Latest Odisha News

BREAKING NEWS

Low Pressure: ଲଘୁଚାପ ଆଣୁଛି ବଡ଼ ବର୍ଷା: ବାତ୍ୟା ଆଶଙ୍କା, ଚାଷୀଙ୍କ ମନରେ ଛନକା

ଭୁବନେଶ୍ବର: ଲଘୁଚାପ ଆଣୁଛି ବଡ଼ ବର୍ଷା। ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତାକାଲି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଦିନକ ପରେ ୨୪ ତାରିଖରେ ଅଧିକ ଘନୀଭୂତ ହୋଇ ଏହା ଡିପ୍ରେସନର ରୂପ ନେବ। ଏହା ପରେ ଘନୀଭୂତ ହୋଇ ୨୬ କିମ୍ବା ୨୭…

ଲୁଣ ଭାବି ଥିମେଟ ଖାଇ ୩ ଶିଶୁ ଗୁରୁତର, ମେଡିକାଲରେ ଭର୍ତ୍ତି

ବାଲେଶ୍ବର: ଲୁଣ ଭାବି ଥିମେଟ ଖାଇଦେଲେ ୩ ଶିଶୁ। ଗୁରୁତର ଅବସ୍ଥାରେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ ମହିଷାପଟ୍ଟା ପଞ୍ଚାୟତ ଶାଳବଣୀ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏହି ୩ ଶିଶୁ ଅଜାଣତରେ ଥିମେଟ ଖାଇ ବର୍ତ୍ତମାନ…

Notam issued by India: ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ନିକଟରେ NOTAM ଜାରି କଲା ଭାରତ

ନୂଆଦିଲ୍ଲୀ: ଭାରତ ନଭେମ୍ବର ୨୫ ରୁ ୨୭, ୨୦୨୫ମଧ୍ୟରେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ପାଖରେ ସମ୍ଭାବ୍ୟ କ୍ଷେପଣାସ୍ତ୍ର ପରୀକ୍ଷଣ ପାଇଁ ଏକ NOTAM (ନୋ-ଫ୍ଲାଏ ଜୋନ୍ ଚେତାବନୀ) ଜାରି କରିଛି। ଏହି ଚେତାବନୀ ଟ୍ରାଇ-ସର୍ଭିସେସ୍ ଥିଏଟର କମାଣ୍ଡ ଅଧୀନରେ ବଙ୍ଗୋପସାଗର ଅଞ୍ଚଳ ପାଇଁ ଜାରି…

ଆସନ୍ତାକାଲି ଓଡ଼ିଶା ଆସିବେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ବିହାର ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡିଏର ଚମତ୍କାର ବିଜୟ ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି। ବିହାର ବିଜୟ ପରେ ରାଜ୍ୟକୁ ଏହା ତାଙ୍କର ପ୍ରଥମ ଗସ୍ତ। ଏହି ସମୟରେ ଧର୍ମେନ୍ଦ୍ର ବିଭିନ୍ନ…

ନିର୍ବନ୍ଧ କଲେ କି ହାର୍ଦ୍ଦିକ ପାଣ୍ଡ୍ୟା…

ନୂଆଦିଲ୍ଲୀ: ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ମଡେଲ ମାହିକା ଶର୍ମାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସେମାନଙ୍କର ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି।ମାହିକାଙ୍କ ହାତରେ ଏକ ସୁନ୍ଦର ମୁଦି ଦେଖି ଉଭୟଙ୍କର ନିର୍ବନ୍ଧ ହୋଇସାରିଥିବା ନେଇ କୁହାଯାଉଛି। ତେବେ ହାର୍ଦ୍ଦିକ…

G20 Summit in South Africa: ୩ଦିନିଆ ଗସ୍ତରେ ଦକ୍ଷିଣଆଫ୍ରିକା ଯିବେ ପ୍ରଧାନମନ୍ତ୍ରୀ ମୋଦୀ, ଯୋଗଦେବେ G20…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ନଭେମ୍ବର ୨୧ ତାରିଖରୁ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଉଛନ୍ତି। ଏହି ଗସ୍ତ ସମୟରେ ସେ ନଭେମ୍ବର ୨୧ ରୁ ୨୩ ତାରିଖ ପର୍ଯ୍ୟନ୍ତ ଜୋହାନ୍ସବର୍ଗରେ ଅନୁଷ୍ଠିତ ହେବାକୁ ଥିବା G-20 ସମ୍ମିଳନୀରେ ଅଂଶଗ୍ରହଣ କରିବେ। ବୁଧବାର ଦିନ ବୈଦେଶିକ…

ପଲାଶ ମୁଚଲଙ୍କ ସହ ନିର୍ବନ୍ଧ କନଫର୍ମ କଲେ ସ୍ମୃତି ମନ୍ଧାନା

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ୍ ଓ ବିଶ୍ୱକପ୍ ବିଜୟିନୀ ସ୍ମୃତି ମନ୍ଧାନା ତାଙ୍କ ଇନଷ୍ଟାଗ୍ରାମରେ ସଂଗୀତଜ୍ଞ ପଲାଶ ମୁଚଲଙ୍କ ସହ ତାଙ୍କର ନିର୍ବନ୍ଧକୁ ନେଇ ଏକ ରିଲ୍ ସେୟାର କରିଛନ୍ତି। ଜେମିମାହ ରଡ୍ରିଗ୍ସ, ଶ୍ରେୟଙ୍କା ପାଟିଲ୍, ରାଧା ଯାଦବ ଏବଂ ଅରୁନ୍ଧତୀ…

ମାଟ୍ରିକ ପରୀକ୍ଷା ୨୦୨୬: ନଭେମ୍ବର ୨୮ ଯାଏଁ ବଢିଲା ଫର୍ମ ପୂରଣ ଅବଧି

ଭୁବନେଶ୍ୱର: ବାର୍ଷିକ HSC, SOSC (ପ୍ରଥମ) ଏବଂ ମଧ୍ୟମା ପରୀକ୍ଷା ୨୦୨୬ ପାଇଁ ଫର୍ମ ପୂରଣ ଶେଷ ତାରିଖ ନଭେମ୍ବର ୨୮ ପର୍ଯ୍ୟନ୍ତ ବୃଦ୍ଧି ପାଇଥିବା ନେଇ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସଇ) ତରଫରୁ ଗୁରୁବାର ଦିନ ସୂଚନା ଦିଆଯାଇଛି। ବିଭିନ୍ନ ସ୍କୁଲ ଫର୍ମ ପୂରଣ ପ୍ରକ୍ରିୟା ପାଇଁ…

ଧର୍ମଶାଳା ବ୍ଲକ ଅଧ୍ୟକ୍ଷା ହେଲେ ବିଜେପି ସମର୍ଥିତ ସୁଚିସ୍ମିତା ଦାସ; ନିର୍ଦ୍ବନ୍ଦ୍ବରେ ହେଲେ ନିର୍ବାଚିତ

ଯାଜପୁର: ଧର୍ମଶାଳା ବ୍ଲକ ଅଧ୍ୟକ୍ଷା ହେଲେ ବିଜେପି ସମର୍ଥିତ ସୁଚିସ୍ମିତା ଦାସ । ସୁଚିସ୍ମିତା ଦାସ ନିର୍ଦ୍ଵନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ପୂର୍ବାହ୍ନ ୧୧ଟା ଯାଏଁ ତାଙ୍କ ପ୍ରତିଦ୍ବନ୍ଦୀ ଭାବରେ କେହି ପ୍ରାର୍ଥୀ ପତ୍ର ଦାଖଲ କରିନଥିଲେ। ତେଣୁ ନିର୍ବାଚନ ଅଧିକାରୀ ତଥା ତହସିଲଦାର ସମୀର…

ଅସୁରକ୍ଷିତ ଅଟ୍ଟାଳିକା କାହିଁକି ଭଙ୍ଗାଯାଇନାହିଁ ପଚାରିଲେ ହାଇକୋର୍ଟ…ଜବାବ ରଖିଲେ ADM

କଟକ: କଟକ ମଣିସାହୁ ଛକ କୋଠା ବାଲକୋନୀ ଭୁଶୁଡ଼ିବା ଘଟଣାକୁ ଉଦ୍‌ବେଗ ପ୍ରକାଶ କଲେ ହାଇକୋର୍ଟ । ହାଇକୋର୍ଟ ଅସୁରକ୍ଷିତ ଅଟ୍ଟାଳିକା କାହିଁକି ଭଙ୍ଗାଯାଇନାହିଁ ପଚାରିଛନ୍ତି । ତେବେ ହାଇକୋର୍ଟରେ ଜବାବ ରଖିଛନ୍ତି କଟକ ଅତିରିକ୍ତ ଜିଲ୍ଲାପାଳ । ସୂଚନାଥାଉକି, ବ୍ୟକ୍ତିଗତ ଭାବେ ହାଇକୋର୍ଟରେ…