Latest Odisha News

ହିମାଚଳ ପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ୭ ପୋଲିସକର୍ମୀ ମୃତ

ହିମାଚଳପ୍ରଦେଶ: ହିମାଚଳ ପ୍ରଦେଶର ଚାମ୍ବା ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ୭ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ହୋଇଛନ୍ତି । ପୋଲିସକର୍ମୀଙ୍କ ଗାଡି ତିସା ବୈରାଗଡ ମାର୍ଗରେ ଥିବା ତରବାଇ ପୋଲ ନିକଟ ଦେଇ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି…

ନାଇଜର ପରିସରରେ ହେବ କ୍ୟାନ୍ସର ହସ୍ପିଟାଲ: କ୍ୟାବିନେଟ ବୈଠକରେ ମିଳଲା ୧୯ ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ବସିଥିଲା କ୍ୟାବିନେଟ ବୈଠକ । ରାଜ୍ୟ କ୍ୟାବିନେଟରେ ଆଜି  ୧୯ଟି ପ୍ରସ୍ତାବକୁ ମିଳିଛି ଅନୁମୋଦନ । ଏହି ପ୍ରସ୍ତାବରେ ଛାତ୍ରଛାତ୍ରୀଙ୍କ ପାଇଁ ଆଡ୍‌ ଅନ୍‌ ସ୍କିଲ୍‌ ପାଠ୍ୟକ୍ରମ ବ୍ୟବସ୍ଥା , ଉଚ୍ଚ ଶିକ୍ଷିତ ଯୁବକ ଯୁବତୀଙ୍କ…

ନୂଆ ଆଇନ: ଗଣଦୁଷ୍କର୍ମ ଅପରାଧୀଙ୍କୁ ମିଳିବ ୨୦ ବର୍ଷ ବା ଆଜୀବନ ସଜା

ନୂଆଦିଲ୍ଲୀ:ହଟିବ ବ୍ରିଟିଶ ଅମଳର ୩ ଗୁରୁତ୍ୱପୂର୍ଣ୍ଣ ଆଇନ ବ୍ୟବସ୍ଥା  । ଆଇପିସି, ସିଆର୍‌ପିସି ଏବଂ ଆଇଇଏ ହଟାଇବା ପାଇଁ ଲୋକସଭାରେ ଆସିଲା ନୂଆ ବିଲ ।  ଶୁକ୍ରବାର ସଂସଦରେ ଏହି ବିଲ୍ ଆଗତ କରିଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହ । କ’ଣ ରହିଛି ଏହି ନୂଆ ବିଲରେ ଆସନ୍ତୁ ଜାଣିବା । ଆଇପିସି…

ସ୍ଵାଧୀନତା ଦିବସ ଅଫର: ୧ ଟଙ୍କାରେ ଯାଆନ୍ତୁ ଦିଲ୍ଲୀରୁ ଏହି ସବୁ ସ୍ଥାନ, ଜାଣନ୍ତୁ…

ନୂଆଦିଲ୍ଲୀ: ଯଦି ଆପଣ ବୁଲିବାକୁ ପସନ୍ଦ କରୁଛନ୍ତି କି ସ୍ଵାଧୀନତା ଦିବସରେ କେଉଁଆଡେ ଯିବାକୁ ଯୋଜନା ବନେଇଛନ୍ତି ତେବେ ଥରେ ଦେଖି ନିଅନ୍ତୁ ଏହି ଖବର । ୭୭ତମ ସ୍ଵାଧୀନତା ଦିବସ ଉପଲକ୍ଷେ ଗ୍ରୀନସେଲ ମୋବିଲିଟିର ଇଣ୍ଟରସିଟି ଇଲେକ୍ଟ୍ରିକ୍ ଏସି ବସ କୋଚ ସର୍ଭିସ୍(NueGo) ଏକ ନୁଆ ଅଫରର ଘୋଷଣା…

ହଟିବ ବ୍ରିଟିଶ ଅମଳର ୩ ଗୁରୁତ୍ୱପୂର୍ଣ୍ଣ ଆଇନ; ସଂସଦରେ ବିଲ ଆଣିଲେ ଅମିତ ଶାହ

ନୂଆଦିଲ୍ଲୀ:ହଟିବ ବ୍ରିଟିଶ ଅମଳର ୩ ଗୁରୁତ୍ୱପୂର୍ଣ୍ଣ ଆଇନ ବ୍ୟବସ୍ଥା  । ଆଇପିସି, ସିଆର୍‌ପିସି ଏବଂ ଆଇଇଏ ହଟାଇବା  ପାଇଁ ଲୋକସଭାରେ ଆସିଲା ବିଲ ।  ଶୁକ୍ରବାର ସଂସଦରେ ଏହି ବିଲ୍ ଆଗତ କରିଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହ । ଆଜି ୩ ଗୁରୁତ୍ୱପୂର୍ଣ୍ଣ ବିଲ ଆଣିଛନ୍ତି କେନ୍ଦ୍ର…

ଶୁଭଲକ୍ଷ୍ମୀ ଆତ୍ମହତ୍ୟା କରିଛନ୍ତି, ସିଡିଆର ରିପୋର୍ଟରେ ନାହିଁ କୌଣସି ସନ୍ଦିଗ୍ଧ ତଥ୍ୟ- ଡିସିପି

ଭୁବନେଶ୍ୱର: ଶୁଭଲକ୍ଷ୍ମୀ ମୃତ୍ୟୁ ମାମଲାର ନୂଆ ମୋଡ । ଶୁଭଲକ୍ଷ୍ମୀ ଆତ୍ମହତ୍ୟା କରିଛନ୍ତି । ପୋଷ୍ଟ ମର୍ଟମ ରିପୋର୍ଟ ଏବଂ ତଦନ୍ତରୁ ଏହା ସ୍ପଷ୍ଟ ହୋଇଛି । ଏକଥା କହିଛନ୍ତି ଡିସିପି ପ୍ରତୀକ ସିଂହ । ଆଜି ସାମ୍ବାଦିକମାନଙ୍କୁ ସୂଚନା ଦେଇ ଡିସିପି ଶୁଭଲକ୍ଷ୍ମୀ ହତ୍ୟାକାଣ୍ଡର ଅନେକ…

ମଶା ମାରିବାକୁ ଡ୍ରୋନ୍‌ ବ୍ୟବହାର କରିବ ବିଏମ୍‌ସି, ଜାରି ହେଲା ନିର୍ଦ୍ଦେଶନାମା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁ ଥମିବାର ନା ନେଉନି। ଦିନକରେ ୫୩ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ୧୦୦୦ ପାର ହେଲାଣି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ଏହାକୁ ନଜରରେ ରଖି ଚଳିତ ବର୍ଷ ମଧ୍ୟ ମଶା ମାରିବାକୁ ଡ୍ରୋନ୍‌ ବ୍ୟବହାର କରିବ ବିଏମ୍‌ସି। ଏନେଇ ବିଏମ୍‌ସି ମେୟର ସୁଲୋଚନା…

ସରିଲା ରାଜ୍ୟର ପ୍ରଥମ ପର୍ଯ୍ୟାୟ ମେଡିକାଲ ନାମଲେଖା

ଭୁବନେଶ୍ଵର: ରାଜ୍ୟରେ ଥିବା ୧୬ଟି ମେଡିକାଲ କଲେଜରେ ଚଳିତ ବର୍ଷ ଶିକ୍ଷାବର୍ଷ ପାଇଁ ନାମଲେଖା ଅନୁଷ୍ଠିତ ହେଉଛି । ସମୁଦାୟ ୨୦୬୩ଟି ସିଟ୍‌ରେ ନାମଲେଖା ଚାଲିଛି । ତେବେ ପ୍ରଥମ ପର୍ଯ୍ୟାୟ ନାମଲେଖା ପରେ ଶେଷ ହେବା ପରେ ୪୫୨ଟି ସିଟ୍ ଖାଲି ପଡ଼ିଛି । ଏହି ଖାଲି ଆସନ ପୂରଣ ଲାଗି ଦ୍ବିତୀୟ…

କଂଗ୍ରେସ ବିଧାୟିକାଙ୍କ ବିବାଦୀୟ ବୟାନ: ରାହୁଲଙ୍କୁ କ’ଣ ଝିଅ ଅଭାବ ଯେ ୫୦ ବର୍ଷର ମହିଳାଙ୍କୁ ସେ ଫ୍ଲାଇଂ କିସ୍ ଦେବେ

ନୂଆଦିଲ୍ଲୀ: ରାହୁଲଙ୍କ ଫ୍ଲାଇଂ କିସକୁ ନେଇ ବିବାଦ ଥମୁନି । ସଂସଦରେ ରାହୁଲ ଗାନ୍ଧୀ ଫ୍ଲାଇଂ କିସକୁ  ନେଇ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଅଭିଯୋଗ ଆଣିଥିଲେ । ଏହା ସଂସଦର ମହିଳାଙ୍କ ପ୍ରତି ଅପମାନ ବୋଲି ବିଜେପି ସାଂସଦମାନେ କହି ଲୋକସଭା ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ ।…

ନେହରୁ ଟ୍ରଫି ବୋଟ୍ ରେସ୍ ପାଇଁ ବଡ଼ ଆୟୋଜନ, ଉତ୍ସବମୁଖର ପୁନ୍ନାମଡା ହ୍ରଦ

ଥିରୁଭାନନ୍ତପୁରମ: ଆସନ୍ତାକାଲି ଅନୁଷ୍ଠିତ ହେବ ବହୁ ପ୍ରତୀକ୍ଷିତ ଆଇକନିକ୍ ନେହେରୁ ଟ୍ରଫି ବୋଟ୍ ରେସ୍ (NBTR)। ଦର୍ଶକଙ୍କୁ ଆକର୍ଷିତ କରିବା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ବୋଟ୍ ରେସ୍ ନେଇ କେରଳର ଅଲାପ୍ପୁଝା ନିକଟ ପୁନ୍ନାମଡା ହ୍ରଦରେ ବଡ଼ ଆୟୋଜନ କରାଯାଇଛି। ନେହେରୁ ଟ୍ରଫି ବୋଟ୍…