Latest Odisha News

ପ୍ରତି ପଞ୍ଚାୟତରେ ପାଇଁ ୧୫ ହଜାର ଟଙ୍କାର ରିଭଲଭିଂ ଫଣ୍ଡ ପାଇଁ ୧୦ କୋଟି ମଞ୍ଜୁର

ଭୁବନେଶ୍ୱର: ଗରିବ ଲୋକମାନେ ଯେପରି ତାଙ୍କ ପ୍ରିୟଜନଙ୍କ ଅନ୍ତେଷ୍ଟିକ୍ରିୟା ସଂପାଦନରେ କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆରମ୍ଭ କରିଛନ୍ତି ହରିଶ୍ଚନ୍ଦ୍ର ସହାୟତା ଯୋଜନା । ଏହି ଯୋଜନାରେ ଅନ୍ତେଷ୍ଟି ପାଇଁ ଗ୍ରାମାଞ୍ଚଳରେ ଦୁଇ ହଜାର ଟଙ୍କା ଓ…

‘ରାହୁଲ’ ଯେତେ ଅଧିକ ବିବାଦ, ସେତେ ଅଧିକ ଚମକ !

ଭୁବନେଶ୍ୱର: ବଢୁଛି ରାହୁଲଙ୍କ ଅଡୁଆ। ଗୋଟିଏ ପରେ ଗୋଟିଏ ମାନହାନି ମାମଲାରେ ଛନ୍ଦି ହୋଇପଡୁଛନ୍ତି ରାହୁଲ ଗାନ୍ଧୀ। ସୁରଟ କୋର୍ଟଙ୍କ ଦଣ୍ଡାଦେଶ ପରେ ଲୋକସଭା ସଦସ୍ୟ ପଦ ହରାଇଥିବା ରାହୁଲଙ୍କ ବିରୋଧରେ ଏବେ ସଭରକରଙ୍କ ନାତି ମାନହାନି ମାମଲା ରୁଜୁ କରିଛନ୍ତି। ସଭରକରଙ୍କ ବିରୋଧରେ ରାହୁଲ…

କର୍ଣ୍ଣାଟକ ନିର୍ବାଚନ, ବିଜେପିକୁ ହରାଇବେ ବିଜେପି ନେତା !

ଭୁବନେଶ୍ୱର: କର୍ଣ୍ଣାଟକ ବିଜେପିରେ ବିଦ୍ରୋହ ବ୍ୟାପକ ହେବାରେ ଲାଗିଛି। ଜଣଙ୍କ ପରେ ଜଣେ ନେତା ଦଳ ବିରୋଧରେ ଖୋଲାଖୋଲି ମନ୍ତବ୍ୟ ଦେବା ସହ ଦଳ ଛାଡୁଥିବା ଦେଖାଯାଇଛି। ବହୁ ବିଚାରବିମର୍ଶ ପରେ ଦଳ ପ୍ରଥମ ପର୍ଯ୍ୟାୟ ଟିକେଟ ଘୋଷଣା କରିଛି। ଏପରିକି ବହୁ ନୂଆ ଚେହେରାକୁ ଏଥର ନିର୍ବାଚନରେ ଦଳ…

୪୩.୫ ଡିଗ୍ରୀ ସହ ବାରିପଦା ସବୁଠୁ ଉତ୍ତପ୍ତ ସହର, ଆଉ ୨ ଦିନ ବଢ଼ିବ ତାତି

ଭୁବନେଶ୍ୱର: ଅସହ୍ୟ ଖରାରେ ସିଝୁଛି ଓଡ଼ିଶା । ଆଜି ରାଜ୍ୟର ୨୫ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ରହିଛି । ୪୩.୫ ଡିଗ୍ରୀ ସହ ରାଜ୍ୟର ଉତ୍ତପ୍ତ ସହର ପାଲଟିଛି ବାରିପଦା । ବାରିପଦାକୁ ବାଦ ଦେଲେ ୮ଟି ସ୍ଥାନରେ ପାରଦ ଆଜି ୪୨ ଡିଗ୍ରୀ ଉପରେ ରହିଛି । ଦିନ ୧୦ଟା ପରେ ପଦାକୁ ବାହାରିବା ସମ୍ଭବ…

ରାହୁଲ ଗାନ୍ଧୀଙ୍କ ମାନହାନୀ ମାମଲା: ଏପ୍ରିଲ ୨୦ରେ ଆସିବ ରାୟ

ନୂଆଦିଲ୍ଲୀ: ମାନହାନୀ ମାମଲାରେ ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ ନିର୍ଦ୍ଦେଶ ଉପରେ ରୋକ୍ ଲଗାଇବାକୁ ହୋଇଥିବା ଆବେଦନର ଆଜି(ଏପ୍ରିଲ୍ ୧୩) ଶୁଣାଣି ହୋଇଛି। ସୁରତ ସେସନ କୋର୍ଟ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି। ଏପ୍ରିଲ ୨୦ ତାରିଖରେ କୋର୍ଟ ନିଜ ରାୟ ଶୁଣାଇବେ। ଆଜି ଶୁଣାଣି…

ପାକିସ୍ତାନରେ ଦୂତାବାସ ବନ୍ଦ କଲା ସ୍ୱିଡେନ

ଇସଲାମବାଦ: ୟୁରୋପୀୟ ଦେଶ ସ୍ୱିଡେନ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି । ପାକିସ୍ତାନରେ ଥିବା ଦୂତାବାସକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ସ୍ୱିଡେନ ବନ୍ଦ କରି ଦେଇଛି । ପାକିସ୍ତାନରେ ଏବେ ବିଭିନ୍ନ ପ୍ରକାରର ସଙ୍କଟ ଲାଗି ରହିଛି । ଏହାକୁ ଦେଖି ସୁରକ୍ଷା ଦୃଷ୍ଟିକୋଣରୁ ଏହି…

ପଦ୍ମ ଛାଡ଼ି ଶଙ୍ଖ ଫୁଙ୍କିଲେ ଦେବଗଡ଼ ବିଜେପି ସଭାପତି ମୀନକେତନ

ଭୁବନେଶ୍ୱର: ଦେବଗଡ଼ ଜିଲ୍ଲା ବିଜେପି ସଭାପତି ମୀନକେତନ ପ୍ରଧାନ ବିଜେପି ଛାଡ଼ି ବିଜେଡିରେ ମିଶିଛନ୍ତି । ମୀନକେତନ ବିଜେଡିରେ ମିଶିବା ପରେ ବିଜେପି ଦେବଗଡ଼ ଜିଲ୍ଲା ସଭାପତି ଭାବେ ଅରୁଣ କୁମାର ସାହୁଙ୍କୁ ଦାୟିତ୍ୱ ଦେଇଛି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ…

ଏନ୍‌ସିଆର୍‌ଟି ରାଜନୀତି ବିଜ୍ଞାନ ବହିରୁ ହଟିଲା ମୌଲାନା ଅବୁଲ କଲାମ ଆଜାଦଙ୍କ ନାଁ

ନୂଆଦିଲ୍ଲୀ: ନ୍ୟାସ୍‌ନାଲ କାଉନସିଲ ଅଫ୍‌ ଏଜୁକେସଶନାଲ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (ଏନ୍‌ସିଆର୍‌ଟି) ସିଲାବସ୍‌ରେ ବଡ଼ ପରିବର୍ତ୍ତନ ହୋଇଛି। ପ୍ରଥମେ ମହାତ୍ମା ଗାନ୍ଧୀଙ୍କ ବିଷୟରେ ପାଠ୍ୟ ହଟାଇବା ପରେ ଏବେ ଦେଶର ପ୍ରଥମ ଶିକ୍ଷାମନ୍ତ୍ରୀ ମୌଲାନା ଅବୁଲ କଲାମ ଆଜାଦଙ୍କର କଥା ବି ହଟାଇ ଦିଆଯାଇଛି।…

ଅଲ୍‌ ଇଣ୍ଡିଆ ମୁସ୍‌ଲିମ ପର୍ସନାଲ୍ ଲ ବୋର୍ଡର ଅଧ୍ୟକ୍ଷ ମୌଲାନା ରାବେ ହସନୀ ନଦୱିଙ୍କର ପରଲୋକ

ନୂଆଦିଲ୍ଲୀ: ଅଲ୍‌ ଇଣ୍ଡିଆ ମୁସ୍‌ଲିମ ପର୍ସନାଲ୍ ଲ ବୋର୍ଡର ଅଧ୍ୟକ୍ଷ ମୌଲାନା ରାବେ ହସନୀ ନଦୱିଙ୍କର ପରଲୋକ ହୋଇଛି। ଆଜି ଲକ୍ଷ୍ନୌରେ ୯୪ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସୂଚନା ଅନୁସାରେ ବୟସାଧିକ କାରଣରୁ ସେ ଦୀର୍ଘଦିନ ହେବ ଅସୁସ୍ଥ ଥିଲେ। ତାଙ୍କୁ ଚିକିତ୍ସା ପାଇଁ…

ଓଡ଼ିଶାରେ ୧.୨ ଏମଟିପିଏ କ୍ଷମତା ସଂପନ୍ନ ରେଳ ମିଲ ସ୍ଥାପନ କରିବ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର

ଭୁବନେଶ୍ବର: ଆତ୍ମନିର୍ଭର ଭାରତ ପଥରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) ପକ୍ଷରୁ ଅନୁଗୋଳରେ ଅବସ୍ଥିତ ଷ୍ଟିଲ କମ୍ପ୍ଲେକ୍ସ ଠାରେ ୧.୨ ଏମଟିପିଏ କ୍ଷମତା ସଂପନ୍ନ ନୂତନ ରେଳ ମିଲ ସ୍ଥାପନ କରିବ । ଏହା ସ୍ଥାପିତ ହୋଇଗଲା ପରେ ଜେଏସପିର ସମୁଦାୟ ରେଳ ଧାରଣା ତିଆରି କ୍ଷମତା ୨.୨ ଏମଟିପିଏ…