Suspected gang war: ଭାରତୀୟ ବଂଶୋଦ୍ଭବ ଯୁବକଙ୍କୁ ଗୁଳି କରି ହତ୍ୟା; ଗ୍ୟାଙ୍ଗ ୱାର ସନ୍ଦେହ…
ନୂଆଦିଲ୍ଲୀ: କାନାଡାର ବର୍ନାବି ସହରରେ ଜଣେ ଭାରତୀୟ ବଂଶୋଦ୍ଭବ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ପୋଲିସ ସନ୍ଦେହ କରୁଛି ଯେ ଏହି ହତ୍ୟାକାଣ୍ଡ ଗ୍ୟାଙ୍ଗଓ୍ବାର ସହିତ ଜଡିତ ହୋଇପାରେ। ମୃତକଙ୍କ ନାମ ଦିଲରାଜ ସିଂହ ଗିଲ୍ (୨୮ ବର୍ଷୀୟ) ଏବଂ ସେ ଭାନକୁଭରର ବାସିନ୍ଦା ବୋଲି ଚିହ୍ନଟ…