Latest Odisha News

BREAKING NEWS

Sprout chana chaat: ସକାଳ ଜଳଖିଆରେ ଖାଆନ୍ତୁ ସ୍ପ୍ରାଉଟ୍ସ-ଚଣା ଚାଟ୍, ଚଟପଟା ସ୍ୱାଦ ସହ ମିଳିବ ଭରପୂର ପ୍ରୋଟିନ୍‌…

ଭୁବନେଶ୍ବର: ସକାଳର ଜଳଖିଆ ଦିନର ପ୍ରଥମ ଖାଦ୍ୟ ହୋଇଥିବାରୁ ଏହାକୁ ପୁଷ୍ଟିକର ରଖିବା ଜରୁରୀ। ପ୍ରୋଟିନ୍‌ଯୁକ୍ତ ଜଳଖିଆ ଖୋଜୁଥିଲେ ସ୍ପ୍ରାଉଟ୍ସ ଓ ଚଣାରେ ପ୍ରସ୍ତୁତ ଚାଟ୍ ଏକ ସହଜ ବିକଳ୍ପ ହୋଇପାରେ। ସାଧାରଣ ଭାବେ ସିଝାଇ ଖାଇବା ବଦଳରେ ଏଥିରେ କିଛି ଦେଶୀ ମସଲା, ଚଟଣି ଓ ଲେମ୍ବୁ ମିଶାଇଲେ…

PM In Bhajan Clubbing: ଭଜନର ତାଳରେ ତାଳି, ହାତରେ ଡଫଲି; ଦିଲ୍ଲୀରେ ‘ଭଜନ କ୍ଲବିଂ’ରେ ଝୁମିଲେ ପିଏମ୍ ମୋଦି

ନୂଆଦିଲ୍ଲୀ: ଭଜନର ତାଳରେ ତାଳି, ହାତରେ ଡଫଲି ଏବଂ ସାମ୍ନାରେ ଯୁବପିଢ଼ି। ଦିଲ୍ଲୀରେ ଆୟୋଜିତ ଏକ ‘ଭଜନ କ୍ଲବିଂ’ କାର୍ଯ୍ୟକ୍ରମରେ ଶୁକ୍ରବାର ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦୀନଦୟାଲ ଉପାଧ୍ୟାୟ ପାର୍କରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସେ ଦର୍ଶକଙ୍କ ମଧ୍ୟରେ ବସି ଭଜନ…

Middle East war: ୭ ଦିନରେ ହର୍ମୁଜ୍ ଖୋଲିବ ଇରାନ୍! ଆମେରିକା ଆଗରେ ରଖିଲା ପ୍ରସ୍ତାବ; ଟ୍ରମ୍ପ-ଜିନପିଙ୍ଗ୍ ଆଲୋଚନାରେ…

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଜାରି ଯୁଦ୍ଧ ମଧ୍ୟରେ ଶାନ୍ତି ପାଇଁ ବଡ଼ ପ୍ରସ୍ତାବ ଦେଇଛି ଇରାନ୍। ଆମେରିକାକୁ ୭ ଦିନର ଏକ ଠୋସ୍ ଯୋଜନା ପଠାଇଛି ତେହରାନ୍। ଇରାନ୍ କହିଛି, ଆମେରିକା ଆବଶ୍ୟକ ସର୍ତ୍ତ ମାନିଲେ ୭ ଦିନ ମଧ୍ୟରେ ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍‌ରେ ଜାହାଜ ଚଳାଚଳ ସ୍ୱାଭାବିକ କରାଯିବ ଏବଂ…

Odisha Flood Fury: ଅବପାତ ନା ବାତ୍ୟା? ଲ୍ୟାଣ୍ଡଫଲ୍‌ର ୪୦ ଘଣ୍ଟା ପରେ ବି ଓଡ଼ିଶାରେ ତାଣ୍ଡବ, ୪୦୦ ମିମି ବର୍ଷାରେ…

ଭୁବନେଶ୍ୱର: ଗଭୀର ଅବପାତ ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ହୋଇଥିଲେ ମଧ୍ୟ ଓଡ଼ିଶାରେ ଏହାର ପ୍ରଭାବ ଏବେ ବି ସମ୍ପୂର୍ଣ୍ଣ କମିନାହିଁ। ଲ୍ୟାଣ୍ଡଫଲ୍‌ର ପ୍ରାୟ ୪୦ ଘଣ୍ଟା ପରେ ମଧ୍ୟ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗର ପବନ ସାଙ୍ଗକୁ ତୁହାକୁ ତୁହା ବର୍ଷା ଜାରି ରହିଛି। ଦକ୍ଷିଣ ଓଡ଼ିଶାରୁ…

ଗୋଟିଏ ଇୟରବଡ୍‌ର ଭଲ୍ୟୁମ୍ କମି ଯାଇଛି କି? ନୂଆ କିଣିବା ପୂର୍ବରୁ ଏହି ଟିପ୍ସ ଆପଣାନ୍ତୁ…

ନୂଆଦିଲ୍ଲୀ: ଆଜିକାଲି ସମସ୍ତେ ୱାୟାରଲେସ୍ ଇୟରବଡ୍ (wireless earbuds) ବ୍ୟବହାର କରୁଛନ୍ତି । ଫଳରେ ସଙ୍ଗୀତ ଶୁଣିବା, ଭିଡିଓ ଦେଖିବା ଏବଂ କଲ୍ କରିବା ସୁବିଧାଜନକ ହୋଇପାରିଛି। କିନ୍ତୁ ଆପଣ ନିଜେ ଏକ ପରିସ୍ଥିତିର ସାମ୍ନା କରିଥିବେ ଯେଉଁଠାରେ ଗୋଟିଏ ଇୟରବଡର ଶବ୍ଦ ଅନ୍ୟଟି ତୁଳନାରେ ବହୁତ…

Jaishankar blasts Pak: ଚୋର ମୁହଁ ଟାଣ! ଆତଙ୍କବାଦକୁ ନେଇ ପ୍ରଶ୍ନ କଲା ପାକିସ୍ତାନ…ଏମିତି ଜବାବ ଦେଲେ ଜୟଶଙ୍କର…

ନୂଆଦିଲ୍ଲୀ: କଥାରେ ନାହିଁ ଚୋର ମୁହଁ ଟାଣ! ବର୍ଷ ବର୍ଷ ଧରି ଆତଙ୍କବାଦୀଙ୍କ ଆଶ୍ରୟସ୍ଥଳ ପାଲଟିଥିବା ପାକିସ୍ତାନ, ଓଲଟା ଭାରତକୁ ଆତଙ୍କବାଦ ନେଇ ପ୍ରଶ୍ନ କରୁଛି । ଏହା ପରେ ଭାରତର ଜବାବ ଏବେ ଚର୍ଚ୍ଚାରେ ରହିଛି । ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନୀ ସାମ୍ବାଦିକଙ୍କ ପ୍ରଶ୍ନରେ ରାଗିଗଲେ…

Paradip Port gets ‘Mega Port’ status:ପାରାଦୀପ ବନ୍ଦରକୁ ମେଗା ପୋର୍ଟ ମାନ୍ୟତା;ପୂର୍ବ ଭାରତର…

ପାରାଦୀପ:ପାରାଦୀପ ବନ୍ଦରକୁ “ମେଗା ପୋର୍ଟ”(ବୃହତ ବନ୍ଦର) ମାନ୍ୟତା ମିଳିଛି । ଏହା ସହିତ ଏହା ଭାରତର ପୂର୍ବ ଉପକୂଳରେ ଅବସ୍ଥିତ ଏକମାତ୍ର ମେଗା ପୋର୍ଟରେ ପରିଣତ ହୋଇଛି । ଏନେଇ ଶୁକ୍ରବାର ବନ୍ଦର ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ମୋଟ ଚାରୋଟି…

ବର୍ଷାରେ ଘର ଭାଙ୍ଗିଛି…ତୁରନ୍ତ ନୂଆ ଘର ମିଳିବ

ଭୁବନେଶ୍ବର: ଲଗାଣ ବର୍ଷା ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି କଲାଣି । ତେବେ ପ୍ରଭାବିତଙ୍କ ପାଇଁ ବଡ଼ ଆଶ୍ୱାସନା ଦେଇଛନ୍ତି ରାଜ୍ୟ ସରକାର । ବର୍ଷା ଯୋଗୁଁ ଯେଉଁମାନଙ୍କ ଘର ଭାଙ୍ଗିଛି, ସେମାନଙ୍କୁ ସରକାରୀ ଯୋଜନାରେ ତୁରନ୍ତ ନୂଆ ଘର ଯୋଗାଇ ଦିଆଯିବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ସୂଚନା…

ରାଜ୍ୟରେ ୧୩ହଜାରରୁ ଅଧିକ ଶିକ୍ଷକ ପଦବୀ ଖାଲି

ଭୁବନେଶ୍ବର:ରାଜ୍ୟର ସ୍କୁଲ ଶିକ୍ଷା ଭିତ୍ତିଭୂମି ଓ ଶିକ୍ଷକ ଅଭାବକୁ ନେଇ ବିଧାନସଭାରେ ସାମ୍ନାକୁ ଆସିଛି କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ରାଜ୍ୟରେ ହଜାର ହଜାର ଶିକ୍ଷକ ପଦବୀ ଖାଲି ପଡ଼ିଛି। ଗୃହରେ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି…

ଗିଲଙ୍କ କହୁଣୀରେ ବାଜିଲା ସିରାଜଙ୍କ ବଲ 

ତିରୁବନନ୍ତପୁରମ୍: ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ର ମାତ୍ର ଦୁଇ ଦିନ ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳ ପାଇଁ ଏକ ଚିନ୍ତାଜନକ ଖବର ଆସିଛି । ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଅଭ୍ୟାସ ସମୟରେ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ଏକ ବଲ୍ ଅଧିନାୟକ ଶୁଭମନ ଗିଲ୍‌ଙ୍କ…