Latest Odisha News

BREAKING NEWS

ସାଉଦୀ ଆରବରେ ବସିବ ୟୁକ୍ରେନ ଶାନ୍ତି କମିଟି ବୈଠକ: ଭାରତ ସମେତ ଭାଗ ନେବେ ୩୦ ଦେଶ

ଦୁବାଇ: ୟୁକ୍ରେନ-ଋଷ ମଧ୍ୟରେ ଘାମାଘୋଟ ଯୁଦ୍ଧ ଚାଲିଥିବାବେଳେ ସାଉଦୀ ଆରବ ପକ୍ଷରୁ ଅଗଷ୍ଟ ପ୍ରାରମ୍ଭରେ ଏକ ଶାନ୍ତି ବୈଠକ ବସିବ । ଏହି ବୈଠକରେ ଭାରତ ମଧ୍ୟ ସାମିଲ ହେବାର ସମ୍ଭାବନା ରହିଛି । ଜଣେ ଅଧିକାରୀଙ୍କ ସୂତ୍ରରୁ ଏହା ଜଣାପଡିଛି । ଅବଶ୍ୟ ସାଉଦୀଆରବ ଏବଂ ୟୁକ୍ରେନ ପକ୍ଷରୁ ଏ ନେଇ…

ଗଜପତି ଜିଲ୍ଲାରେ ବାଘ ଆତଙ୍କ! ଭାଇରାଲ ଭିଡିଓ ଦେଖି ଲୋକେ ଛାନିଆ

ପାରଳାମୁଖେଣ୍ଡି: ଗଜପତି ଜିଲ୍ଲାରେ ବାଘ ଆତଙ୍କ । ଲୁଚିଛପି ବୁଲୁଛି ବାଘ । ଗଜପତି ଜିଲ୍ଲାର ମୋହନା ବ୍ଲକ ଚାନ୍ଦିପୁଟ ପଞ୍ଚାୟତର ଯୋଡିପଥର ଗାଁରେ ବାଘ ଭୟରେ ଖେଳି ଯାଇଛି ଆତଙ୍କ ।   ବାଘ ବୁଲୁଥିବା ସମୟର ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି । ଗତ ୨୭…

ସୁରକ୍ଷାକର୍ମୀଙ୍କ ଗୁଳିରେ ଅନୁପ୍ରବେଶକାରୀ ନିହତ, ସର୍ଚ୍ଚ ଅପରେସନ ଜାରି

ଶ୍ରୀନଗର: ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଅନୁପ୍ରବେଶକାରୀ ନିହତ। ଜମ୍ମୁକାଶ୍ମୀର ଆରଏସ୍‌ ପୂରା ଆର୍ଣ୍ଣିଆ ସେକ୍ଟରରେ ବିଳମ୍ବିତ ରାତିରେ ଆତଙ୍କବାଦୀ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଥିଲା। ରାତି ୧.୫୦ ରେ ସୀମା ସୁରକ୍ଷା ବଳ ସେହି ଅନୁପ୍ରବେଶକାରୀଙ୍କ ଉପରେ ଗୁଳିମାଡ଼ କରିଥିଲା।…

ଆଜି ଲୋକସଭାରେ ଆଗତ ହେବ ଦିଲ୍ଲୀ ଅଧ୍ୟାଦେଶ ବିଲ୍

ନୂଆଦିଲ୍ଲୀ: ଦିଲ୍ଲୀ ଅଧ୍ୟାଦେଶ ପ୍ରସଙ୍ଗରେ ଦିଲ୍ଲୀ ସରକାର ଏବଂ କେନ୍ଦ୍ର ସରକାରଙ୍କ ବିବାଦ ଲାଗି ରହିଛି। ଦିଲ୍ଲୀରେ ସରକାରୀ ଅଧିକାରୀଙ୍କ ନିଯୁକ୍ତି ଓ ବଦଳି ସଂକ୍ରାନ୍ତ ଅଧ୍ୟାଦେଶକୁ ନେଇ ଆଜି ଲୋକସଭାରେ ଏକ ବିଲ୍‌ ଆଗତ କରାଯିବ। ପୂର୍ବରୁ ମୋଦୀ କ୍ୟାବିନେଟ୍ ଏହି ବିଲ୍‌କୁ ଅନୁମୋଦନ…

ଜମ୍ମୁ-କାଶ୍ମୀରରେ ମୁତୟନ ହେଲା ତେଜସ୍ ଏମକେ-୧

ଶ୍ରୀନଗର: ଭାରତୀୟ ବାୟୁସେନା ଜମ୍ମୁ-କାଶ୍ନୀରର ଅବନ୍ତିପୋରା ବିମାନଘାଟିରେ ହାଲୁକା ଲଢୁଆ ବିମାନ ତେଜସ୍ ଏମକେ-1 ମୁତୟନ କରିଛି। ଚୀନ ଓ ପାକିସ୍ତାନର ହରକତ ଦୃଷ୍ଟିରୁ ଏହି ଅଞ୍ଚଳ ସର୍ବଦା ସମ୍ବେଦନଶୀଳ ରହିଆସିଛି। ପାକିସ୍ତାନ ସହ ସୀମାବର୍ତ୍ତୀ କେନ୍ଦ୍ରଶାସିତ ଅଞ୍ଚଳର ଉପତ୍ୟକାରେ ଉଡ଼ାଣ…

କବିତା : ଶ୍ରୀ ଅପାରଗ ଉବାଚ

କାମଦେବ ମହାରଣା ପିଲାଦିନରୁ ହିଁ ଏମିତି ହିନସ୍ତା ମୁଁ। ନା ରୂପରେ ନା ଗୁଣରେ ନା ପାଠରେ ନା ଶାଠରେ ନା ମିଛରେ ମାହିର ନା ସତରେ ସୌଦାଗର ଏମିତି ଶବ୍ଦ ଯୋଡୁ ଯୋଡୁ ବାହାରି ପଡ଼େ ପଦେ ଅଧେ ତାକୁ କିଏ କହିବ କବିତା, ନା ମୁଁ କବି! ଏମିତି ଆସେନି ବୋଲି କିଛି ନିଦ ଏଡେଇ ଚାଲିଯାଏ…

୭ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମୋହନ ଭାଗବତ

ଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ସରସଂଘ ଚାଳକ ଡ଼. ମୋହନ ଭାଗବତ ଆଜିଠାରୁ ୭ ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ସେ ସୋମବାର ଓଡ଼ିଶା ଗସ୍ତରେ ବାହାରି ଭୁବନେଶ୍ୱର ପହଞ୍ଚିବେ। ଏହି ଗସ୍ତ ସମୟରେ ଡ଼. ଭାଗବତ ଗଣ୍ଡମୁଣ୍ଡାସ୍ଥିତ ସ୍ୱାମୀ ବିବେକାନନ୍ଦ ପାଠ୍ୟକ୍ରମ କେନ୍ଦ୍ରର…

କେନ୍ଦ୍ରର ନିର୍ଦ୍ଦେଶ ପ୍ରକୃତ ବିଜୁଳି ଶକ୍ତି ବ୍ୟବହାର ଉପରେ ସବ୍‌ସିଡି ଆକାଉଣ୍ଟିଂ ଓ ଦେୟ ପୈଠ ଉପରେ ନଜର ରଖ

ନୂଆଦିଲ୍ଲୀ: ବିଦ୍ୟୁତ୍ ବିତରଣକାରୀ କମ୍ପାନୀ ବା ଡିସ୍‌କମ୍ ଗୁଡିକର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବାରେ କେନ୍ଦ୍ର ସରକାର କେତେକ ଅତିରିକ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିରେ ଡିସ୍‌କମ୍‌ଗୁଡିକର ହିସାବପତ୍ର ରଖିବା ବ୍ୟବସ୍ଥା, ରିପୋର୍ଟିଂ, ବିଲିଂ ତଥା ରାଜ୍ୟ ସରକାର ଯୋଗାଉଥିବା…

ନିର୍ବାଚନ ପ୍ରସ୍ତୁତି: ସୋମବାର ଓଡ଼ିଶା ସାଂସଦଙ୍କୁ ଭେଟିବେ ମୋଦୀ, ଶାହ, ରାଜନାଥ, ଗଡକରୀ…

ନୂଆଦିଲ୍ଲୀ: ଦେଶର ରାଜନୈତିକ ଦଳ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ଉଭୟ ଶାସକ ଦଳ ଏବଂ ବିରୋଧୀ ପରସ୍ପର ବିରୋଧରେ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଛନ୍ତି। ଏହି ପର୍ଯ୍ୟାୟରେ, ଏନଡିଏ ସାଂସଦମାନଙ୍କର ୧୧ ଟି ବୈଠକ ଆସନ୍ତାକାଲି ଅର୍ଥାତ୍ ସୋମବାର ଠାରୁ ଆରମ୍ଭ…

ଇଣ୍ଡିଆ ଟିଭି ସର୍ଭେ ରିପୋର୍ଟକୁ ବିଜେଡି ଓ କଂଗ୍ରେସର ନାପସନ୍ଦ, ବିଜେପି ଉତ୍ସାହିତ

ଭୁବନେଶ୍ୱର: ଇଣ୍ଡିଆ ଟିଭି ସିଏନ୍ଏକ୍ସ ଜନମତ ସର୍ଭେରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଏନଡିଏକୁ ସ୍ପଷ୍ଟ ଜନାଦେଶ ମିଳିବା ପରେ ଓଡ଼ିଶାର ରାଜନୀତି ସରଗରମ ହୋଇଛି। ୫୪୩ ଲୋକସଭା ଆସନରୁ ଏନଡିଏ ୩୧୮ଟି ଆସନ ସହ ନିର୍ଣ୍ଣାୟକ ସଂଖ୍ୟା ଗରିଷ୍ଠତା ହାସଲ କରିବ ବୋଲି ସର୍ଭେରେ…