Iran strikes in Hormuz: ଟ୍ରମ୍ପଙ୍କ ବୟାନ୍…ହର୍ମୁଜରେ ଇରାନର ଆକ୍ରମଣ, ପୁଣି ଫେରିବ କି ଯୁଦ୍ଧ?
ନୂଆଦିଲ୍ଲୀ: ଶାନ୍ତି ଆଲୋଚନା ମଧ୍ୟରେ ଇରାନ ହରମୁଜ ଦେଇ ଯାଉଥିବା ଏକ ଜାହାଜ ଉପରେ ଆକ୍ରମଣ କରିଛି। ଇରାନ ଜାହାଜଗୁଡ଼ିକୁ ତେହେରାନର ଅନୁମୋଦନ ବିନା ହରମୁଜ ପ୍ରଣାଳୀ ବ୍ୟବହାର ନକରିବାକୁ ଚେତାବନୀ ଦେବାର କିଛି ଘଣ୍ଟା ପରେ ଏହି ଆକ୍ରମଣ ହୋଇଥିଲା। ଜାତିସଂଘ ଏଜେନ୍ସିର ମହାସଚିବ ଆର୍ସେନିଓ…