୨୩ ବର୍ଷରେ ୨୫ ସ୍ବାମୀ….ଧରା ପଡିଲା ଲୁଟେରୀ କନିଆ
ଲକ୍ଷ୍ନୌ: ବୟସ ମାତ୍ର ୨୩ । ହେଲେ ଏପର୍ଯ୍ୟନ୍ତ ୨୫ ଜଣଙ୍କ ସହ ବିବାହ ବନ୍ଧନରେ ବୟନ୍ଧି ହୋଇସାରିଲେଣି । ପ୍ରଥମେ ପ୍ରଲୋଭନ ଦେଖାଇ ବିବାହ କରିବା ଆଉ ପରେ ଟଙ୍କା, ସୁନା ନେଇ ପଳେଇବା…ଲୁଟେରୀ କନିଆର କିଛି ଏପରି ଚାଞ୍ଚଲ୍ୟ ଘଟଣା ଏମେ ସମସ୍ତଙ୍କୁ ଚକିତ କରିଛି ।
ବଲିଉଡ୍ ଚଳଚ୍ଚିତ୍ର…