Latest Odisha News

BREAKING NEWS

ଧୋନୀଙ୍କ ପୋଷ୍ଟରେ ଉତର ରଖିଲେ ଗମ୍ଭୀର

ଅହମ୍ମଦାବାଦ: ଭାରତ ଟି୨୦ ବିଶ୍ୱକପ ୨୦୨୬ ଟାଇଟଲ ଜିତିବା ପରେ ଅନେକ ବିବାଦର ଏକପ୍ରକାର ମୃତ୍ୟୁ ଘଟିଛି । ଏହି ସଫଳତାରେ ସମସ୍ତେ ଆନନ୍ଦିତ ଅଛନ୍ତି । ଟିମ ଇଣ୍ଡିଆ ବିଜୟ ହାସଲ କରିବା ପରେ ମହେନ୍ଦ୍ର ସିଂ ଧୋନୀ ପୋଷ୍ଟ କରିଥିଲେ, କୋଚ ସାହେବ ହସ ଆପଣଙ୍କୁ ଭଲ ମାନୁଛି । ଗୌତମ ସର୍ବଦା ନିଜର…

Cash Snatching: ବ୍ୟାଙ୍କ୍‌କୁ ଜମା ପାଇଁ ଗଲା ବେଳେ ୨ ଲକ୍ଷ ଝାମ୍ପିନେଲେ ଲୁଟେରା

ରାୟଗଡ଼ା:ବ୍ୟାଙ୍କକୁ ଟଙ୍କା ଜମା ପାଇଁ ଯିବା ବେଳେ ୨ ଲକ୍ଷ ଝାମ୍ପିନେଇ ୨ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ରାୟଗଡା ସହର କପିଳାସ ରୋଡ଼ରେ ଥିବା ପାତ୍ର ଇଲକ୍ଟ୍ରୋନିକ ସୋ ରୁମ୍ ର କୋଷାଧକ୍ଷ ରଂଜିତ କୁମାର ଦଳାଇ ନାମକ ବ୍ୟକ୍ତି ନିକଟରେ ଥିବା ଏକ ବ୍ୟାଙ୍କକୁ ଟଙ୍କା ଡିପୋଜିଟ୍ କରିବାକୁ…

ସଚିବାଳୟରେ ଖାଲି ପଡ଼ିଛି ବଡ଼ବାବୁଙ୍କ ପଦବୀ, ଗୃହରେ ଚିନ୍ତାଜନକ ତଥ୍ୟ ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସଚିବାଳୟର ବିଭିନ୍ନ ବର୍ଗରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲି ପଡ଼ିଛି । ବିଧାନସଭାରେ ବିଧାୟକ ସୌଭିକ୍ ବିଶ୍ବାଳଙ୍କ ଏକ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତର ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଚିନ୍ତାଜନକ ତଥ୍ୟ ପ୍ରଦାନ କରିଛନ୍ତି । ସୌଭିକ ମୁଖ୍ୟମନ୍ତ୍ରୀଙ୍କୁ…

ସମ୍ପତ୍ତି ତାଲିକା ଦାଖଲ କରିବାକୁ ଡରୁଛନ୍ତି ସରକାରୀ କର୍ମଚାରୀ, ଏବେ ସୁଦ୍ଧା ଦେଇନାହାନ୍ତି ୧.୨୫ ଲକ୍ଷରୁ ଅଧିକ..

ଭୁବନେଶ୍ବର: ସମ୍ପତ୍ତି ଲୁଚାଉଛନ୍ତି ସରକାରୀ ବାବୁ । ନିଜର ସମ୍ପତ୍ତି ତାଲିକା ଦେବାକୁ ସରକାରୀ ବାବୁମାନେ କୁନ୍ତୁ କୁନ୍ତୁ ହେଉଛନ୍ତି । ଏଚଆରଏମଏସ ପୋର୍ଟାଲରେ ମାର୍ଚ୍ଚ ୨ ତାରିଖ ସୁଦ୍ଧା ୧ ଲକ୍ଷ ୨୫ ହଜାର ୮୪୭ ଜଣ ସରକାରୀ କର୍ମଚାରୀ ସମ୍ପତ୍ତି ତାଲିକା ଦାଖଲ କରିନାହାନ୍ତି ବୋଲି ଆଜି…

ରାଜ୍ୟର ୩ଟି କୋର୍ଟକୁ ବୋମାରେ ଉଡାଇଦେବାକୁ ଧମକ, ତଦନ୍ତ ପରେ ସ୍ବାଭାବିକ ହେଲା ସମସ୍ତ କାର୍ଯ୍ୟ

ପୁରୀ: କୋର୍ଟକୁ ପୁଣି ବୋମା ଆତଙ୍କ । ପୁରୀ, ବରଗଡ଼ ଓ କଳାହାଣ୍ଡି ଜିଲ୍ଲା କୋର୍ଟକୁ ମିଳିଛି ବୋମା ଧମକ । ଜିଲ୍ଲା ଦୌରା ଓ ଜଜଙ୍କ ଇମେଲକୁ ଏହି ଧମକପୂର୍ଣ୍ଣ ମେଲ୍ ଆସିଛି । ଏହି ଘଟଣା ସାମ୍ନାକୁ ଆସିବା ପରେ କୋର୍ଟକୁ ସ୍ଥାନୀୟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ…

ବିଶ୍ୱରେ ମଧ୍ୟପ୍ରାଚ୍ୟ ଯୁଦ୍ଧର ନିଆଁ: ବଢିଲା ଖାଇବା ତେଲ ଦର

ଭୁବନେଶ୍ୱର: ଖାଇବା ତେଲ ଉପରେ କୌଣସି ନିୟନ୍ତ୍ରଣ ନାହିଁ। ଯେତେ ଗଚ୍ଛିତ ରଖି ହେବ ଭଲ। କାରଣ ମଧ୍ୟପ୍ରାଚ୍ୟରେ ତେଜୁଛି ଯୁଦ୍ଧ। ଖାଇବା ତେଲ ଆମଦାନୀ ନେଇ ବଢିଲା ଚିନ୍ତା। ବଢିଲା ରିଫାଇନ୍ ଓ ପାଲିନ୍ ତେଲ ଦର।ସରକାରଙ୍କର କୌଣସି ନିୟମ ନାହିଁ କହିଲେ ଓଡ଼ିଶା ବ୍ୟବସାୟୀ ସଂଘ ମହାସଚିବ ସୁଧାକର…

Sand Artist Manas Sahoo : ବାଲୁକା ଆନିମେସନରେ ଭାରତୀୟ କ୍ରିକେଟଙ୍କୁ ଅଭିନନ୍ଦନ

ପୁରୀ: ୨୦୨୬ ଟି୨୦ ବିଶ୍ୱକପରେ ଭାରତୀୟ ଦଳର ବିଜୟ ଉପଲକ୍ଷେ ପ୍ରସିଦ୍ଧ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀରେ ଥିବା ତାଙ୍କ ଷ୍ଟୁଡିଓରେ ଭାରତୀୟ କ୍ରିକେଟ ଦଳକୁ ଅଭିନନ୍ଦନ ଜଣାଇବା ପାଇଁ ଏକ ସ୍ୱତନ୍ତ୍ର ବାଲୁକା ଆନିମେସନ ପ୍ରସ୍ତୁତ କରିଛନ୍ତି । ପ୍ରାୟ ଦୁଇ ଘଣ୍ଟା ସମୟ ଲାଗିଥିବା…

Gold rate falls: ଯୁଦ୍ଧ ମଧ୍ୟରେ ଖସିଲା ସୁନା ଦର, ରୂପା ଦର ସ୍ଥିର

ଭୁବନେଶ୍ବର:ଗହଣା କିଣିବା ପୂର୍ବରୁ ଜାଣନ୍ତୁ କ'ଣ ରହିଛି ସୁନା ଦର । ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୬୧,୬୮୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୧,୪୮,୨୦୦ ଟଙ୍କାକୁ ପହଞ୍ଚିଛି । ଅନ୍ୟପଟେ ରୂପା ଦର ଗତ ତିନି ଦିନ ଧରି ସ୍ଥିର…

Saudi Arabia warning to Iran: ସାଉଦି ଆରବର ଶେଷ ଚେତାବନୀ…ଯଦି ଆକ୍ରମଣ ବନ୍ଦ ନହୁଏ, ଇରାନ ‘ସବୁଠାରୁ…

ନୂଆଦିଲ୍ଲୀ: ସାଉଦି ଆରବ ସୋମବାର ଦିନ ଇରାନକୁ ଏକ କଡ଼ା ଚେତାବନୀ ଦେଇଛି । ସେ କହିଛି ଯେ ଯଦି ଇରାନ ଆରବ ଦେଶମାନଙ୍କ ଉପରେ ଆକ୍ରମଣ ଜାରି ରଖେ, ତେବେ ଇରାନକୁ 'ସବୁଠାରୁ ବଡ଼ କ୍ଷତି' ସହିବାକୁ ପଡ଼ିପାରେ। ସାଉଦି ଆରବର ପ୍ରମୁଖ ଶୟାବ ତୈଳ କ୍ଷେତ୍ରକୁ ଟାର୍ଗେଟ କରି ଏକ ନୂତନ ଡ୍ରୋନ୍ ଆକ୍ରମଣ…

ରାଜ୍ୟରେ ଆଉ ଖୋଲିବ ନାହିଁ ନୂଆ ସବ୍‌-ଟ୍ରେଜରୀ

ଭୁବନେଶ୍ୱର: ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହୋଇଛି । ଗୃହରେ ସ୍ଵାଭାବିକ ଭାବେ ପ୍ରଶ୍ନକାଳ ଜାରି ରହିଛି। ବିଭାଗୀୟ ମନ୍ତ୍ର ବିଧାନସଭା ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ପ୍ରଶ୍ନକାଳ ଆରମ୍ଭ ହୋଇଛି। ବିଭାଗୀୟ ମନ୍ତ୍ରୀ ବିଧାୟକଙ୍କ ପ୍ରଶ୍ନର ଉତ୍ତର…