ଫିଫା ବିଶ୍ୱକପ: ଏହି ଟିମର ଖେଳାଳିମାନେ ପତ୍ନୀ, ବାନ୍ଧବୀଙ୍କ ସହ ରହୁଛନ୍ତି ହୋଟେଲରେ
ନୂଆଦିଲ୍ଲୀ: ଫିଫା ବିଶ୍ୱକପରେ ଦଳ କିପରି ଭଲ ପ୍ରଦର୍ଶନ କରିବ ସେଥିପାଇଁ ଫେଡେରେଶନଗୁଡିକ ଅନେକ ପ୍ରକାର କଠୋର ନିୟମ ଲାଗୁ କରିଥାନ୍ତି । ଯାହା ଫଳରେ ଖେଳାଳି କେବଳ ମ୍ୟାଚ ଉପରେ ଫୋକସ କରିବ । ଏଥିପାଇଁ କେତେକ ଟିମ ପତ୍ନୀ, ପରିବାର ସଦସ୍ୟ ଓ ବାନ୍ଧବୀଙ୍କ ସହ ଏକତ୍ର ରହିବା ଉପରେ ମଧ୍ୟ କଟକଣା…