ଟାଟା ସୁମୋ ଉପରେ ଖସିପଡିଲା ପାହାଡର ବଡ ଖଣ୍ଡ, ୧୩ ମୃତ
ସିମଲା: ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲା ଆଦିବାସୀ ଅଞ୍ଚଳ ପାଙ୍ଗିରେ ବଡ଼ ଧରଣର ଦୁର୍ଘଟଣା ଘଟିଛି । କିଲାଡ-ଉଦୟପୁର ରାସ୍ତାରେ କଡୁ ନାଲା ନିକଟରେ ଯାଉଥିବା ଏକ ଟାଟା ସୁମୋ ଟ୍ରକ୍ ଉପରେ ପାହାଡ଼ର ଏକ ବଡ଼ ଅଂଶ ହଠାତ୍ ଖସି ପଡ଼ିଥିଲା । ଏହି ଦୁର୍ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି ।…