Wangchuk’s Hunger strike: ଦିନେ ଅନଶନ କରିଥିଲେ ବାପା, ବୁଝାଇବାକୁ ପହଞ୍ଚିଥିଲେ ପିଏମ୍ ଇନ୍ଦିରା ଗାନ୍ଧୀ,…
ନୂଆଦିଲ୍ଲୀ: ଲଦାଖର ପରିବେଶବିତ୍ ଓ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କ ୨୧ ଦିନିଆ ଅନିର୍ଦ୍ଦିଷ୍ଟକାଳୀନ ଅନଶନ ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି। ଦିଲ୍ଲୀର ଜନ୍ତର-ମନ୍ତରରୁ ତାଙ୍କୁ ପୋଲିସ ହସ୍ପିଟାଲକୁ ନେବା ପରେ ତାଙ୍କ ପରିବାରର ଏକ ଐତିହାସିକ ଅଧ୍ୟାୟ ପୁଣିଥରେ ସାମ୍ନାକୁ ଆସିଛି।…