Latest Odisha News

BREAKING NEWS

ବିଜୟ ଶଙ୍କରଙ୍କ ସପକ୍ଷରେ ବାହାରିଲେ ବିଜେଡି ନେତ୍ରୀ, କହିଲେ ‘ଠିକ୍ ବାଟରେ ହେଉଛି ତଦନ୍ତ’

ଜଗତସିଂହପୁର: ପୁରୁଣା ବାନ୍ଧବୀଙ୍କୁ ନେଇ ବିବାଦରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ । ବିଜୟଙ୍କ ବିରୋଧରେ ପୋଲିସ କାହିଁକି ପଦକ୍ଷେପ ନେଉ ନାହିଁ ବୋଲି ବିରୋଧୀ ଦଳ ପ୍ରଶ୍ନ କରୁଥିବା ବେଳେ ବିଧାୟକଙ୍କ ସପକ୍ଷରେ ବାହାରିଛି ବିଜେଡି । ତିର୍ତ୍ତୋଲ ମହିଳା ବିଜେଡି ପକ୍ଷରୁ ରଘୁନାଥପୁର…

ପ୍ରଫେସର ରାଜେନ୍ଦ୍ର ମହାନ୍ତିଙ୍କୁ ଲାଲ ବାହାଦୂର ଶାସ୍ତ୍ରୀ ସମ୍ମାନ ପ୍ରଦାନ

ଭୁବନେଶ୍ୱର: ବିଶିଷ୍ଟ ଶିକ୍ଷାବିତ୍ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପୁର୍ବତନ କୁଳପତି ପ୍ରଫେସର ରାଜେନ୍ଦ୍ର ପ୍ରସାଦ ମହାନ୍ତିଙ୍କୁ ଗୁରୁବାର ନୂଆ ଦିଲ୍ଲୀ ଠାରେ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଲାଲ ବାହାଦୂର ଶାସ୍ତ୍ରୀ ସମ୍ମାନ ପ୍ରଦାନ କରାଯାଇଛି । ଏହି ସମ୍ମାନ…

୨୪ରୁ ୩ ଦିନିଆ ନ୍ୟାଶାନାଲ ଟାଉନ୍ ଆଣ୍ଡ କଣ୍ଟ୍ରି ପ୍ଲାନର୍ସ କନଫରେନ୍ସ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆସନ୍ତା ୨୪ ତାରିଖରୁ ୨୬ ତାରିଖ ୨୦୨୩ ପର୍ଯ୍ୟନ୍ତ ୭୧ତମ ନ୍ୟାଶନଲ ଟାଉନ୍ ଆଣ୍ଡ୍ କଣ୍ଟ୍ରି ପ୍ଲାନର୍ସ କନ୍‌ଫରେନ୍ସର ଆୟୋଜନ କରିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ତିନିଦିନିଆ ସମ୍ମିଳନୀକୁ ଅନ୍‌ଲାଇନ୍‌ରେ ଉଦ୍‌ଘାଟନ କରିବେ । ଯେଉଁଥିରେ ୪୦୦ରୁ…

ଅମିତ ଶାହଙ୍କୁ ଅମ୍ରିତପାଲଙ୍କ ହତ୍ୟା ଧମକ

ନୂଆଦିଲ୍ଲୀ: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କୁ ଆଜି ୱାରିସ ପଞ୍ଜାବ ଦେ ସଂଗଠନର ମୂଖ୍ୟ ଅମ୍ରିତପାଲ ସିଂ ଖୋଲାଖୋଲି ଭାବେ ହତ୍ୟା ଧମକ ଦେଇଛନ୍ତି । ଅମିତ ଶାହଙ୍କ ପରିସ୍ଥିତି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପରି ହେବ ବୋଲି ସେ କହିଛନ୍ତି । ଖଲିସ୍ତାନ ସମର୍ଥକ ଅମ୍ରିତଙ୍କ…

କିଟରେ ଟାଇମ୍‍ସ ହାୟର ଏଜୁକେସନ୍‍ ଭାରତୀୟ ଫୋରମ୍‍ର ସମ୍ମିଳନୀ

ଭୁବନେଶ୍ୱର: ଶିକ୍ଷା ହେଉଛି ସାମାଜିକ ଉତ୍‍ଥାନର ଚାବି କାଠ ବୋଲି ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‍ କହିଛନ୍ତି । ଆଜି କିଟ୍‍ ବିଶ୍ୱବିଦ୍ୟାଳୟ ଓ ଟାଇମ୍‍ସ ହାୟର ଏଜୁକେସନ୍‍ ଭାରତୀୟ ବିଶ୍ୱବିଦ୍ୟାଳୟ ଫୋରମର ମିଳିତ ଆନୁକୁଲ୍ୟରେ ଅପ୍‍ଟିମାଇଜିଂ ଲର୍ଣ୍ଣିଂ ଲ୍ୟାଣ୍ଡସ୍କେପ୍‍ ଉପରେ…

୨୦ ମାସର ଶିଶୁକୁ ଡାକ୍ତର ଦେଲେ ୩ ଘଂଟା ସିପିଆର, ଆଉ ତା ପରେ…

ନୂଆଦିଲ୍ଲୀ: ଲଣ୍ଡନର ପେଟ୍ରୋଲିଆ ଡାକ୍ତରଖାନାକୁ ଏକ ୨୦ ମାସର ଶିଶୁକୁ ଗୁରୁତର ଅବସ୍ଥାରେ ଅଣା ଯାଇଥିଲା । ତା ଦେହରେ ଜୀବନ ନ ଥିଲା କହିଲେ ଭୁଲ ହେବନି । ଭଗବାନଙ୍କ ବ୍ୟତୀତ ସମସ୍ତ ପରୀକ୍ଷଣରେ ସେ ଥିଲା ମୃତ । ତେବେ ଚିକିତ୍ସା କରୁଥିବା ଡାକ୍ତର ଓ ସହଯୋଗୀମାନେ ଶେଷ ଉଦ୍ୟମ କରିଥିଲେ । ୩…

ବିରଳ;ଦିନରେ ଅଲିଭ ରିଡଲେ କଇଁଛଙ୍କ ଗଣ ଅଣ୍ଡାଦାନ

ବ୍ରହ୍ମପୁର: ଋଷିକୁଲ୍ୟା ମୁହାଁଣ ସମୁଦ୍ର ବେଳାଭୂମିରେ ଗୁରବାର ଦିନରେ ବିରଳ ଅଲିଭ ରିଡଲେ ସାମୁଦ୍ରିକ କଇଁଛଙ୍କ ଗଣ ଅଣ୍ଡାଦାନ ପ୍ରକ୍ରିୟା ଦେଖିବାକୁ ମିଳିଛି। ପାଗର ଅନୁକୂଳ ଅବସ୍ଥା ଯୋଗୁଁ ଏବଂ ଦକ୍ଷିଣା ପବନ ବୋହିବା ଫଳରେ ବର୍ତମାନ ଏହି ଅଣ୍ଡା ଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବନ ବିଭାଗ…

୩ ଦିନ ଘନ କୁହୁଡ଼ି, ବଢ଼ିବ ଦିନ ତାପମାତ୍ରା

ଭୁବନେଶ୍ୱର: ଆଜି ରାଜ୍ୟର ୯ ସହରର ତାପମାତ୍ରା ୩୭ ଡିଗ୍ରୀ ଉପରେ ରହିଛି । ବୌଦ୍ଧ, ନୟାଗଡ଼ ଏବଂ ତାଳଚେରରେ ସର୍ବାଧିକ ତାପମାତ୍ରା ୩୮ ଡିଗ୍ରୀ ରହିଛି । ଆଗାମୀ ୩ ଦିନ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘନ କୁହୁଡ଼ି ଦେଖାଯିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ୨୪…

ନବ ଦାସଙ୍କ ହତ୍ୟା ଘଟଣାରେ FBIର କୌଣସି ଭୂମିକା ନାହିଁ: ପ୍ରକାଶ ମିଶ୍ର

ଭୁବନେଶ୍ୱର: ନବ ଦାସଙ୍କୁ ହତ୍ୟା ମାମଲା ଓ ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ନେତା ତଥା ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର । କହିଛନ୍ତି, ପୋଲିସ ହେଉଛି ଏକ ଫୋର୍ସ ଏବଂ ଏକ ‘ଚେନ୍ ଅଫ୍ କମାଣ୍ଡ’ର ବ୍ୟବସ୍ଥାର ସମନ୍ୱୟ ରହିଥାଏ । ରାଜ୍ୟରେ ବହୁ ଦକ୍ଷ ପୋଲିସ ଅଧିକାରୀ…

୫୬ ବର୍ଷ ତଳର ଘଟଣା: ୧୦ ପରମାଣୁ ଅସ୍ତ୍ର ଅଚଳ କରିଥିଲେ କି ପରଗ୍ରହୀ

ୱାଶିଂଟନ: ୫୬ ବର୍ଷ ତଳେ ଆମେରିକାର ଏକ ମିଲିଟ୍ରି ବେସ ଉପରେ ୟୁଏଫଓ ଉଡିଥିବା ଦାବୀ କରାଯାଇଥିଲା । ଏପରିକି ଏଥିରେ ଥିବା ପରଗ୍ରହୀ ୧୦ଟି ପରମାଣୁ ଅସ୍ତ୍ରକୁ ଅଚଳ କରି ଦେଇଥିଲେ ବୋଲି ବାୟୁ ସେନାର ଜଣେ ପୂର୍ବତନ ଅଧିକାରୀ ଦାବୀ କରିଥିଲେ । ଦୀର୍ଘ ଦିନ ପରେ ଏବେ ଏହି ଘଟଣାର ତଦନ୍ତ ଆରମ୍ଭ…