ଅଡ଼ୁଆରେ ହ୍ୟୁମାନ ସାଗରଙ୍କ ମ୍ୟାନେଜର, ବଲାଙ୍ଗୀର ଟାଉନ ଥାନାରେ ଏତଲା
ଭୁବନେଶ୍ଵର: ହ୍ୟୁମାନ ସାଗରଙ୍କ ମୃତ୍ୟୁ ପଛରେ ଅନେକ ଲୋକେ ଦାୟୀ ଥିବା ତାଙ୍କ ମାଆ ଅଭିଯୋଗ କରିଛନ୍ତି। ଏହାରି ଭିତରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ହ୍ୟୁମାନଙ୍କ ୨ ମ୍ୟାନେଜରଙ୍କୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି। କାରଣ ହ୍ୟୁମାନଙ୍କ ୨ ମ୍ୟାନେଜରଙ୍କ କଥା ଥାନାରେ ପହଞ୍ଚିଛି। ବଲାଙ୍ଗୀର…