Latest Odisha News

BREAKING NEWS

ଭାରତ-ପାକିସ୍ତାନ ବିବାଦ ମଧ୍ୟରେ ଏଲଓସିରେ ବଙ୍କର ପ୍ରସ୍ତୁତ

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି ରହିଛି। ଏହା ମଧ୍ୟରେ ଏଲଓସିର ପାଖାପାଖି ଗାଁରେ ରହୁଥିବା ଲୋକମାନେ ସେଠାରେ ବଙ୍କର ସଫା କରିବାରେ ଲାଗି ପଡିଛନ୍ତି। ଯେତେବେଳେ ଗ୍ରାମବାସୀଙ୍କୁ ଏନେଇ ପଚରା ଗଲା, ସେମାନେ କହିଥିଲେ ଯେ ଆମେ ସେନା ପାଇଁ କୌଣସି…

ନକ୍ସଲ ବିରୋଧୀ ଅଭିଯାନ: ସର୍ଚ୍ଚ ଅପରେସନ ବେଳେ ୩୬ ଡିନୋନେଟର ଓ ୩୩ ଜିଲୋଟିନ ଜଙ୍ଗଲରୁ ଉଦ୍ଧାର

ବୌଦ୍ଧ: ସୁରକ୍ଷାକର୍ମୀ ପକ୍ଷରୁ ବୌଦ୍ଧ ମନମୁଣ୍ଡା ଥାନା କାନାଗୁନ ଗାଁ ନିକଟ ଜଙ୍ଗଲରେ ସର୍ଚ୍ଚ ଅପରେସନ ଅଭିଯାନକୁ ଜୋରଦାର କରାଯାଇଛି। ନକ୍ସଲ ବିରୋଧୀ ଅଭିଯାନରେ ପୋଲିସ ଓ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ମନମୁଣ୍ଡା ଥାନା ଅନ୍ତର୍ଗତ କନାଗୁନ୍ ଗ୍ରାମ ନିକଟସ୍ଥ ଜଙ୍ଗଲରେ ମାଓ ଡମ୍ପିଂ…

ଓଡ଼ିଶା ଛାଡିବେ ୧୨ ପାକିସ୍ତାନୀ ନାଗରିକ

ଭୁବନେଶ୍ୱର: ପହଲଗାମର ଭୟାବହ ଆତଙ୍କବାଦୀ ଆକ୍ରମଣ ପରେ କେନ୍ଦ୍ର ସରକାର ବର୍ତ୍ତମାନ ସାରା ଭାରତରେ ରହୁଥିବା ପାକିସ୍ତାନୀ ମାନଙ୍କର ଭିସା ରଦ୍ଦ କରିବାରେ ଲାଗିଛନ୍ତି। ଏଥିମଧ୍ୟରେ ଓଡ଼ିଶା ସରକାର ମଧ୍ୟ ପାକିସ୍ତାନୀ ମାନଙ୍କୁ ଖୋଜି ସେମାନଙ୍କୁ ଦେଶାନ୍ତର କରିବା ପାଇଁ ପଦକ୍ଷେପ ନେଉଛନ୍ତି।…

ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କୁ ଶନିବାର ଦିନ ବହୁ ପ୍ରତିଷ୍ଠିତ ରାଜନେତା, ଖବରକାଗଜ ସମ୍ପାଦକ, ସାମ୍ବାଦିକ ଓ ସମାଜର ବିଭିନ୍ନ ବର୍ଗର ପ୍ରତିଷ୍ଠିତ ବ୍ୟକ୍ତି ଏକ ସ୍ମୃତି ସଭାରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଭୁବନେଶ୍ୱର ସ୍ଥିତ ଗୀତ ଗୋବିନ୍ଦ…

‘ଲଙ୍ଗ ଟର୍ମ ଭିସା’ ଥିବା ପାକିସ୍ତାନୀ ହିନ୍ଦୁମାନଙ୍କୁ ଭାରତ ଛାଡିବାକୁ ପଡ଼ିବ ନାହିଁ

ନୂଆଦିଲ୍ଲୀ: ଲଙ୍ଗ ଟର୍ମ ଭିସା (LTV)ରେ ଥିବା ହିନ୍ଦୁଙ୍କ ପାଇଁ କଟକଣା କୋହଳ । ପାକିସ୍ତାନରୁ ଆସି LTVରେ ଥିବା ହିନ୍ଦୁଙ୍କର ଭିସା ରଦ୍ଦ ହେବନି । ଏନେଇ ଭାରତ ସରକାରଙ୍କ ପକ୍ଷରୁ ଜାରି ହେଲା ସ୍ପଷ୍ଟୀକରଣ । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନୀ ନାଗରିକଙ୍କ ଭିସା ବାତିଲ…

ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ସୁଲତା ଦେଓଙ୍କ ବିବାଦୀୟ ବୟାନ; ତେଜିଲା ରାଜନୀତି 

ଭୁବନେଶ୍ୱର: ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ବିଜେଡି ନେତ୍ରୀ ତଥା ଓଡ଼ିଶାର ରାଜ୍ୟସଭା ସାଂସଦ ସୁଲତା ଦେଓଙ୍କ ବିବାଦୀୟ ମନ୍ତବ୍ୟ ରାଜ୍ୟ ରାଜନୀତିକୁ ସରଗରମ କରିଦେଇଛି। ଏଥିପାଇଁ ତାଙ୍କୁ ତୀବ୍ର ସମାଲୋଚନା ମଧ୍ୟ କରାଯାଉଛି। ଧର୍ମ…

କିଛି ବଡ ଘଟଣା ଘଟିବାକୁ ଯାଉଛି, ସୀମା ନିକଟରେ ଫସଲ କାଟିନେବାକୁ କୃଷକଙ୍କୁ କହିଲେ ବିଏସଏଫ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଭାରତ ସରକାର କଠୋର ପନ୍ଥା ଆପଣାଇଛି । ଆଗକୁ କିଛି ବଡ ଘଟଣା ଘଟିବାକୁ ଯାଉଥିବା ମଧ୍ୟ ଅନୁମାନ କରାଯାଉଛି । ପାକିସ୍ତାନ ସୀମାକୁ ଲାଗି ରହିଥିବା ପଞ୍ଜାବର ଅମ୍ରିତସର, ଫିରୋଜପୁର, ଗୁରଦାସପୁର, ପଠାନକୋଟ ଅଂଚଳର କୃଷକମାନଙ୍କୁ ବିଏସଏଫ ୨ ଦିନ…

ହିଟ୍ ଲିଷ୍ଟରେ ୧୪ ନାମ; ଖୋଜିଖୋଜି ସେନା କରିବେ ଆତଙ୍କବାଦୀଙ୍କୁ ସଫା

ଶ୍ରୀନଗର:ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ସାରା ଦେଶରେ ଦୁଃଖ ଏବଂ କ୍ରୋଧ ଦେଖାଯାଇଛି । ଏହି ସମୟରେ, ଗୁଇନ୍ଦା ସଂସ୍ଥାଗୁଡ଼ିକ ଜମ୍ମୁ-କାଶ୍ମୀରରେ ସକ୍ରିୟ ୧୪ ଜଣ ସ୍ଥାନୀୟ ଆତଙ୍କବାଦୀଙ୍କ ଏକ ହିଟ୍ ଲିଷ୍ଟ ପ୍ରସ୍ତୁତ କରିଛନ୍ତି । ଏହି ସ୍ଥାନୀୟ ଆତଙ୍କବାଦୀମାନେ…

ନୂଆ ଭାରତ କାହାକୁ ଛାଡ଼ିବ ନାହିଁ: ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ: ଏହା ହେଉଛି ନୂତନ ଭାରତ। ନୂତନ ଭାରତ କାହା ସହ ପ୍ରଥମେ ଯୁଦ୍ଧ ଆରମ୍ଭ କରିନାହିଁ। କିନ୍ତୁ କେହି ଲାଗିବାକୁ ଚେଷ୍ଟା କଲେ ଛାଡ଼ିବ ନାହିଁ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲଖିମପୁର ଖେରି ଜିଲ୍ଲାରେ ଶାରଦା ନଦୀର ପ୍ରବାହ ନିୟନ୍ତ୍ରଣ (ଚାନେଲାଇଜେସନ୍) କାର୍ଯ୍ୟ ଏବଂ ପାଲିଆରେ…

କେଉଁ କାରଣ ପାଇଁ କୋହଲି-ଅନୁଷ୍କା ଲଣ୍ଡନରେ ରହୁଛନ୍ତି?

ନୂଆଦିଲ୍ଲୀ: ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲି ଓ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଯୋଡିକୁ ପ୍ରଶଂସକମାନେ ବେଶ ପସନ୍ଦ କରିଥାନ୍ତି । ଏବେ ଏହି ଲୋକପ୍ରିୟ ଯୋଡି ଲଣ୍ଡନରେ ରହୁଛନ୍ତି । ଭାରତରେ ଅଧିକ ସମୟ ରହିବା ଅପେକ୍ଷା ସେମାନେ କାହିଁକି ଲଣ୍ଡନରେ ରହିଲେ ତାର ଖୁଲାସା ମାଧୂରୀ…