Latest Odisha News

କାର୍ତିକ ଆର୍ଯ୍ୟନଙ୍କ ଶେହଜାଦାର ଘୁଂଚିଲା ରିଲିଜ ଡେଟ

ମୁମ୍ବାଇ: ଶାହାରୁଖ ଖାଁଙ୍କ ପଠାନ ଭଲ ବ୍ୟବସାୟ କରୁଥିବରୁ କାର୍ତିକ ଆର୍ଯ୍ୟନ ଏବଂ ଶେହଜାଦର ମେକର୍ସ ବୁଦ୍ଧିମାନର ପଦକ୍ଷେପ ଗ୍ରହଣ କରିଛନ୍ତି । ବଲିଉଡ ହଙ୍ଗାମାରେ ପ୍ରକାଶିତ ରିପୋର୍ଟ ଅନୁସାରେ ଶେହଜାଦାକୁ ଆଉ ସପ୍ତାହ ପରେ ରିଲିଜ କରିବା ପାଇଁ ମେକର୍ସ ନିଷ୍ପତି ନେଇଛନ୍ତି । ଫେବୃୟାରୀ…

ଖୁବ ଶୀଘ୍ର ପଠାନ ୨

ମୁମ୍ବାଇ: ବଲିଉଡର କିଙ୍ଗ ଖାଁ ୪ ବର୍ଷ ପରେ ସିଲଭର ସ୍କ୍ରିନକୁ ପଠାନ ମାଧ୍ୟମରେ ପ୍ରତ୍ୟାବର୍ତନ କରିଥିଲେ । ଏହା ବକ୍ସ ଅଫିସରେ ଝଡ ସୃଷ୍ଟି କରିବା ପରେ ସିଦ୍ଧାର୍ଥ ଆନନ୍ଦ ବେଶ ଉତ୍ସାହିତ ହୋଇ ପଡିଛନ୍ତି । ଦର୍ଶକ ଏହି ଫିଲ୍ମକୁ ପସନ୍ଦ କରିଥିବାରୁ ଖୁବ ଶୀଘ୍ର ପଠାନ ୨ ଉପରେ କାମ ଆରମ୍ଭ ହେବ…

ଗିରଫ ପରେ ଚାକିରିରୁ ବିଦା ହେଲେ ଏଏସ୍ଆଇ ଗୋପାଳ ଦାସ

ଝାରସୁଗୁଡ଼ା: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରିଥିବା ଏଏସ୍ଆଇ ଗୋପାଳ ଦାସଙ୍କୁ ଚାକିରିରୁ ବିଦା କରାଯାଇଛି । କ୍ରାଇମବ୍ରାଞ୍ଚ ଗୋପାଳଙ୍କୁ ଗିରଫ କରିବା ପରେ ଚାକିରିରୁ ବରଖାସ୍ତ କରିଛନ୍ତି ଝାରସୁଗୁଡ଼ା ଏସପି । ଏଏସଆଇ ଗୋପାଳ ଦାସ ଗାନ୍ଧୀ ଛକ ଫାଣ୍ଡିରେ ମୁତୟନ ଥିଲେ । ଗତକାଲି…

ଭାରତୀୟ ପୁରୁଷ ହକି ଦଳର କୋଚ୍ ପଦରୁ ଇସ୍ତଫା ଦେଲେ ଗ୍ରାହମ ରିଡ୍

ନୂଆଦିଲ୍ଲୀ: ହକି ବିଶ୍ୱକପରେ ଭାରତୀୟ ଦଳର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା । ଏପରିକି ଘରୋଇ ଗ୍ରାଉଣ୍ଡ, ପ୍ରତିକୂଳ ପାଗ ଏବଂ ବିପୁଳ ସମର୍ଥନ ସତ୍ତ୍ୱେ କ୍ୱାର୍ଟର ଫାଇନାଲକୁ ଯାଇ ପାରି ନଥିଲା ଭାରତ । ବିଶ୍ୱକପରେ ଖରାପ ପ୍ରଦର୍ଶନ ପରେ ଭାରତୀୟ ପୁରୁଷ ହକି ଦଳର ମୁଖ୍ୟ କୋଚ୍ ଗ୍ରାହମ ରିଡ୍…

ମାଆକୁ ଡାହାଣୀ କହୁଥିଲେ, ଝିଅ ଭାରତକୁ କରାଇଲେ ବିଶ୍ୱ ଚାମ୍ପିୟନ

ମୋରାଦାବାଦ: ୧୯ ବର୍ଷରୁ କମ ମହିଳା ଟି୨୦ ବିଶ୍ୱକପ କ୍ରିକେଟରେ ଭାରତ ଚାମ୍ପିୟନ ହେବାର ସୌଭାଗ୍ୟ ଅର୍ଜନ କରିଛି । ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ଅର୍ଚ୍ଚନା ଦେବୀ । ଇଂଲଣ୍ଡର ଗ୍ରେସ ସ୍କ୍ରିଭେନ୍ସ ଓ ନିମାହ ହୋଲାଣ୍ଡଙ୍କ ୱିକେଟ ଅକ୍ତିଆର କରି ସେ ଭାରତ ପକ୍ଷକୁ ମ୍ୟାଚ…

ଇରାନ ଭିତରେ ପ୍ରବେଶ କରି ଡ୍ରୋନ ଫ୍ୟାକ୍ଟ୍ରି ଉଡାଇଲା ଇସ୍ରାଏଲର କିଲର ଡ୍ରୋନ

ତେହେରାନ: ଇସ୍ରାଏଲର ବାୟୁସେନା ଇରାନ ସୀମା ଭିତରେ ପ୍ରବେଶ କରି ଏକ ବଡ ଡ୍ରୋନ ଫ୍ୟାକ୍ଟ୍ରି ଉଡେଇ ଦେଇଛନ୍ତି । ଏଥିପାଇଁ ସେନା ପକ୍ଷରୁ ସ୍ୱତନ୍ତ୍ର ଭାବେ ନିର୍ମିତ କିଲର ଡ୍ରୋନକୁ ମିଶନରେ ପଠା ଯାଇଥିଲା । ଆମେରିକା ଗୋଇନ୍ଦା ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସିଆଇଏ ମୂଖ୍ୟଙ୍କ ଗସ୍ତ…

ପିଚ ଉପରେ ରାଗିଗଲେ ହାର୍ଦ୍ଦିକ ପାଣ୍ଡ୍ୟା

ରାଂଚି: ଭାରତ ଟି୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୬ ୱିକେଟରେ ପରାସ୍ତ କରିଛି । ତେବେ ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚରେ ପୀଚକୁ ନେଇ ଟିମ ଇଣ୍ଡିଆ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହି ପିଚ ଟି୨୦ ଖେଳିବା ପାଇଁ…

ଡିଭାଇଡରରେ ପିଟି ହୋଇ ଜଳିଗଲା ସେବାସଦନ ବସ୍

ଦଶପଲ୍ଲା: ବାଣୀଗୋଚ୍ଛା ନିକଟରେ ଅଘଟଣ । ଡିଭାଇଡରରେ ପିଟି ହେବା ପରେ ହୁତୁହୁତୁ ହୋଇ ଜଳିଗଲା ବସ୍‌   । ସୂଚନା ଅନୁଯାୟୀ ହରଭଙ୍ଗା ଅଭିମୁଖେ ଯିବା ସମୟରେ ଡିଭାଇଡରରେ ପିଟି ହୋଇଥିଲା ପରେ ବସ୍ ଟି ଜଳିଯାଇଥିଲା   । ଏନେଇ ସମସ୍ତ ରୋଗୀ ସମେତ ବସ୍ ଚାଳକ ସୁରକ୍ଷିତ ଉଦ୍ଧାର ହୋଇଥିବା…

କବିତା : ସାଦା ପୃଷ୍ଠା

ରାମକୃଷ୍ଣ ସାଦା କାଗଜ ଖଣ୍ଡେ ସତେବା ଉଡିଆସେ ଶୂନ୍ୟରୁ ପବନରେ ଜମାରୁ ଉତୁରେ ନାହିଁ ହୃଦୟ ଯେତେ ଚେଷ୍ଟା କଲେ ସେ କାଗଜରେ କେବଳ ତେଢା ବଙ୍କା ଗୋଟେ ଚିତ୍ର ଆବୁରୁ ଜାବୁରୁ କିଛି ଶବ୍ଦ ମନ ତ ସମୟ ପରି ପିଚ୍ଛିଳ ଗଳିଯାଏ ଶବ୍ଦର ଆଙ୍ଗୁଠି ଫାଙ୍କରେ କେତୋଟି ଅଙ୍କ ବିଶିଷ୍ଟ…

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର: ଡାକ୍ତରଙ୍କ ତମାମ୍ ପ୍ରଚେଷ୍ଟା ସତ୍ତ୍ୱେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ ହୋଇଛି । ନବ ଦାସଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକବ୍ୟକ୍ତ କରିଛନ୍ତି । କହିଛନ୍ତି, ନବଙ୍କୁ ବଞ୍ଚାଇବା ଲାଗି ଡାକ୍ତର ସମସ୍ତ ଚେଷ୍ଟା କରିଥିଲେ । ଦୁର୍ଭାଗ୍ୟବଶତଃ ସମ୍ଭବ…