Latest Odisha News

BREAKING NEWS

ଭୟ କରିଗଲା କି ଟିଆରଏଫ, ଏବେ ଆକ୍ରମଣରେ ହାତ ନାହିଁ ବୋଲି କହୁଛି

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ଜଣ ନିରୀହ ଭାରତୀୟଙ୍କ ମୃତ୍ୟୁ ଘଟିଛି । ଏହା ପରେ ଭାରତ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛି । ଭାରତୀୟ ସେନାର ଟାର୍ଗେଟ ଶୈଳୀରେ ଏବେ ଦି ରେଜିଷ୍ଟେନ୍ସ ଫ୍ରଂଟ (ଟିଆରଏଫ) ଭୟ କରାଯାଇଛି । ଆକ୍ରମଣ ପରେ ଛାତି ବାଡେଇ ଏହା…

ବକେୟା ଅର୍ଥ ଦେଇ ନ ପାରିବାରୁ ଅଜଲାନ ଶାହ କପ ହକିରେ ଖେଳିବନି ପାକିସ୍ତାନ

ନୂଆଦିଲ୍ଲୀ: କ୍ରିକେଟ ପରେ ହକିରେ ମଧ୍ୟ ପାକିସ୍ତାନ ଅପମାନିତ ହୋଇଛି । ବକେୟା ଅର୍ଥ ଦେଇ ନ ପାରିବାରୁ ପାକିସ୍ତାନକୁ ଏକ ବଡ ହକି ଟୁର୍ଣ୍ଣାମେଂଟ ପାଇଁ ଆମନ୍ତ୍ରଣ କରାଯାଇ ନାହିଁ । ମାଲେସିଆ ହକି ମହାସଂଘ ପାକିସ୍ତାନକୁ ଏଥର ଅଜଲାନ ଶାହ କପ ହକି ପାଇଁ ଆମନ୍ତ୍ରଣ କରି ନାହିଁ । ଅକ୍ଟୋବର…

ଭୁବନେଶ୍ବରରେ ପାକିସ୍ତାନୀ ମହିଳା, ଦେଶ ଛାଡ଼ି ଯିବାକୁ କମିଶନରେଟ୍ ପୋଲିସର ନୋଟିସ୍

ଭୁବନେଶ୍ୱର: ଭୁବନେଶ୍ବରରେ ପାକିସ୍ତାନୀ ମହିଳା। ଦୀର୍ଘମିଆଦି ଭିସାରେ ୨୦୦୮ରୁ ଭୁବନେଶ୍ବରରେ ରହୁଛନ୍ତି। ଓଡ଼ିଆ ଯୁବକଙ୍କୁ ବିବାହ କରି ଭୁବନେଶ୍ୱରରେ ରହୁଛନ୍ତି ମହିଳା। ତୁରନ୍ତ ପାକିସ୍ତାନ ଫେରିଯିବାକୁ କମିଶନରେଟ୍ ପୋଲିସର ନୋଟିସ୍। ୨୦୨୪ରେ ମହିଳାଙ୍କ ଭିଜା ଅବଧି ଶେଷ ହୋଇଯାଇଥିଲେ ମଧ୍ୟ…

ଶ୍ରୀମନ୍ଦିରର ସୁରକ୍ଷା ଓ ଶୃଙ୍ଖଳା ପାଇଁ ନିୟୋଜିତ ହେଲେ ସ୍ଵତନ୍ତ୍ର ବାହିନୀ, ୨୮ ପୂର୍ବରୁ ଦାୟିତ୍ୱ ନେବାକୁ…

ପୁରୀ: ଶ୍ରୀମନ୍ଦିରର ସୁରକ୍ଷା ଓ ଶୃଙ୍ଖଳା ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ। ନିୟୋଜିତ ହେଲେ ଶ୍ରୀମନ୍ଦିର ସ୍ୱତନ୍ତ୍ର ସୁରକ୍ଷା ବାହିନୀ କମାଣ୍ଡାଣ୍ଟଙ୍କ ସହ ଦୁଇଜଣ ଡେପୁଟି କମାଣ୍ଡାଣ୍ଟ ଓ ତିନିଜଣ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ। ଆସନ୍ତା ୨୮ ତାରିଖ ପୂର୍ବରୁ ଏମାନଙ୍କୁ ଡ୍ୟୁଟିରେ…

ରାମଲୀଳା ଦେଖୁଥିଲେ: ନଡ଼ିଆ ଗଛ ପଡ଼ି ଚାଲିଗଲା ମହିଳାଙ୍କ ଜୀବନ, ୪ ଗୁରୁତର

ଜଗତସିଂହପୁର: ଏମିତି ବି ଆସେ ମୃତ୍ୟୁ!ରାମଳୀଲା ଦେଖୁଥିବା ବେଳେ ଦର୍ଶକଙ୍କ ଉପରେ ଭାଙ୍ଗିପଡିଲା ନଡ଼ିଆ ଗଛ। ରାମଲୀଳା ଚାଲୁଥିବା ବେଳେ ଘଟିଲା ଏହି ଅଘଟଣ। ନଡ଼ିଆ ଗଛ ଭାଙ୍ଗି ପଡିବାରୁ ଚାଲିଗଲା ମହିଳାଙ୍କ ଜୀବନ। ମୃତ ମହିଳା ଜଣଙ୍କ ସମାଗୋଳ ଅଞ୍ଚଳର। ଏଥିରେ ଆଉ ୪ ଜଣ ମଧ୍ୟ ଗୁରୁତର ହୋଇଛନ୍ତି।…

ଆଜି ପୋପ୍‌ ଫ୍ରାନ୍‌ସିସଙ୍କ ଶେଷକୃତ୍ୟ: ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି ମୁର୍ମୁ, ଅନ୍ତିମ ସଂସ୍କାରରେ ଦେବେ ଯୋଗ

ନୂଆଦିଲ୍ଲୀ: ଖ୍ରୀଷ୍ଟ ଜଗତର ସର୍ବୋଚ୍ଚ ଧର୍ମଗୁରୁ ପୋପ୍‌ ଫ୍ରାନ୍‌ସିସ୍‌ଙ୍କର ଚଳିତମାସ ୨୧ରେ ପରଲୋକ ଘଟିଛି। ଆଜି ଭାଟିକାନ୍‌ ସିଟିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ। କ୍ୟାଥୋଲିକ ଖ୍ରୀଷ୍ଟିଆନ ଧାର୍ମ ଗୁରୁ ପୋପ୍ ଫ୍ରାନ୍ସିସଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ରାଷ୍ଟ୍ରପତି…

ପୁଣି ଏଲଓସିରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନ, ସାରାରାତି ବିଭିନ୍ନ ସ୍ଥାନରେ ଗୁଳିମାଡ଼

ଶ୍ରୀନଗର: ପୁଣି ଏଲଓସିରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନ। ପାକିସ୍ତାନ ପକ୍ଷରୁ ଏକାଧିକ ସେକ୍ଟରରେ ଗୁଳିମାଡ଼। ସାରାରାତି ଏଲଓସିର ବିଭିନ୍ନ ସ୍ଥାନରେ ଗୁଳିମାଡ଼ ହୋଇଛି। ଯାହାର ମୁହଁତୋଡ଼ ଜବାବ ଦେଇଛି ଭାରତୀୟ ସେନା । କୌଣସି କ୍ଷୟକ୍ଷତିରେ ସୂଚନା ନାହିଁ। ପୂର୍ବରୁ ଗୁରୁବାର ରାତିରେ…

ପହଲଗାମ ହମଲା: ମାଟିରେ ମିଶିଲା ଆଉ ୨ ଆତଙ୍କୀଙ୍କ ଘର

ଶ୍ରୀନଗର: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଘାଟିରେ ସେନା କାର୍ଯ୍ୟାନୁଷ୍ଠାନ ଜାରି ରଖିଛି। ପୁଣି ଆଉ ୨ ଆତଙ୍କବାଦୀଙ୍କ ଘର ଉଡ଼ାଇଲେ ସୁରକ୍ଷାକର୍ମୀ। କାଶ୍ମୀରରେ ମାଟିରେ ମିଶିଲା ଆଉ ୨ ଆତଙ୍କବାଦୀଙ୍କ ଘର। ସୋପିଆନ ଓ ପୁଲୱାମାରେ ୨ ଲସ୍କର ଆତଙ୍କୀଙ୍କ ଘର ମାଟିରେ ମିଶିଲା। ପହଲଗାମ…

ବିବାହ ଶୋଭାଯାତ୍ରାରେ ତୁମୁଳକାଣ୍ଡ: ଗାଡ଼ି ସାଇଡ ମରାକୁ ନେଇ ଖଣ୍ଡାରେ ହାଣିଲେ ବରଯାତ୍ରୀ ଦଳ

କଟକ: ବିବାହ ଶୋଭାଯାତ୍ରାରେ ବୁଲିଲା ଖଣ୍ଡା। ବାଙ୍କୀରେ ଗାଡ଼ି ସାଇଡ ମରାକୁ ନେଇ ଖଣ୍ଡାରେ ହାଣିଲେ ବରଯାତ୍ରୀ ଦଳ। ତିଗିରିଆ ଥାନା ବିନ୍ଧାଣିମା ଗାଁରେ ଘଟିଛି ଏଭଳି ଘଟଣା। ଏହି ଗାଁର ପ୍ରାୟ ଶହେରୁ ଅଧିକ ବରଯାତ୍ରୀ ବୈଦେଶ୍ୱର ଗାଁରୁ ବିବାହ ସ୍ଥଳକୁ ପ୍ରସେସନ୍ କରି ଯାଉଥିବା ବେଳେ ରାସ୍ତାରେ…

ଭୁବନେଶ୍ୱର ସମେତ ଦେଶର ୪୭ଟି ସ୍ଥାନରେ ରୋଜଗାର ମେଳା, ନିଯୁକ୍ତିପତ୍ର ବାଣ୍ଟିବେ ମୋଦି

ଭୁବନେଶ୍ୱର: ଶନିବାର ଭୁବନେଶ୍ୱରରେ ୧୫ତମ ରୋଜଗାର ମେଳା ଆୟୋଜିତ ହେବାକୁ ଯାଉଛି। କେବଳ ଭୁବନେଶ୍ୱର ନୁହେଁ ଦେଶର ୪୭ଟି ସ୍ଥାନରେ ଏହି ମେଳା ହେବାକୁ ଯାଉଛି। ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିବେ ଓ ପିଲାଙ୍କୁ ନିଯୁକ୍ତିପତ୍ର ବାଣ୍ଟିବେ। ଏହି ଅବସରରେ ବିଭିନ୍ନ ସରକାରୀ…