Russian Attacks On Ukraine: ୟୁକ୍ରେନ୍ ଉପରେ ଋଷର କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ମାଡ଼: ୨୬ ମୃତ, ୧୦୦ ଆହତ
ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷିଆ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏହି ଆକ୍ରମଣରେ ଅତି କମରେ ୨୬ ଜଣଙ୍କର ମୃତ୍ୟୁ ହୋଇଛି, ଯେଉଁଥିରେ ତିନି ଜଣ ଶିଶୁ ମଧ୍ୟ ଅଛନ୍ତି ଏବଂ ପ୍ରାୟ ୧୦୦ ଜଣ ଆହତ ହୋଇଛନ୍ତି। ୨୦୨୨ ମସିହାରେ ମସ୍କୋ ଆକ୍ରମଣ କରିବା ପରଠାରୁ ଟେର୍ନୋପିଲ୍ ସହରରେ…