West Bengal Election 2026: ୨୦୨୧ ରେକର୍ଡ ଭାଙ୍ଗିଲା…ପଶ୍ଚିମବଙ୍ଗରେ ସନ୍ଧ୍ୟା ୫ଟା ସୁଦ୍ଧା ୮୯.୯୩% ମତଦାନ…
କୋଲକତା:ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୬ ର ପ୍ରଥମ ପର୍ଯ୍ୟାୟ ପାଇଁ ଆଜି ମତଦାନ ଆରମ୍ଭ ହୋଇଛି । ୧୫୨ଟି ଆସନ ପାଇଁ ଗୁରୁବାର ମତଦାନ ହୋଇଛି । ସନ୍ଧ୍ୟା ୫ଟା ସୁଦ୍ଧା ୮୯.୯୩ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି, ଯାହା ରାଜ୍ୟର ନିର୍ବାଚନ ଇତିହାସରେ ସର୍ବାଧିକ । ପ୍ରଥମ ଥର ପାଇଁ ଏତେ…