ଶତୃକୁ ମାତ୍ ଦେବାକୁ ଆସୁଛି INS ଅର୍ନାଲା; ଜାଣନ୍ତୁ ଏହା କେତେ ଶକ୍ତିଶାଳୀ
ନୂଆଦିଲ୍ଲୀ: ଆହୁରି ଶକ୍ତିଶାଳୀ ହେବ ଭାରତୀୟ ନୌସେନା । ସେନାରେ ସାମିଲ ହେବାକୁ ଯାଉଛି ପ୍ରଥମ ସ୍ୱଦେଶୀ ଆଣ୍ଟି-ସବମରିନ୍ ଓ୍ବାରଫେୟାର ସାଲୋ ଓ୍ବାଟର କ୍ରାଫ୍ଟ । ଏହାକୁ ଜୁନ୍ ୧୮ ତାରିଖରେ ବିଶାଖାପାଟନମ୍ ର ନୌସେନା ଡାକୟାର୍ଡରୁ ପାଣିରେ ଓହ୍ଲାଯିବ । ଏହାର ନାମ INS ଅର୍ନାଲା ରଖାଯାଇଛି ।…