Latest Odisha News

BREAKING NEWS

Recover suspected IED: ବସ୍ ଷ୍ଟାଣ୍ଡ ନିକଟରୁ ସନ୍ଦିଗ୍ଧ IED ଓ ଅସ୍ତ୍ରଶସ୍ତ୍ର ଜବତ; ୩ଗିରଫ

ନୂଆଦିଲ୍ଲୀ: ଚଣ୍ଡୀଗଡ଼ ସହରର ସେକ୍ଟର ୪୩ ISBT ବସ୍ ଷ୍ଟାଣ୍ଡ ନିକଟରୁ ସନ୍ଦିଗ୍ଧ IED ମିଳିଛି । ପୋଲିସ୍ ସେକ୍ଟର-୪୩ ISBT (ଅନ୍ତଃ-ରାଜ୍ୟ ବସ୍ ଟର୍ମିନାଲ୍) ପଛପଟୁ ସନ୍ଦିଗ୍ଧ ବିସ୍ଫୋରକ ସାମଗ୍ରୀ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ଏହି ଘଟଣାରେ ଚଣ୍ଡିଗଡ଼ ପୋଲିସ୍ ତିନି ଜଣ ବ୍ୟକ୍ତିଙ୍କୁ…

ହକି ବିଶ୍ୱକପ: ସେମିରେ ପ୍ରବେଶ ପାଇଁ ଏବେ ବି ଭାରତ ନିକଟରେ ରହିଛି ସୁଯୋଗ

ଆମଷ୍ଟେଲଭିନ: ନେଦରଲ୍ୟାଣ୍ଡସର ଆମଷ୍ଟେଲଭିନ୍‌ରେ ଚାଲିଥିବା ପୁରୁଷ ହକି ବିଶ୍ୱକପରେ ଭାରତର ସେମିଫାଇନାଲ ପ୍ରବେଶ ଆଶା କ୍ଷୀଣ ହୋଇ ଯାଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇନି । ଭଲ ପ୍ରଦର୍ଶନ ଏବଂ କିଛି ମାତ୍ରାରେ ଭାଗ୍ୟ ସହାୟ ହେଲେ ଭାରତର ସେମିରେ ପ୍ରବେଶ ଆଶା ଉଜ୍ଜୀବୀତ ରହିବ ।…

Jaish Headquarters: ପାକିସ୍ତାନରେ ପୁଣି ଠିଆ ହେଉଛି ଜୈଶ୍‌ର ଆତଙ୍କୀ ଆଡ୍ଡା;ସାଟେଲାଇଟ୍ ଚିତ୍ରରୁ ପଦାରେ ପଡ଼ିଲା…

ନୂଆଦିଲ୍ଲୀ:'ଅପରେସନ୍ ସିନ୍ଦୂର' (Operation Sindoor) ସମୟରେ ଧ୍ୱଂସ ହୋଇଯାଇଥିବା ଆତଙ୍କବାଦୀ ସଂଗଠନ 'ଜୈଶ-ଏ-ମହମ୍ମଦ'ର ବାହାୱାଲପୁରସ୍ଥିତ ମୁଖ୍ୟାଳୟକୁ ପୁନର୍ନିର୍ମାଣ କରାଯାଉଛି । ଗତ ବର୍ଷ ମେ' ମାସରେ 'ଅପରେସନ୍ ସିନ୍ଦୂର' ଅଧୀନରେ କରାଯାଇଥିବା ଏକ ବାୟୁସେନା ଆକ୍ରମଣ ସମୟରେ ଭାରତୀୟ…

ଗାଡ଼ି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ସାଉଥ୍ ସୁପରଷ୍ଟାର ଅଜିଥ କୁମାର

ନୂଆଦିଲ୍ଲୀ: ସାଉଥର ଲୋକପ୍ରିୟ ଆକ୍ସନ ଅଭିନେତା ଅଜିଥ କୁମାରଙ୍କ ରେସିଂ କାର ପୂନର୍ବାର ଦୁର୍ଘଟଣାଗ୍ରସ୍ତ ହୋଇଛି । ସାଉଥ୍ ସୁପରଷ୍ଟାର ତଥା ପେସାଦାର ରେସର୍ ଅଜିଥ୍ କୁମାର ୟୁରୋପରେ ଆୟୋଜିତ ଏକ କାର୍ ରେସିଂ ପ୍ରତିଯୋଗିତା ସମୟରେ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ବେଲଜିୟମ୍‌ର…

ବ୍ରାଣ୍ଡେଡ୍ ଘଣ୍ଟା ନାଁରେ କରୁଥିଲେ ନକଲି ଘଣ୍ଟା ବିକ୍ରି; ୪ ଗିରଫ,ଶହ ଶହ ନକଲି ଘଣ୍ଟା ଜବତ

ରାଉରକେଲା:ରାଉରକେଲା ପ୍ଲାଣ୍ଟ ସାଇଟ୍ ପୋଲିସ ଚଢାଉ କରି ବିପୁଳ ପରିମାଣରେ ନାମୀ ଦାମୀ କମ୍ପାନୀର ନକଲି ଘଣ୍ଟା ଜବତ କରିଛି । ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଏମ୍ ଡି ସୋହେଲ ଅହମ୍ମଦ, ଇମ୍ରାନ ଅହମ୍ମଦ , ଏମଡି ଉମର ଆଲମ୍, ଏମଡି ଆସିମ୍ । ସମସ୍ତ…

କଲେଜରେ ଆଡମିଶନ ଆଳରେ ଠକେଇ;ବନ୍ଧା ହେଲେ ସାଇବାର ଠକ

ଅତାବିରା:ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କ ଆଡମିଶନ ଆଳରେ ଠକେଇ କରୁଥିବା ଘଟଣାାରେ ଜଣେ ସାଇବର ଠକକୁ ଧରିଛି ପୋଲିସ । ବରଗଡ଼ ଜିଲାର ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କ ଆଡ୍‌ମିଶନ ଆଳରେ ଠକେଇ କରୁଥିବା ସାଇବର ଠକଙ୍କୁ ଅତାବିରା ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ପବିତ୍ର…

ଶ୍ରୀଲଙ୍କା ବୋଲରଙ୍କ ସହ ଝଗଡ଼ା କରି ବିବାଦରେ ଜୈସୱାଲ, ଲାଗିପାରେ ଆଇସିସି ବ୍ୟାନ୍

କଲମ୍ବୋ: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ଭାରତୀୟ ଓପନର ଯଶସ୍ୱୀ ଜୈସୱାଲ ୪୫ ରନ୍ କରି ଆଉଟ୍ ହେବା ପରେ ଶ୍ରୀଲଙ୍କା ଫାଷ୍ଟ ବୋଲର ଅସିଥା ଫର୍ଣ୍ଣାଣ୍ଡୋଙ୍କ ସହ ଯୁକ୍ତିତର୍କ କରି ବିବାଦରେ ଫସିଛନ୍ତି । ପ୍ରଥମ ଇନିଂସର ୧୭ତମ ଓଭରରେ  ଫର୍ଣ୍ଣାଣ୍ଡୋଙ୍କ ବଲ୍‌ରେ ଜାଇସୱାଲ…

ରାହୁଲ ଗାନ୍ଧୀ ‘ବ୍ୟାଟ ମ୍ୟାନ’; କଂଗ୍ରେସ ମୁଖ୍ୟାଳୟ ବାହାରେ ଲାଗିଥିବା ପୋଷ୍ଟରକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ଦିଲ୍ଲୀରେ କଂଗ୍ରେସ ମୁଖ୍ୟାଳୟ ବାହାରେ ଲାଗିଥିବା ପୋଷ୍ଟରଗୁଡ଼ିକ ରାଜନୈତିକ ମହଲ ଏବଂ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ପୋଷ୍ଟରରେ ଲୋକସଭାରେ ବିରୋଧୀ ଦଳ ନେତା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ "ପ୍ରକୃତ ଜୀବନର ବ୍ୟାଟ ମ୍ୟାନ" ଭାବରେ ଦର୍ଶାଯାଇଛି।…

ମାନିଲେ ସରକାର; ୬୧୧ଟି ସରକାରୀ ସ୍କୁଲରେ କୋଠା ଓ ୨ ହଜାର ସ୍କୁଲରେ ଶୌଚାଳୟ ନାହିଁ

ଜୟପୁର: ସରକାରୀ ସ୍କୁଲରେ ମୌଳିକ ସୁବିଧା ସମ୍ପର୍କରେ ରାଜସ୍ଥାନ ବିଧାନସଭାରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ରାଜସ୍ଥାନ ସରକାର ସ୍ୱୀକାର କରିଛନ୍ତି ଯେ ରାଜ୍ୟର ୬୧୧ ସରକାରୀ ସ୍କୁଲର ନିଜସ୍ୱ କୋଠା ନାହିଁ। ବହୁ ସଂଖ୍ୟକ ସ୍କୁଲରେ ପିଲାମାନଙ୍କ ପାଇଁ ଶୌଚାଳୟ ଏବଂ ପାନୀୟ ଜଳ ଭଳି…

Heavy rainfall:ଏହି ଜିଲ୍ଲାରେ ଆସନ୍ତାକାଲି ସ୍କୁଲ ଓ ଅଙ୍ଗନବାଡି ଛୁଟି

ନବରଙ୍ଗପୁର:ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ନବରଙ୍ଗପୁର ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ବଜ୍ରପାତକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟି ନେଇ ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି ।…