ଏନ୍ଏଚ୍-୫୭ ଦୁର୍ଗା ବଜାର ନିକଟରେ ବୋମାମାଡ଼,୪ ଆହତ
ନୟାଗଡ଼:ଦିନ ଦ୍ୱିପ୍ରହରରେ ଆଜି ବିଚ ରାସ୍ତାରେ ବୋମା ମାଡ଼। ଏନ୍ଏଚ୍-୫୭ ନୟାଗଡ଼ ଦଶପଲ୍ଲା ଦୁର୍ଗା ବଜାର ନିକଟରେ ବୋମାମାଡ଼ ହୋଇଥିବା ଜଣାପଡିଛି। ବୋମାମାଡ଼ରେ ୪ ଜଣ ଆହତ ହୋଇଛନ୍ତି ।ଘଟଣା ପରେ ବୋମାମାଡ କରିଥିବା ଦୁର୍ବୃତ୍ତ ଫେରାର ହୋଇ ଯାଇଥିଲେ । ଆହତମାନଙ୍କୁ ଉଦ୍ଧାର କରି…