ୩୨ଟି ଭିନ୍ନ ଭିନ୍ନ…

ଟୋକିଓ ଗସ୍ତରେ ଅପରାଜିତା ଷଡଙ୍ଗୀ, ବିଦେଶରେ ପାକିସ୍ତାନର ମୁଖା ଖୋଲିଲେ ପ୍ରତିନିଧି…

ନୂଆଦିଲ୍ଲୀ: 'ଅପରେସନ ସିନ୍ଦୁର’ର ସର୍ବଦଳୀୟ ସାଂସଦ ଟିମ୍ ଗୁରୁବାର ଟୋକିଓରେ ପହଞ୍ଚି ଏଡୋଗାୱାଠାରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଏହି ଅଭିଯାନକୁ ଆରମ୍ଭ କରିଛନ୍ତି। ପରେ ଜାପାନର ବୈଦେଶିକ ମନ୍ତ୍ରୀ ତାକେଶୀ ଇଞ୍ଛାୟାଙ୍କୁ ଏହି ପ୍ରତିନିଧି ଦଳ…

୬୦୦ରୁ ଅଧିକ ପାକିସ୍ତାନୀଙ୍କ ସହ ଯୋଗାଯୋଗରେ ଥିବା ଗୁପ୍ତଚର ଗିରଫ

ନୂଆଦିଲ୍ଲୀ:ଦେଶର ବିଭିନ୍ନ ସ୍ଥାନରୁ ପାକିସ୍ତାନୀ ଗୁପ୍ତଚରମାନଙ୍କୁ ଧରାଯାଉଛି। ଏଥି ମଧ୍ୟରେ ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ୟୁପି ଏଟିଏସ୍ ବାରାଣସୀରୁ ତୁଫୈଲ ନାମକ ଜଣେ ଯୁବକଙ୍କୁ ଗିରଫ କରିଛି।ତୁଫୈଲ ୬୦୦ରୁ ଅଧିକ ପାକିସ୍ତାନୀ ନମ୍ବର ସହିତ ଯୋଗାଯୋଗରେ ଥିଲା। ତୁଫୈଲ ପାକିସ୍ତାନୀ…

୨୦୩୫ ସୁଦ୍ଧା ମଡ୍ୟୁଲାର ଅନ୍ତରୀକ୍ଷ କେନ୍ଦ୍ର ସ୍ଥାପନ ପାଇଁ ଭାରତର ଯୋଜନା: ଇସ୍ରୋ ଅଧ୍ୟକ୍ଷ

ଭୁବନେଶ୍ୱର: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ମହାକାଶରେ ୨୦୩୫ ସୁଦ୍ଧା ଏକ ମଡ୍ୟୁଲାର ମହାକାଶ କେନ୍ଦ୍ର ସ୍ଥାପନ କରିବାର ଯୋଜନା ରଖିଥିବା ନେଇ ଇସ୍ରୋର ଅଧ୍ୟକ୍ଷ ତଥା ମହାକାଶ ବିଭାଗର ସଚିବ ଡକ୍ଟର ଭି. ନାରାୟଣନ୍ କହିଛନ୍ତି। ବିଏଏସ୍‌ର ସ୍ଥାପନା ମହାକାଶ ଗବେଷଣା ଏବଂ…

ଡିଜିଟାଲ୍ ଗିରଫ କରିବାକୁ ଧମକ ଦେଇ ୭୩.୬୨ ଲକ୍ଷ ଠକେଇ ;ଅଭିଯୁକ୍ତ ଗିରଫ

ଭୁବନେଶ୍ବର:ଡିଜିଟାଲ୍‌ ଗିରଫ ଭୟ ଦେଖାଇ ସାଇବର ଲୁଟ୍‌ । ଗିରଫ କଲା ଓଡ଼ିଶା କ୍ରାଇମବ୍ରାଞ୍ଚ ସାଇବର ୟୁନିଟ୍‌ । ପାରାଦୀପରୁ ଜଣଙ୍କ ଠାରୁ ୭୩.୬୨ ଲକ୍ଷ ଠକେଇ ଅଭିଯୋଗରେ ଗିରଫ । ଡିଜିଟାଲ୍ ଗିରଫ କରିବାକୁ ଧମକ ଦେଇ ଜଣେ ବ୍ୟକ୍ତିଙ୍କ ଠାରୁ ୭୩.୬୨ ଲକ୍ଷ ଠକେଇ କରିବା ଅଭିଯୋଗରେ କ୍ରାଇମ୍…

ଲକ୍ଷ୍ନୌ ରିଲିଜ କରିବା ଖବର ନେଇ ରାଗିଗଲେ ପନ୍ତ

ଲକ୍ଷ୍ନୌ: ଏଥର ଆଇପିଏଲ ମେଗା ନିଲାମରେ ରିଷଭ ପନ୍ତ ସବୁଠାରୁ ଦାମୀ ଖେଳାଳି ହୋଇଥିଲେ । ଲକ୍ଷ୍ନୌ ସୁପର ଜ୍ୟାଂଟସ ତାଙ୍କୁ ୨୭ କୋଟିରେ କ୍ରୟ କରିଥିଲା । ତେବେ ୨୦୨୫ ଆଇପିଏଲରେ ପନ୍ତଙ୍କ ପ୍ରଦର୍ଶନ ସମସ୍ତଙ୍କୁ ନିରାଶ କରିଛି । ପନ୍ତ କେବଳ ଗୋଟିଏ ଅର୍ଦ୍ଧଶତକ ମାରିବାରେ ସଫଳ ହୋଇଛନ୍ତି । ଏହା…

ବ୍ୟବସାୟୀଙ୍କ ଅନନ୍ୟ ପଦକ୍ଷେପ; ଚୀନ୍-ବାଂଲାଦେଶର ପୋଷାକ ବିକିଲେ ଲାଗିବ ୧.୧୧ ଲକ୍ଷର ଫାଇନ

ମଧ୍ୟପ୍ରଦେଶ:ପାକିସ୍ତାନକୁ ସମର୍ଥନ କରୁଥିବା ଦେଶଗୁଡ଼ିକ ଉପରେ ଟ୍ରେଡ ବ୍ୟାନ ଷ୍ଟ୍ରାଇକ ଆରମ୍ଭ କରି ଦେଇଛନ୍ତି ଭାରତବାସୀ । ଏହି କ୍ରମରେ ଚୀନ ଓ ବାଂଲାଦେଶ ନିର୍ମିତ କୌଣସି ପୋଷାକ ମାର୍କେଟ୍‌ରେ ବିକ୍ରି କଲେ ବିକ୍ରେତାଙ୍କ ଉପରେ ପଡ଼ିବ ୧.୧୧ ଲକ୍ଷ ଟଙ୍କାର ଫାଇନ୍ ଲାଗିବ ବୋଲି ଇନ୍ଦୋରର…