Latest Odisha News

BREAKING NEWS

Massive Traffic Jam: ଆଡ଼ପ ବିଜେ ପୂର୍ବରୁ ପୁରୀରେ ଭକ୍ତଙ୍କ ସମୁଦ୍ର, ଭୁବନେଶ୍ୱର-ପୁରୀ ରାସ୍ତାରେ ଅସମ୍ଭାଳ…

ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ତିନି ରଥ ପହଞ୍ଚିବା ପରେ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଭିଡ଼ ଚରମ ସୀମାରେ ପହଞ୍ଚିଛି। ଆଜି ଅପରାହ୍ନରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ଆଡ଼ପ ମଣ୍ଡପକୁ ବିଜେ କରିବାକୁ ଥିବାରୁ ସକାଳୁ ସକାଳୁ ରଥ ସମ୍ମୁଖରେ ଅସଂଖ୍ୟ…

ଏଣିକି ନବମ-ଦଶମ ପିଲାଙ୍କୁ ମିଳିବ କ୍ୟାରିୟର ଗାଇଡାନ୍ସ, ବିଭିନ୍ନ କ୍ଷେତ୍ର ପାଇଁ ମିଳିବ ମାର୍ଗଦର୍ଶନ

ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ ପାଇଁ ଦୃଢ଼ ଇଚ୍ଛାଶକ୍ତି, ସଠିକ ମାର୍ଗଦର୍ଶନ ଏବଂ ନିରନ୍ତର ଅଭ୍ୟାସ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଗୁଣାତ୍ମକ ଶିକ୍ଷା ସହିତ ସ୍କିଲ୍ (Skills) ବିକାଶ ଏବଂ ସମୟୋଚିତ ପଦକ୍ଷେପ ସେମାନଙ୍କୁ ଭବିଷ୍ୟତର ସଫଳତା ଦିଗରେ ଆଗେଇ ନେଇଥାଏ। ଏହାସହ…

ବେଦାନ୍ତ ଆଲୁମିନିୟମ ରଥଯାତ୍ରା ୨୦୨୬: ପ୍ଲାଣ୍ଟର ବିଭିନ୍ନ ସ୍ଥାନରେ ପାଳନ ହେଲା ପବିତ୍ର ପରମ୍ପରାର ଉଜ୍ଜ୍ୱଳ ଉତ୍ସବ

ଭୁବନେଶ୍ୱର: ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ଏବଂ ସମୃଦ୍ଧ ପରମ୍ପରାକୁ ସଂରକ୍ଷଣ କରିବା ପାଇଁ ଏହାର ପ୍ରତିବଦ୍ଧତାକୁ ସୁଦୃଢ଼ କରି, ବେଦାନ୍ତ ଆଲୁମିନିୟମ ପୁରୀର ପ୍ରଭୁ ଜଗନ୍ନାଥ ମନ୍ଦିର ପରିସରରେ ବ୍ୟାପକ ସାମୁଦାୟିକ ସେବା ପ୍ରୟାସ ଏବଂ ତୀର୍ଥଯାତ୍ରୀ କଲ୍ୟାଣ ପଦକ୍ଷେପ ଏବଂ ଓଡ଼ିଶା ତଥା…

ବିକ୍ଷୋଭସ୍ଥଳରୁ ସୋନମ ୱାଙ୍ଗଚୁକଙ୍କୁ ହଟାଇଲା ଦିଲ୍ଲୀ ପୋଲିସ, କାହିଁକି ଅଟକ ଅଛନ୍ତି ଅଭିଜିତ ଦୀପକେ?

ନୂଆଦିଲ୍ଲୀ: ଜନ୍ତର-ମନ୍ତରରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଶିକ୍ଷାବିତ୍‌ ସୋନମ ୱାଙ୍ଗଚୁକଙ୍କୁ ଦିଲ୍ଲୀ ପୋଲିସ ବିକ୍ଷୋଭସ୍ଥଳରୁ ହଟାଇ ଦେଇଛି। ଚିକିତ୍ସା ପାଇଁ ଦିଲ୍ଲୀ ପୋଲିସ ତାଙ୍କୁ ଡାକ୍ତରଖାନା ନେଇଛି। ଗତ ୨୦ ଦିନ ହେବ ସୋନମ ୱାଙ୍ଗଚୁକ ଅନଶନରେ ବସିଥିଲେ। ଏହି ସମୟରେ ଦିଲ୍ଲୀ ପୋଲିସ…

ଆସୁଛି ଆଉ ଏକ ବଡ଼ ଲଘୁଚାପ: ଆଜି ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା, ଏହି ସବୁ ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା। ୨୪ ତାରିଖ ବେଳକୁ ଆସୁଛି ଆଉ ଏକ ବଡ଼ ଲଘୁଚାପ। ଆଜି ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏଥିପାଇଁ ୬ ଜିଲ୍ଲା ପାଇଁ ଆଲର୍ଟ ଜାରି ହୋଇଛି। ସୁନ୍ଦରଗଡ଼, ବରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ନୂଆପଡ଼ା ଓ ବଲାଙ୍ଗିରରେ…

Puri Police: ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଆଣ୍ଟି-ସ୍ନାଚିଂ ଅଭିଯାନ ଜାରି; ରଥଯାତ୍ରାରୁ ୧୦୩ ସ୍ନାଚର ଗିରଫ,…

ପୁରୀ: ଶରଧାବାଲିରେ ପହଞ୍ଚିଛନ୍ତି ତିନି ରଥ। ଭାବବତ୍ସଳ ଭାବଗ୍ରାହୀ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବାକୁ ରତ୍ନବେଦୀ ଛାଡି ବଡଦାଣ୍ଡକୁ ଓହ୍ଲାଇଛନ୍ତି। ମହାପ୍ରଭୁଙ୍କ ଏହି ନବଦିନାତ୍ମକ ଯାତ୍ରା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏହି ଅବସରରେ ପୁରୀ ପୋଲିସ ପକ୍ଷରୁ ସ୍ୱତନ୍ତ୍ର…

ଆରପାରିରେ କ୍ରିକେଟ ଇତିହାସର ମହାନ ଅଲରାଉଣ୍ଡର

ନୂଆଦିଲ୍ଲୀ: କ୍ରିକେଟ ଇତିହାସର ମହାନ ଅଲରାଉଣ୍ଡର ସାର ଗ୍ୟାରୀଫିଲ୍ଡ ସୋବର୍ସଙ୍କ ୮୯ ବୟସରେ ପରଲୋକ ହୋଇଯାଇଛି । ବୟାସଧିକ୍ୟ ଓ ରୋଗ ଯୋଗୁ ତାଙ୍କର ନିଧନ ହୋଇଛି । ଜୁଲାଇ ୨୮ରେ ସେ ୯୦ ବର୍ଷରେ ପଦାର୍ପଣ କରିଥାନ୍ତେ । ୨୮ ଜୁଲାଇ ୧୯୩୬ରେ ବାରବଡୋସର ସେଂଟ ମାଇକେଲରେ ସେ ଜନ୍ମ ଗ୍ରହଣ କରିଥିଲେ…

ବିପଦ ସଙ୍କେତ ଉପରେ ସାପୁଆ ଓ ବଡ଼ଜୋରା ନଈ;ପୋଲ ଉପରେ ୩ଫୁଟ ପାଣି

ହିନ୍ଦୋଳ:ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବଢୁଛି ସାପୁଆ ଓ ବଡ଼ଜୋରା ନଈ । ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ଜଳବନ୍ଦୀ ହୋଇରହିଛି । ଏହି ଉପଖଣ୍ଡର ପ୍ରମୁଖ ସାପୁଆ ଓ ବଡ଼ଜୋରା ନଈର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଜଳସ୍ତର କ୍ରମାଗତ ଭାବେ ବଢୁଥିବା ଯୋଗୁ ବନ୍ୟା ଜଳ ଗାଁରେ…

ନାବାଳକକୁ ଉଲଗ୍ନ କରି ନିର୍ଘାତ ମାଡ଼, ଥାନାରେ ଏତଲା ଦେଲେ ପରିବାର

କଟକ: ପୁଣି କଙ୍ଗାରୁ କୋର୍ଟର ଶିକାର ହୋଇଛନ୍ତି ଜଣେ ନାବାଳକ । କଟକ ଚାଉଳିଆଗଞ୍ଜ ଅଞ୍ଚଳରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ନାବାଳକଙ୍କୁ ଉଲଗ୍ନ କରି ମାଡ଼ ମାରିଥିବା ସୂଚନା ରହିଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଘଟଣା ସମ୍ପର୍କରେ ପୀଡ଼ିତ ନାବାଳକ…

ସୋନମ୍ ୱାଂଙ୍ଗଚୁକଙ୍କ ଆମରଣ ଅନଶନ ପ୍ରତି ସମର୍ଥନ ଜଣାଇ ପ୍ରତିବାଦ କରିବ ନାଗରିକ ସମାଜ

ଭୁବନେଶ୍ବର: ଦୀର୍ଘ ୧୯ ଦିନ ଧରି ଆମରଣ ଅନଶନରେ ବସିଛନ୍ତି ସୋନମ୍ ୱାଂଙ୍ଗଚୁକ୍ । ଏହାକୁ ସମର୍ଥନ ଜଣାଇ ପ୍ରତିବାଦ କରିବ ନାଗରିକ ସମାଜ । ସୋନମ୍ ୱାଂଙ୍ଗଚୁକଙ୍କୁ ଯେଉଁଭଳି କେନ୍ଦ୍ର ସରକାର ଅଣଦେଖା କରୁଛନ୍ତି ଏବଂ ବାରମ୍ବାର ନିଟ୍ ପରୀକ୍ଷା ପ୍ରଶ୍ନ ପତ୍ର ଥିବା ଲିକ୍ ହେବା ସତ୍ତ୍ୱେ ଜଣେ…