Latest Odisha News

BREAKING NEWS

ଓଡ଼ିଶାକୁ ଇନ୍‌ଫ୍ଲୁଏଞ୍ଜା ଭୟ, ସତର୍କ ରହି ମାସ୍କ ପିନ୍ଧିବାକୁ ପରାମର୍ଶ

ଭୁବନେଶ୍ୱର: ଓଡ଼ିଶାକୁ ଫେରିଲା କି H1N1 ଭୟ। ଦିଲ୍ଲୀ, କର୍ଣ୍ଣାଟକ ପରେ ଏବେ ଓଡ଼ିଶାରେ ବି ଏନେଇ ସତର୍କତା ଜାରି କରାଗଲାଣି। ଦିଲ୍ଲୀ, କର୍ଣ୍ଣାଟକ ଓ କେରଳରେ H1N1 ଭାଇରସ ସ୍ୱାଇନ୍ ଫ୍ଲୁରେ ଲୋକଙ୍କୁ ସଂକ୍ରମିତ କରିବାରେ ଲାଗିଛି। ଏହି ଭାଇରସ ହରିୟଣା, ପଞ୍ଜାବ ଓ ୟୁପିରେ ମଧ୍ୟ ଚିହ୍ନଟ…

ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଆରମ୍ଭ ହେଲା କସରତ: ସେପ୍ଟେମ୍ବର ୩ରୁ ଭୋଟର ସର୍ଭେ

ଭୁବନେଶ୍ୱର: ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ସ୍ୱଚ୍ଛ ଓ ନିର୍ଭୁଲ ଏବଂ ବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଭୋଟର ତାଲିକାରେ ଥିବା ତ୍ରୁଟି ଗୁଡିକୁ ଦୂର କରିବା ଲକ୍ଷ୍ୟରେ ରାଜ୍ୟରେ ଏକ ବିଶେଷ ପାଇଲଟ୍ ସର୍ଭେ ଅଭିଯାନ ଭୁବନେଶ୍ୱର ମହାନଗର ନିଗମରେ…

ସେପ୍ଟେମ୍ବର ଶେଷ ସୁଦ୍ଧା ସ୍କୁଲ୍‌ ପିଲାଙ୍କର ହେବ ସମେଟିଭ୍ ଆସେସମେଣ୍ଟ: ଓସେପାର ନିର୍ଦ୍ଦେଶ

ଭୁବନେଶ୍ୱର: ସେପ୍ଟେମ୍ବର ଚତୁର୍ଥ ସପ୍ତାହରେ ସମେଟିଭ ଆସେସମେଣ୍ଟ-୧ ପରୀକ୍ଷା। ଶିଶୁବାଟିକା-୩ରୁ ଅଷ୍ଟମ ଶ୍ରେଣୀ ଯାଏ ସମସ୍ତ ବିଦ୍ୟାଳୟରେ ହେବ ପରୀକ୍ଷା। ସମେଟିଭ-୧ ପରୀକ୍ଷା ଠିକ ସମୟରେ କରିବାକୁ DEO ମାନଙ୍କୁ ଦିଆଯାଇଛି ନିର୍ଦ୍ଦେଶ। ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ…

ନେପାଳ ବନ୍ୟା ବିଭୀଷିକା: ୪ ଓଡ଼ିଆ ମୃତ

ଦିଗପହଣ୍ଡି: ନେପାଳରେ ବୁଧବାରର ଭୟଙ୍କର ବନ୍ୟା ପରେ ତ୍ରିଶୁଳି-3A ସମେତ ଜଳବିଦ୍ୟୁତ୍ ପ୍ରକଳ୍ପ ସୁଡ଼ଙ୍ଗ ଭିତରେ ଫସି ରହିଥିଲେ ଶହ ଶହ ଲୋକ। ସେମାନଙ୍କୁ ଉଦ୍ଧାର କରିବା ପାଇଁ ନେପାଳ ପ୍ରୟାସ ବୃଦ୍ଧି କରୁଛି। ଏହି ବିଭୀଷିକାରେ ୪ ଓଡିଆଙ୍କର ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ…

ରାଜ୍ୟରେ ଖୋଲିଲା ତୃତୀୟ ଚାଉଳ ATM, ଉଦ୍‌ଘାଟନ କଲେ ଯୋଗାଣ ମନ୍ତ୍ରୀ

ଢେଙ୍କାନାଳ: ଓଡ଼ିଶାର ତୃତୀୟ ଚାଉଳ ATM (Grain ATM) ଢେଙ୍କାନାଳ ଜିଲ୍ଲାରେ ଉଦ୍‌ଘାଟିତ ହୋଇଯାଇଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି। ହିତାଧିକାରୀଙ୍କୁ ୨୪ ଘଣ୍ଟା ସେବା ଯୋଗାଇବ ଚାଉଳ ATM। ଫିଙ୍ଗର ପ୍ରିଣ୍ଟ…

Pitabas Panda Murder Case:ପୀତବାସ ପଣ୍ଡା ହତ୍ୟା ମାମଲା;ବିକ୍ରମ ପଣ୍ଡାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ…

କଟକ:ବହୁଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ହାଇକୋର୍ଟ । ଗତ ଜୁଲାଇ ୩୧ ତାରିଖରେ ଜାମିନ୍ ଆବେଦନର ଶୁଣାଣି ଶେଷ ହୋଇଥିବାବେଳେ ରାୟ ସଂରକ୍ଷିତ ରହିଥିଲା। ପୂର୍ବରୁ ଜିଲ୍ଲା କୋର୍ଟରେ ବିକ୍ରମ…

କଟକରୁ ନିଖୋଜ ୭ ବର୍ଷର ଝିଅ ଉଦ୍ଧାର

କଟକ: କଟକ ରେଳ ଷ୍ଟେସନରୁ ନିଖୋଜ ଜଣେ ସାତ ବର୍ଷର ଝିଅକୁ ଉଦ୍ଧାର କରାଯାଇଛି। ଯେଉଁଠାରେ ସେ ନିଜ ଜେଜେ ବାପା ଓ ଜେଜେମାଆଙ୍କ ସହିତ ଟ୍ରେନ୍ ଚଢ଼ିବାକୁ ଅପେକ୍ଷା କରିଥିଲେ। ନାବାଳିକାକୁ ଉଦ୍ଧାର କରିଛି କମିଶନରେଟ୍‌ ପୋଲିସ। ଅପହରଣ କରିଥିବା ବୃଦ୍ଧ କଟକ ବାଲିକୁଦା ଅଞ୍ଚଳର ସୂଚନା ମିଳିଛି।…

ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର; ବିନା ଭିସାରେ ୩୦ ଦିନ ବୁଲିପାରିବେ ଏହି ଦେଶ…

ନୂଆଦିଲ୍ଲୀ: ଭାରତୀୟ ପର୍ଯ୍ୟଟକ ଏବଂ ବ୍ୟବସାୟୀଙ୍କ ପାଇଁ ଏକ ବଡ଼ ଖବର ଅଛି। ଉଜବେକିସ୍ତାନ ଭାରତୀୟ ନାଗରିକଙ୍କ ପାଇଁ ୩୦ ଦିନିଆ ଭିସା-ଫ୍ରି ବ୍ୟବସ୍ଥା ଘୋଷଣା କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଜବେକିସ୍ତାନ ଗସ୍ତ ସମୟରେ ରାଷ୍ଟ୍ରପତି ଶଭକତ ମିର୍ଜିୟୋୟେଭ ରବିବାର ଏହି ଘୋଷଣା…

ଗିରଫ ଡିଏଲଓ ଆକାଶ ବିସୋଇଙ୍କ ଘରେ ଚଢ଼ାଉ, ୭.୨୯ ଲକ୍ଷ ନଗଦ ଜବତ

ଭୁବନେଶ୍ୱର: ଲାଞ୍ଚ ନେବା ଅଭିଯୋଗରେ ଗିରଫ ହୋଇଥିବା କେନ୍ଦୁଝର ଜିଲ୍ଲା ଶ୍ରମ ଅଧିକାରୀ (ଡିଏଲଓ) ଆକାଶ ବିସୋଇଙ୍କ ଘର ପରିସରରେ ଚଢାଉ ସମୟରେ ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ୭,୨୯,୨୦୦ ଟଙ୍କା ଏବଂ ୩୦୦ ଗ୍ରାମରୁ ଅଧିକ ସୁନା ଅଳଙ୍କାର ଜବତ କରିଛନ୍ତି। ଓଏଲଏସ-୧ ଅଧିକାରୀ ଆକାଶ ବିସୋଇ…

ଦୁଇ ଦିନ ଧରି ଚାଲିବ ରତ୍ନ ଭଣ୍ଡାର ଗଣତିମଣତି

ଭୁବନେଶ୍ୱର: ପୁରୀ ଶ୍ରୀ ମନ୍ଦିରର ରତ୍ନ ଭଣ୍ଡାରରେ ଗଚ୍ଛିତ ମୂଲ୍ୟବାନ ଅଳଙ୍କାରଗୁଡ଼ିକର ଗଣତିମଣତି ଆଜିଠାରୁ ଆରମ୍ଭ ହେବ। ଏନେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ଘୋଷଣା କରିଛି। ଏହା ଦୁଇ ଦିନ ଧରି ଚାଲିବ - ସୋମବାର (୩୧ ଅଗଷ୍ଟ) ଏବଂ ମଙ୍ଗଳବାର (୧ ସେପ୍ଟେମ୍ବର ୨୦୨୬)। ମନ୍ଦିର…